ଯାତ୍ରୀଙ୍କୁ ଅସଦାଚରଣ ପଡିଲା ମହଙ୍ଗା ! ସହିଲେ ନାହିଁ ଭଗବାନ, ଭୋଗିବାକୁ ପଡିଲା ଏଭଳି ଦଣ୍ଡ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାତ୍ରୀ ଙ୍କୁ ଭିଡି ଆଣି ତଳେ ପକାଇ ଗୋ-ଓଇଠା ବି-ଇଧା ମ-ଆରିଛନ୍ତି ଟିଟି । ସରକାରୀ ଚାକିରୀ ପାଇଛନ୍ତି ବୋଲି ସେ ଅମଣିଷ ପାଲଟି ଯାଇଛନ୍ତି । ଟ୍ରେନରେ ଯାତ୍ରୀ ଙ୍କୁ ଅସଦ ଆଚରଣ କରିବା ବର୍ତ୍ତମାନ ଦୁଇ ଟିଟି ଙ୍କୁ ମହଙ୍ଗା ପଡିଛି । ଏହି ଦୁର୍ବ୍ୟବହାର ପାଇଁ ରେଲୱେ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଉଭୟଙ୍କୁ ନିଲମ୍ବିତ କରିଛି ଭାରତୀୟ ରେଳବାଇ । କିଛି ଦିନ ତଳେ ଦୁଇ ଟିଟି ଯାତ୍ରୀ ଙ୍କୁ ଅସଦ ଆଚରଣ କରୁଥିବା ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା ।

ଗତ ଜାନୁଆରୀ 2 ତାରିଖ ରାତିରେ ମୁମ୍ବାଇ ରୁ ବିହାରର ଜୟ ନଗର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ବିହାରର ମୁଜାଫର ପୁରରେ ଜଣେ ଯାତ୍ରୀ ଙ୍କ ପ୍ରତି ଏଭଳି ଅସଦ ଆଚରଣ ହୋଇଥିବାର ଅଭିଯୋଗ ହୋଇଛି । ଟ୍ରେନରେ ସମ୍ପୃକ୍ତ ଯାତ୍ରୀ ଏବଂ ଟିଟି ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଏହି ଭିଡିଓ ଉତ୍ତୋଳନ କରିଥିଲେ ।

ଏହି ଭିଡିଓ ରେ ଯାତ୍ରୀ ଜଣଙ୍କ ଟ୍ରେନର ଉପର ବର୍ଥରେ ଥିବାବେଳେ, ଜଣେ ଟିଟି ଆସି ତାଙ୍କ ଗୋଡକୁ ଟାଣୁଥିବା ଦେଖିବାକୁ ମିଳିଥିଲା । ଯାତ୍ରୀ ଜଣଙ୍କ ସହଯୋଗ ନ କରିବାରୁ ଏହାପରେ ସମ୍ପୃକ୍ତ ଟିଟି ଙ୍କ ସହିତ ଆଉ ଜଣେ ଟିଟି ଆସି ଯୋଗ ଦେଇଥିଲେ । ଦୁହେଁ ମିଶି ସମ୍ପୃକ୍ତ ଯାତ୍ରୀ ଙ୍କୁ ଉପରୁ ଘୋ-ଓଷାଡ଼ି ତଳେ ପକାଇ ଦେଇଥିଲେ ଏବଂ ତଳେ ଉଭୟ ମିଶି ଯାତ୍ରୀ ଙ୍କୁ ଅତ୍ୟନ୍ତ ନି-ଇର୍ମମ ଭାବରେ ପ-ଇଟୁ-ଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ସମ୍ପୃକ୍ତ ଯାତ୍ରୀ ଜଣଙ୍କ ବିନା ଟିକେଟରେ ଯାତ୍ରା କରୁଥିବା ଜାଣିବା ପରେ ଏ ନେଇ ଟିଟି ତାଙ୍କୁ ପଚାରିବାରୁ ସୃଷ୍ଟି ହୋଇଥିଲା ଏହିଭଳି ଉତ୍ତେଜନା ମୂଳକ ପରିସ୍ଥିତି । ମାତ୍ର ସେ ଯାହା ମଧ୍ୟ ହେଉ କୌଣସି ମଧ୍ୟ ଭୂଲର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ଆଇନକୁ ନିଜ ହାତକୁ ନେଇ ଥିବାରୁ ଦୁଇ ଟିଟି ଙ୍କୁ ନିଲମ୍ବିତ କରାଯାଇଥିବା ରେଳବାଇ ମୁଖପାତ୍ର ସୂଚନା ଦେଇଛନ୍ତି ।

ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀ ମାନେ ମଧ୍ୟ ଚୁପ ଚାପ ଛିଡା ହୋଇ ଏହି ଦୃଶ୍ୟ ଦେଖୁଥିଲେ । କିନ୍ତୁ ସେମାନଙ୍କୁ ଅଟକାଇବାର ସାହସ କେହି ବିଶେଷ କରିନଥିଲେ, କାରଣ ସେମାନେ ହେଉଛନ୍ତି ସରକାରୀ କର୍ମଚାରୀ ଧ-ଅମକ ଦେବାରେ ପଛାଇବେନାହିଁ । ଏହିଭଳି କା-ଣ୍ଡ ରଚାଇବା ପୂର୍ବରୁ ଆଗ କଥା ଚିନ୍ତା କରିଥିଲେ ହୁଏତ ଚାକିରୀ ଯାଇ ନଥାନ୍ତା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *