ପୁଣି Bollywood ରେ ଶୋକର ଲହରୀ, କରୋନାରେ ଆଖି ବୁଜିଦେଲେ ଆଉ ଜଣେ ଫେମସ ଅଭିନେତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ହିନ୍ଦୀ ଏବଂ ଭୋଜପୁରୀ ଫିଲ୍ମ ରେ ଅଭିନୟ କରୁଥିବା ଅଭିନେତ୍ରୀ ଶ୍ରୀପଦା ଙ୍କ ବୁଧବାର ଦିନ ନି-ଧ-ନ ହୋଇ ଯାଇଛି । ସେ କୋରନା ଭାଇରସ ରେ ସଂକ୍ରମିତ ଥିଲେ । ଏହି ଖବର ସାମ୍ନା କୁ ଆସିବା ପରେ ଅଭିନେତ୍ରୀ ଶ୍ରୀପଦା ଙ୍କ ଫ୍ୟାନ୍ସ ମାନେ ବହୁତ ଦୁଃଖିତ ଅଛନ୍ତି । CINTAA ର ଜେନେରାଲ ସେକ୍ରେଟାରୀ ଅମିତ ବହଲ ଶ୍ରୀପଦା ଙ୍କ ମୃ-ତ୍ୟୁ ସମ୍ବନ୍ଧରେ କଂଫର୍ମ କରିଥିଲେ ।

ସେ କହିଥିଲେ ଯେ କୋଭିଡ଼ ର ଦ୍ଵିତୀୟ ଲହର ଅନେକ ମୂଲ୍ୟବାନ ପ୍ରାଣ ନେଇ ସାରିଛି । ମିଡିଆ ରେ ଯେତେ ବି ଲୋକଙ୍କ ନି-ଧ-ନ ସମ୍ବନ୍ଧରେ କୁହାଯାଇଛି ତାହା ବାରମ୍ବାର କହିବାର ଆବଶ୍ୟକତା ନାହିଁ । କିନ୍ତୁ ହଁ ଶ୍ରୀପଦା ଆମ ଫ୍ରେଟରନିଟି ର ସିନିୟର ମେମ୍ବର ଥିଲେ ।

ସାଉଥ ସହିତ କରିଥିଲେ ଅନେକ ହିନ୍ଦୀ ଫିଲ୍ମ- ଶ୍ରୀପଦା ଅନେକ ବର୍ଷ ଧରି ଇଣ୍ଡଷ୍ଟ୍ରୀ ରେ କାମ କରିଥିଲେ । ଯାହାର ଖୁବ ପ୍ରଶଂସା ମଧ୍ୟ ହୋଇଥିଲା । ପ୍ରାୟ ୬୮ ଟି ଫିଲ୍ମ ରେ କାମ କରିଥିବା ଶ୍ରୀପଦା ଙ୍କ ସମ୍ବନ୍ଧରେ ଅମିତ କହିଥିଲେ ଯେ, “ସେ ସାଉଥ ସହିତ ହିନ୍ଦୀ ସିନେମା ରେ ମଧ୍ୟ ଖୁବ ଭଲ ଅଭିନୟ କରିଥିଲେ ।

ଏହା ଆମ ଦୁର୍ଭାଗ୍ୟ ଯେ ଆମେ ଜଣେ ଦିଗଜ୍ଜ କଳାକାର ଙ୍କୁ ହରାଇ ଦେଲୁ । ଏହା ପ୍ରାର୍ଥନା ଯେ ତାଙ୍କ ଆତ୍ମା କୁ ଶାନ୍ତି ମିଳୁ । ଆମେ ଏହା ମଧ୍ୟ ପ୍ରାର୍ଥନା କରୁଛୁ ଯେ କୋରନା ମହାମାରୀ ର ଏହି ଦ୍ଵିତୀୟ ଲହରୀ ଲୋକ ମାନଙ୍କ ପ୍ରାଣ ନ ନେଉ, ଖାସ କରି ଆମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଲୋକ ମାନଙ୍କ । ”

ରବି କିଶନ ପ୍ରକାଶ କରିଲେ ଶୋକ- ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ ଶ୍ରୀପଦା ଅଭିନେତା ରବି କିଶନ ଙ୍କ ସହିତ ୨୦୧୫ ମସିହାରେ ଆସିଥିବା ଫିଲ୍ମ ‘ହମ୍ ତୋ ହୋ ଗଇ ନି ତୋହାର’ ରେ ନଜର ଆସିଥିଲେ ।

ତାଙ୍କ ନି-ଧ-ନ ସମ୍ବନ୍ଧରେ ଶୁଣି ରବି କିଶନ କହିଲେ, “ବହୁତ ଦୁଃଖ ଲାଗୁଛି । ସେ ମୋର ସହ କଳାକାର ଥିଲେ । ତାଙ୍କ ବ୍ୟବହାର ବହୁତ ଭଲ ଅଟେ ଏବଂ ସେ ବହୁତ ବିନମ୍ର ମଧ୍ୟ ଅଟନ୍ତି । ଭଗବାନ ତାଙ୍କ ପରିବାର କୁ ଏହି କଷ୍ଟ କୁ ସହିବାର ଶକ୍ତି ପ୍ରଦାନ କରୁ । ”

ଏହି ଫିଲ୍ମ ରେ ଆସିଥିଲେ ନଜର- ଶ୍ରୀପଦା ନିଜ କ୍ୟାରିଅର ର ଆରମ୍ଭ ୧୯୭୮ ମସିହାରେ କରିଥିଲେ । ସେ ‘ପୁରାନା ପୁରୁଷ’, ବିନୋଦ ଖାନ୍ନା ଙ୍କ ସହିତ ‘ଧର୍ମ ସଙ୍କଟ’ ଭଳି ଫିଲ୍ମ ରେ ନଜର ଆସିଥିଲେ । ତାଙ୍କୁ ‘ବେୱଫା ସନମ’ ଏବଂ ‘ଆଜ୍ମାଇସ୍’ ଭଳି ଫିଲ୍ମ ରେ ମଧ୍ୟ ଦେଖିବାକୁ ମିଳିଥିଲା । ଶ୍ରୀପଦା ୧୯୯୩ ମସିହାରେ ଏକ ଟେଲିଭିଜନ ସୋ ପାଇଁ ଗେଷ୍ଟ ଆପିୟରେନ୍ସ ମଧ୍ୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *