ଏକା ସାଙ୍ଗରେ ମାଆ ଓ ଝିଅ ଜନ୍ମ କରିଲେ ଦୁଇଟି ଶିଶୁ, ଏମାନଙ୍କ ବାପା କିଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

 

ଆଜିକାଲି ଦୁନିଆରେ କିଛି ଏପରି ପ୍ରକାରର ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହିପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜଣେ ସ୍ତ୍ରୀ ପାଇଁ ମାଆ ହେବା ଦୁନିଆର ସବୁଠାରୁ ଭିନ୍ନ ଅନୁଭବ ହୋଇଥାଏ, ବର୍ତ୍ତମାନ ସମୟରେ ମହିଳା ମାନେ ଅଧିକ ବୟସ ହେବା ପରେ ମା ହେବା ପାଇଁ ପସନ୍ଦ କରୁଛନ୍ତି ।

ଜଣେ ମହିଳା ଯେତେବେଳେ ମାଆ ହୋଇଥାଏ, ସେତେବେଳେ ସେ ବହୁତ ଖୁସି ଅନୁଭବ କରିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏହି ବିଷୟକୁ ନେଇ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଘଟଣାଟି ହେଉଛି ଜଣେ ମାଆ ଓ ତାଙ୍କ ଝିଅ ଏକା ସହ ଦୁଇଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହିପରି ଏକ ମାମଲା ସାମ୍ନାକୁ ଆସିଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଘଟଣାଟି ତୁର୍କୀରେ ହୋଇଛି । ଜଣେ ୪୨ ବର୍ଷର ମାଆ ଓ ତାର ୨୧ ବର୍ଷର ଝିଅ ଏକା ସହ ନିଜର ସନ୍ତାନକୁ ଜନ୍ମ ଦେଉଛନ୍ତି । ଖବର ଅନୁସାରେ ଜଣାପଡିଛି ଯେ, ତୁର୍କୀର ଫାତିମା ନାମକ ଜଣେ ମହିଳା ଓ ତାଙ୍କ ଝିଅ ଏକା ସହ ଗୋଟିଏ ହସ୍ପିଟାଲରେ ଦୁଇଟି ଶିଶୁକୁ ଜନ୍ମ ଦେଇଛନ୍ତି ।

ସେଠାକାର ଡାକ୍ତର ମାନଙ୍କ ପାଇଁ ଏହା ଥିଲା ପ୍ରଥମ କେସ । ଖବର ଅନୁସାରେ ଜଣା ପଡିଛି ଫାତିମା ସିରିୟାର ଅଧିବାସୀ ଅଟନ୍ତି, ହେଲେ ଗୃହଯୁଦ୍ଧ ହେତୁ ସେମାନେ ସିରିୟାରୁ ତୁର୍କୀକୁ ଆସିଥିଲେ । ଦୁଇଟି ଶିଶୁଙ୍କ ନାମ ତୟବ ଓ ରିସବ ରଖା ଯାଇଛି ।

ଏକ ସମୟରେ ଫାତିମା ଓ ତାଙ୍କ ଝିଅକୁ ଜଣା ପଡିଥିଲା ଯେ, ସେମାନେ ଏକା ସହ ଗର୍ଭବତୀ ଅଛନ୍ତି । ଏହି ଖବର ଜାଣିବା ପରେ ସେମାନେ ପରସ୍ପରର ଧ୍ୟାନ ରଖିବାକୁ ଲାଗିଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏମାନଙ୍କ ଡେଲିଭରି ଗୋଟିଏ ଦିନ ଓ ଗୋଟିଏ ସମୟରେ ହୋଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏ ପର୍ଯ୍ୟନ୍ତ ଦୁଇଜଣ ମହିଳା ଏହି ଶିଶୁ ମାନଙ୍କ ବାପା କିଏ କହି ନାହାନ୍ତି । ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ, ଏମାନଙ୍କ ବାପା କିଏ ।

ଖବର ଟି ସଂପୂର୍ଣ୍ଣ ପଢିଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଏମିତି ଦେଶରେ ନୀତିଦିନ ଘଟୁଥିବା ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *