ଇଏ ହେଉଛନ୍ତି ଦୁନିଆର ସବୁଠୁ ସୁନ୍ଦର ପୋଲିସ ଅଫିସର, ଯାହାଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକେ କରନ୍ତି କ୍ରାଇମ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହା ମାଧ୍ୟମରେ କେତେକ ଲୋକ ରାତିଆ ରାତି ଫେମସ ହୋଇଯାନ୍ତି । ବନ୍ଧୁଗଣ ଏହି ଦୁନିଆରେ ଏପରି କିଛି ମହିଳା ଅଛନ୍ତି ଯେଉଁ ମାନେ ସରକାରୀ ଚାକିରି କରିବା ପାଇଁ ବହୁତ ପସନ୍ଦ କରନ୍ତି ଓ ସେମାନେ ନିଜ କଷ୍ଟ ଦ୍ଵାରା ସଫଳତା ମଧ୍ୟ ପାଇଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଦୁନିଆର ଏପରି ଏକ ମହିଳା ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦେଖିବା ପାଇଁ ବହୁତ ସୁନ୍ଦର । ଏହି ମହିଳା ଜଣକ କୌଣସି ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ସେ ମଡେଲିଙ୍ଗ ଓ ଫିଲ୍ମ ଆଦିରେ କାମ ନକରି ସେ ଅଫିସର ହେଲେ ।

ବନ୍ଧୁଗଣ ଏହି ମହିଳା ଅଫିସର ଜଣକ ସୋସିଆଲ ମିଡିଆରେ ବହୁତ ଫେମସ ହୋଇଯାଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ମହିଳା ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ଅଫିସରଙ୍କ ବିଷୟରେ ।

ବନ୍ଧୁଗଣ ଏହି ମହିଳା ଜଣକ ହେଉଛନ୍ତି ଜଣେ ପାକିସ୍ତାନୀ ପୋଲିସ ଅଫିସର । ବନ୍ଧୁଗଣ ଏହି ମହିଳା ଜଙ୍କଙ୍କର ନାମ ହେଉଛି ଡଃ ଅନୁସ ମସୁଦ । ଏହି ମହିଳା ଜଣକ ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ତାଙ୍କର ସୁନ୍ଦରତକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । କାରଣ ତାଙ୍କ ସୁନ୍ଦରତାକୁ ଦେଖିଲେ ଆପଣ ଭବିବେ ସେ ଏକ ମଡେଲ ହୋଇଥିବେ କିନ୍ତୁ ବନ୍ଧୁଗଣ ସେ ପୋଲିସ ଅଫିସର ହୋଇ ନିଜ ଦେଶର ସେବା କରୁଛନ୍ତି ।

ବନ୍ଧୁଗଣ ଅନୁସ ମସୁଦ ପାକିସ୍ଥାନରେ ଏସିପି ଅଛନ୍ତି । ସେ ଚୌଧୁରୀ ପରିବାରର ପ୍ରଥମ ମହିଳା ଅଟନ୍ତି ଯିଏ ଏସିପି ଅଛନ୍ତି । ସେ ସିସିଏସ ପରୀକ୍ଷା ୨୦୧୧ରେ ୪୦ତମ କମନ ବ୍ୟାଚରେ ପାସ୍ କରିଛନ୍ତି । ବର୍ତ୍ତମାନ ସେ କ୍ରାଇମ ଇନବେଷ୍ଟିଗେସନ ବିଭାଗରେ ନିଯୁକ୍ତି ପାଇଛନ୍ତି । ସୋସିଆଲ ମିଡିଆରେ ଏହି ମହିଳା ଜଣକ ବହୁତ ଫେମସ ଅଛନ୍ତି । ଅନୁସ ମସୁଦଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ମଧ୍ୟ ବହୁତ ଅଧିକ ରହିଛି ।

ଅନୁସ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଫେସବୁକରୁ ନେଇ ଟ୍ବିଟର ପର୍ଯ୍ୟନ୍ତ ତାଙ୍କର ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଅନୁସ ମେଡ଼ିସିନରେ ଗୋଲ୍ଡ ମେଡେଲ ମଧ୍ୟ ମିଳିଛି ।

ତାଙ୍କ ସାମ୍ନାରେ କେତେକ ବଡ ବଡ ଅଫିସର ମାନେ ଫେଲ ହୋଇଯାଇଛନ୍ତି । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅନୁସଙ୍କର ଗୋଟେ ଝଲକ ଦେଖିବା ପାଇଁ କେତେକ ଲୋକ କ୍ରାଇମ କରିଦେଇଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଫିସର ଅନୁସ ମସୁଦ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ଯଦି ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *