Amir Khan ଙ୍କ ସହିତ ଫିଲ୍ମରେ କାମ କରି ଫେମସ ହୋଇଥିବା Bollywood ର ଏହି 5 ଜଣ ହିରୋଇନ ଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପିଲା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଦିଗଜ ଅଭିନେତା ଆମିର ଖାନଙ୍କ ଫିଲ୍ମ ଗୁଡିକୁ ତ ନିଶ୍ଚୟ ଦେଖିଥିବେ । ଆମିର ନିଜ କାରିୟରରେ କେତେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିରେ ଆମିରଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଆମିର ନିଜ କାରିୟରରେ କେତେକ ଫେମସ ଅଭିନେତ୍ରୀ ମାନଙ୍କ ସହ ଫିଲ୍ମରେ କାମ କରିଛନ୍ତି । ଆଜିକୁ ସେହି ଅଭିନେତ୍ରୀ ମାନେ ବହୁତ ବଦଳି ଯାଇଛନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ନୁହେଁ ତାଙ୍କ ଛୁଆ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ଛୁଆଙ୍କ ବିଷୟରେ ।

ଟ୍ଵିଙ୍କଲ ଖନା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଟ୍ଵିଙ୍କଲ ଖନା । ଟ୍ଵିଙ୍କଲ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଟ୍ଵିଙ୍କଲ ଓ ଆମିର ଏକା ସହ ଫିଲ୍ମ ‘ମେଲା’ରେ ନଜର ଆସିଥିଲେ । ଏହି ଫିଲ୍ମଟିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ବର୍ତ୍ତମାନର ସମୟରେ ଟ୍ଵିଙ୍କଲ ଦୁଇଟି ଛୁଆଙ୍କ ମା ଅଟନ୍ତି ତାଙ୍କ ବଡ ପୁଅର ନାମ ହେଉଛି ଆରଭ କୁମାର ଯିଏ ବର୍ତ୍ତମାନ ୧୮ ବର୍ଷର ହୋଇସାରିଛନ୍ତି ଓ ନିଜ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଟ୍ଵିଙ୍କଲଙ୍କ ଝିଅର ନାମ ହେଉଛି ନିତାରା ଯିଏ ବର୍ତ୍ତମାନ ୭ ବର୍ଷର ହୋଇସାରିଛନ୍ତି ।

କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କରିସ୍ମା କପୁର । କରିସ୍ମା ଓ ଆମିର ଏକା ସହ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ରେ ନଜର ଆସିଥିଲେ । ଏହି ଦୁଇଜଣଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ କରିସ୍ମାଙ୍କର ବର୍ତ୍ତମାନ ଦୁଇଟି ଛୁଆ ଅଛନ୍ତି ଝିଅର ନାମ ହେଉଛି ସମୟାରା ଓ ପୁଅ ନାମ ହେଉଛି କିଆନ କପୁର । ସମୟାରା ବର୍ତ୍ତମାନ ୧୫ ବର୍ଷର ଅଛନ୍ତି ଓ କିଆନ କପୁର ୧୦ ବର୍ଷର ଅଛନ୍ତି ।

ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀ ବଲିଉଡର କେତେକ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ମାଧୁରୀ ଓ ଆମିର ଏକା ସହ ‘ଦିଲ’ ଏବଂ ‘ବମ୍ବେ ଟକିସ’ ଆଦି ଫିଲ୍ମରେ କାମ କରିଛନ୍ତି । ବର୍ତ୍ତମାନ ମାଧୁରୀଙ୍କର ଦୁଇଟି ପୁଅ ଅଛନ୍ତି । ତାଙ୍କ ବଡ ପୁଅର ନାମ ହେଉଛି ଆରିନ ଓ ସାନ ପୁଅର ନାମ ହେଉଛି ରିଆନ । ଏହି ଦୁଇଜଣ ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ନଜର ଆସନ୍ତି । ଏମାନେ ନିଜ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ସୋନାଲି ବେନ୍ଦ୍ରେ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ସୋନାଲି ଓ ଆମିର ଏକା ସହ ଫିଲ୍ମ ‘ସର୍ଫୋରୋଷ’ରେ କାମ କରିଥିଲେ । ଏହି ଦୁଇଜଣଙ୍କ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ସୋନାଲିଙ୍କର ଏକ ଛୋଟ ପୁଅ ଅଛି ଯିଏ ବର୍ତ୍ତମାନ ପାଠ ପଢୁଛି ।

ଆଈଶା ଜୁଲକା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଆଈଶା ଜୁଲକା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଈଶାଙ୍କର କେତେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ଆଈଶା ଓ ଆମିର ଏକା ସହ ଫିଲ୍ମ ‘ଜୋ ଜିତା ବୋହି ସିକେନ୍ଦର’ରେ କାମ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଆଈଶା ଜୁଲକାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସନ୍ତାନ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *