ବୋଲ୍ଡନେସ ର ସବୁ ସୀମାକୁ ପାର କରି ସାରିଛନ୍ତି ଟିଭିର ଏହି ୫ ଜଣ ସଂସ୍କାରୀ ବୋହୁ

ହିନ୍ଦୀ ଟିଭି ଶୋ ରେ କାମ କରୁଥିବା କଳାକାର ମାନେ ବହୁତ ଫେମସ ହୋଇଥାନ୍ତି । ହେଲେ ସବୁଠାରୁ ଅଧିକ ଫେମସ ଥାନ୍ତି ଯେଉଁ ମାନେ ହିନ୍ଦୀ ଟିଭି ସିରିଏଲରେ ବୋହୁର ଭୂମିକା କରନ୍ତି । ଆପଣ ମାନେ ପ୍ରାୟତଃ ହିନ୍ଦୀ ଟେଲିଭିଜନରେ ଅଭିନୟ କରୁଥିବା ବହୁତ ବୋହୁ ମାନଙ୍କୁ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି ୫ ଟି ବୋହୁ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଟିଭି ସିରିୟଲରେ ବହୁତ ସଂସ୍କାରୀ ହେଲେ ଅସଲ ଜୀବନରେ ବୋଲ୍ଡନେସର ସବୁ ସୀମାକୁ ପାର କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହିନ୍ଦୀ ଟେଲିଭିଜନର ବୋହୁ ମାନଙ୍କ ବିଷୟରେ ।

୧. ସାରା ଖାନ


ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାରା ଖାନ । ସାରା ଖାନ ‘ବିଦାଇ’ ସିରିୟଲରେ ସଂସ୍କାରୀ ବୋହୁ ରୂପେ ନଜର ଆସିଥିଲେ । ହେଲେ ସାରା ନିଜ ଅସଲ ଜୀବନରେ ବହୁତ ଅଧିକ ହଟ୍ ଅଟନ୍ତି । ଯଦି ସାରାଙ୍କ ଇଂଷ୍ଟାଗ୍ରାମ ଫଟୋ ଦେଖାଯାଏ ତେବେ, ତାଙ୍କର ଅଧିକ ଫଟୋ ବିକିନିର ଦେଖିବାକୁ ପାଇବେ । ନିଜର ବୋଲ୍ଡନେସ ପାଇଁ ସେ ବହୁତ ଚର୍ଚାରେ ରୁହନ୍ତି ।

୨. ନିୟା ଶର୍ମା

 

ନିୟା ଶର୍ମା ପ୍ରଥମେ ପ୍ରଥମେ ଯେତେବେଳେ ସେ ଏହି ଟେଲିଭିଜନ ଦୁନିଆରେ ପାଦ ଦେଇଥିଲେ ସେତେବେଳେ ସେ ବହୁତ ସାଧାରଣ ଲୁକରେ ନଜର ଆସୁଥିଲେ, ହେଲେ ସେ ଯେତେ ଯେତେ ଉପରକୁ ଉଠିଲେ ସେତେ ସେତେ ନିଜ ବୋଲ୍ଡନେସର ସୀମାକୁ ପାର କରି ଚାଲିଲେ । ନିୟାଙ୍କର ଏହି ବୋଲ୍ଡନେସ ପାଇଁ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ।

୩. ରୁବିନା ଦଲାଇକା

 

ବହୁତ ବର୍ଷ ହେବ ଟେଲିଭିଜନ ଦୁନିଆରେ ଅଭିନୟ କରୁଛନ୍ତି ରୁବିନା । ଟେଲିଭିଜନରେ ତାଙ୍କ ଭୂମିକା ବହୁତ ସାଧାରଣ ଥିଲା ହେଲେ ଅସଲ ଜୀବନରେ ସେ ବହୁତ ହଟ୍ ଏବଂ ଆକର୍ଷିତ ନଜର ଆସନ୍ତି । ସେ ନିଜର ଏହି ହଟ୍ ଫଟୋ ଗୁଡିକୁ ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରନ୍ତି ।

୪. ଦେବୋଲିନା ଭଟାଚାର୍ୟ୍ୟ

ବିଗବସ ସିସନ ୧୩ ରେ ଦେବୋଲିନା ନଜର ଆସିଥିଲେ । ହେଲେ ଟେଲିଭିଜନରେ ସେ ବହୁତ ସଂସ୍କାରୀ ବୋହୁ ରୂପରେ ଭୂମିକା କରିଥିଲେ । କିନ୍ତୁ ଅସଲ ଜୀବନରେ ତାଙ୍କ ଲୁକ ପାଇଁ ତାଙ୍କ ଲୋକପ୍ରିୟତା ବହୁତ ଅଧିକ । ବୋଲ୍ଡନେସ କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

୫. ଶ୍ରୀତି ଝା

ଆମ ଲିଷ୍ଟର ଶେଷ ନମ୍ବରରେ ଅଛନ୍ତି ଶ୍ରୀତି ଝା । ଆପଣ ମାନେ ସମସ୍ତେ ଶ୍ରୀତି ଝାଙ୍କୁ ଏକ ସଂସ୍କାରୀ ବୋହୁ ରୂପରେ ଟେଲିଭିଜନ ଦୁନିଆରେ ଦେଖିଥିବେ । ହେଲେ ଏହି ଅଭିନେତ୍ରୀ ଜଣକ ନିଜର ହଟ୍ ଲୁକ ପାଇଁ ମଧ୍ୟ ବହୁତ ଫେମସ ଅଟନ୍ତି ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ମନୋରଞ୍ଜନ ଦୁନିଆ ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *