ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେଆଜି ପେପର ପଢୀ ଚିତ୍କାର କଲା ଗୋପାଳ । କହିଲା ଯଦି ମୋ ପରିବାରର କିଛି ହୋଇଯାଏ ତେବେ ମୁଁ କାହାକୁ ବି ଛାଡିବିନି । ତେବେ ହଁ ବନ୍ଧୁଗଣ ଏପରି କିଛି ଗୋପାଳର ମୁହଁରୁ ଆଜି ସକାଳୁ ସକାଳୁ ଚୌଦାର ଜେଲ୍ ୩ ନମ୍ବର ସେଲ୍ ରେ ଥିବା ଅଭିଯୁକ୍ତ ଗୋପାଳ ଚିଲେଇ ଚିଲେଇ କହୁଥିଲା । ତେବେ ସକାଳୁ ସକାଳୁ ପେପର ପଢିବା ଗୋପାଳର ଏକ ନୀତିଦିନିଆ ଅଭ୍ଯାସ କହିଲେ ଚଳେ ।
ତେବେ ଜେଲ୍ ରହି ମଧ୍ୟ ଦେଶ ଦୁନିଆର ପ୍ରତି ଟିକିନିକି ଖବର ଗୋପାଳ ପେପର ମଧ୍ୟରୁ ପଢି ଜାଣିପାରିଥାଏ । ତେବେ ସେହିପରି ଆଜି ମଧ୍ୟ ସକାଳୁ ପେପର ପଢିବା ପାଇଁ ଗୋପାଳ ବସିଥିଲା । ତେବେ ଏହାରି ମଧ୍ୟରେ ଆଖିରେ ପେପରରେ ଲେଖା ହୋଇଥିବା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ନଜର ପଡିଯାଇଥିଲା । ତେବେ ଯେଉଁଠାରେ ବଡ ବଡ କଳା ଅକ୍ଷରରେ ଲେଖା ହୋଇଥିଲା କି ଗୋପାଳ ଓ ତା’ ର ପରିବାରର ସୁରକ୍ଷା ପ୍ରସଙ୍ଗ ।
ତେବେ ଏହି କଥା ଉପରେ ପଢୁ ପଢୁ ଗୋପାଳ ଚିତ୍କାର କରି କହିବାକୁ ଲାଗିଥିଲା । ଯଦି ମୋ ପରିବାର ଉପରେ କିଏ ଆଖି ପକେଇ କିଛି ମଧ୍ୟ କାହାର କ୍ଷତି କରିବାକୁ ଚେଷ୍ଟା କରିଥାଏ । ତେବେ ମୁଁ କାହାକୁ ମଧ୍ୟ ଛାଡିବି ନାହିଁ । ତେବେ ଗୋପାଳ ଓ ତା’ ର ପରିବାରର ସୁରକ୍ଷା ଦିଗରେ ମାନ୍ୟବର କୋର୍ଟରେ ଏକ ପିଟିସନ ଆବେଦନ କରଯାଇଥିଲା । ଯେଉଁଥିରେ ଗୋପାଳ ଜେଲରେ ଥିବା ସମୟରେ ହିଁ ତା’ ର ପ୍ରତ୍ଯେକଟି ମୂହୁର୍ତ୍ତକୁ CC TV କ୍ୟାମରାରେ କଏଦ ରଖାଯାଉ ।
ଏହା ସହିତ ତା ‘ ର ପରିବାର ଯେପରି କୌଣସି ପ୍ରକାର କ୍ଷତି ନଘଟେ । ସେଥିପ୍ରତି ମଧ୍ୟ ସୁରକ୍ଷା ପଦକ୍ଷେପ ଜାରୀ କରାଯାଉ । ତେବେ ଏହି ପିଟିସନ ଉପରେ କୋର୍ଟ ମଧ୍ୟ ନିକଟ ଅତୀତରେ ଏକ ଶୁଣାଣୀ କରିଦେଇଥିଲା । ତେବେ କୋର୍ଟର ଶୁଣାଣୀ ଅନୁସାରେ ଗୋପାଳ ଓ ତା’ ର ପରିବାର ଲୋକ ସୁରକ୍ଷିତ ଅଛନ୍ତି ।
ଯଦି ଗୋପାଳର ପରିବାର ପ୍ରତି କୌଣସି ପ୍ରକାର ଭୟ ରହୁଥାଏ । ତେବେ ସେମାନେ ଚାହିଁଲେ ନିଜ ଆଡୁ କୋର୍ଟରେ ଏହି ବିଷୟରେ ନିଜର ସମସ୍ଯା ଜଣାଇ ପାରିବେ । ତେବେ ଏପରି କହି ଆବେଦନରେ ହସ୍ତାନ୍ତର କରିନଥିଲେ ମାନ୍ୟବର କୋର୍ଟ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।ଧନ୍ୟବାଦ