Lipsa weds Akash: Bollywood ଷ୍ଟାଇଲରେ ସ୍ଟେଜ ଉପରେ ପରସ୍ପରକୁ ବରଣମାଳା ପିନ୍ଧେଇଲେ Lipsa ଓ Akash

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଲିଉଡ୍ ଷ୍ଟାଇଲରେ ସ୍ଟେଜ ଉପରେ ବରଣମାଳା ପିନ୍ଧାପିନ୍ଧି ହେଲେ । ତେବେ ଓଡିଆ ନାୟିକା ଲିପ୍ସାଙ୍କର ଗତ କାଲି ବାହାଘର ସରିଯାଇଛି । ତେବେ ଏହି ବାହାଘରରେ ଲିପ୍ସାଙ୍କୁ ଫିଲ୍ମ ଷ୍ଟାଇଲରେ ବରଣମାଳ ପିନ୍ଧାଇ ନିଜର ସବୁଦିନ ପାଇଁ ନିଜର କରିନେଇଛନ୍ତି ଆକାଶ । ତେବେ ହଁ ବନ୍ଧୁଗଣ ସୁନ୍ଦରୀ ନାୟିକା ଲିପ୍ସା ନିଜ ରିଲ୍ ଲାଇଫରେ ଅନେକ ଥର ବେଦୀ ଉପରେ ବସି ଅନେକ ଜଣଙ୍କ ହାତରେ ବରଣମାଳା ପିନ୍ଧିଥିଲେ ।

ହେଲେ ଗତ କାଲି ସତସତିକିଆ ନିଜ ପୁରୁଷ ବନ୍ଧୁ ଆକାଶଙ୍କ ହାତରୁ ଅଭିନେତ୍ରୀ ଲିପ୍ସା ବରଣମାଳ ପିନ୍ଧି ହାତକୁ ୨ ହାତ ହୋଇଯାଇଛନ୍ତି । ବାହାଘର ହେଉଛି ଏକ ଏପରି ପବିତ୍ର ପ୍ରଥା । ଯେଉଁ ପ୍ରଥାରେ ଜଣେ ପୁରୁଷ ସହ ଜଣେ ନାରୀର କେବଳ ଶରୀର ନୁହେଁ ମନ ଓ ଆତ୍ମାର ମଧ୍ୟ ମିଳନ ଘଟିଥାଏ । ସାତ କଳସ ଓ ଆଠ ଦୀପକୁ ସାକ୍ଷୀ ରଖି ବେଦୀରେ ବସି ଜନ୍ମଜନ୍ମାନ୍ତରର ସାଥି ହୋଇ ରହିବେ ।

ବୋଲି ଉଭୟ ବର ଓ କନ୍ୟା ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥାନ୍ତି । ତେବେ ସବୁ ଝିଅ ଓ ପୁଅ ମାନେ ନିଜ ଜୀବନର ଏହି ବାହାଘର ଭଳି ସୁନେଲି ଦିନକୁ ଚାତକ ଭଳି ଅନାଇ ରହିଥାନ୍ତି । ଖାସ୍ କରି କୁଆଁରୀ ଝିଅ ମାନଙ୍କ କ୍ଷେତ୍ରରେ ଏକ ବହୁତ ବଡ ସ୍ଵପ୍ନ ରହିଥାଏ । କେଉଁ ଦିନ ତା ‘ ର ସେହି ସ୍ଵପ୍ନର ମଣିଷ ଜଣଙ୍କ ଆସିବ । ଆଉ ତାକୁ ବାହା ହୋଇ ତା’ ସାଥିରେ ନେଇଜୀବ । ତେବେ ଏଭଳି ଏକ ସୁନେଲି ସ୍ଵପ୍ନକୁ ପୁରା କରିବାକୁ ଯାଇ ଲିପ୍ସାଙ୍କ ହାତ ଧରି ବିବାହ କରିଥିଲେ ଆକାଶ ।

ତେବେ ଖୁବ ଧୂମ ଧାମରେ ବିବାହ କାର୍ଯ୍ୟକୁ ଆଡମ୍ବର ସହକାରେ କରଯାଇଥିଲା । ଏହା ସହିତ ଲିପ୍ସା ମଧ୍ୟ ନିଜ ବାହାଘର ଲେହେଙ୍ଗାରେ ସ୍ଵର୍ଗର ପରୀଟିଏ ପରି ଦେଖା ଯାଉଥିଲେ । ତେବେ ବାହାଘରରେ ଘରପରିବାର, ସାଙ୍ଗସାଥି ମାନଙ୍କ ସହିତ ଓଡିଆ କଳା ଜଗତର ଅନେକ କଳାକାର ମଧ୍ୟ ଏହି ବିବାହରେ ସାମିଲ ହୋଇ ବାହାଘରରେ ଚାରଚାନ୍ଦ ଲଗାଇଦେଇଥିଲେ ।

ତେବେ ଏହାରି ମଧ୍ୟରେ ଅଭିନେତ୍ରୀ ଲିପ୍ସାଙ୍କର ବିବାହ ସରିଯାଇଛି । ତେବେ ଆଗାମୀ ସମୟରେ ବୈବାହିକ ଜୀବନ ଉଭୟଙ୍କର ଖୁସିରେ ରହୁ ବୋଲି ଶୁଭକାମନା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋସ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *