ଆକ୍ଟ୍ରେସ୍ Shruti Gera କଲେ ଏହି ବଡ ଖୁଲାସା, କହିଲେ ଝିଅମାନଙ୍କୁ ଡ୍ରଗ୍ସ ଦେଇ ପ୍ରଥମେ ବନଉଥିଲେ ଅଶ୍ଳୀଳ ଭିଡିଓ, ଆଉ ତା’ ପରେ…

ନମସ୍କାର ବନ୍ଧୁଗଣ ଅଭିନେତ୍ରୀ ଶିଳ୍ପା ସେଠୀ ଙ୍କ ସ୍ୱାମୀ ଏବଂ ପ୍ରସିଦ୍ଧ ବ୍ୟବସାୟୀ ରାଜ କୁନ୍ଦ୍ରା ଙ୍କୁ ଅ-ଶ୍ଲୀ-ଳ ସିନେମା ପ୍ରସ୍ତୁତି ଏବଂ ତାକୁ ଆପ ଜରିଆରେ ପରିବେଷଣ କରିବା ପାଇଁ ଟାଙ୍କି ଗିରଫ କରାଯାଇଛି ।

ତେବେ ରାଜ ଙ୍କ ଗିରଫ ପରେ ଅନେକ ଅଭିନେତ୍ରୀ ମାନେ ରାଜ ଙ୍କ ବିରୋଧ ରେ ବୟାନ ଦେଇଛନ୍ତି । ସେହି ଭଳି ଅଭିନେତ୍ରୀ ଶ୍ରୁତି ଗେରା ମଧ୍ୟ ଏହି ମାମଲା ରେ ନିଜର ବୟାନ ଦେଇଛନ୍ତି ଏବଂ ତାଙ୍କ ବୟାନ ବହୁତ ଚର୍ଚ୍ଚା ରେ ମଧ୍ୟ ଅଛି । ରାଜ ଙ୍କ ଗିରଫ ପରେ ଅନେକ ଅଭିନେତ୍ରୀ ପୁନମ ପାଣ୍ଡେ, ରାକ୍ଷୀ ସାବନ୍ତ, ଗହନା ବଶିଷ୍ଠ, ଶର୍ଲିନ ଚୋପ୍ରା, ମଧ୍ୟ ରାଜ ଙ୍କ ବିରୁଦ୍ଧରେ ବୟାନ ଦେଇଛନ୍ତି ବର୍ତ୍ତମାନ ଏହି ସୂଚୀ ରେ ଶ୍ରୁତି ଗେରା ମଧ୍ୟ ସାମିଲ ହୋଇ ଗଲେ ।

ଶ୍ରୁତି ନିଜ ବୟାନ ରେ କହିଛନ୍ତି କି ପ୍ରଥମେ ଅଭିନେତ୍ରୀ ମାନଂକୁ ଡ୍ର-ଗ୍ସ ଦିଆ ଯାଉଥିଲା ଏବଂ ପରେ ସେମାନଙ୍କ ର ଅ-ଶ୍ଲୀ-ଳ ଭିଡିଓ କରି ସେମାନଂକୁ ବ୍ଲା-କ ମେ-ଲ କରି ପର୍ଣ୍ଣ ଭିଡିଓ କିମ୍ବା ୱେବ ସିରିଜ ରେ କାମ କରିବା ପାଇଁ ବାଧ୍ୟ କରା ଯାଉଥିଲା । ତେବେ ତାଙ୍କୁ ମଧ୍ୟ ଏକ ୱେବ ସିରିଜ ରେ କାମ କରିବା ପାଇଁ ଅଫର ଆସିଥିଲା ଏବଂ କୁହା ଯାଉଥିଲା କି ୱେବ ସିରିଜ ଦୁନିଆ ରେ ରାଜ କିଛି ବଡ଼ କରିବେ ବୋଲି ।

ଏହା ଛଡା ଶ୍ରୁତି ଏହା ମଧ୍ୟ କହିଲେ କି ନୂଆ ଆସିଥିବା ଅଭିନେତ୍ରୀ ମାନଂକୁ ଏମାନେ ନିଜ ଜାଲ ରେ ଫସେଇ ଦିଅନ୍ତି ପ୍ରଥମେ ଡ୍ରଗ୍ସ ଦେଇ ସେମାନଙ୍କର ଅଶ୍ଲୀଳ ଭିଡିଓ ବନାନ୍ତି ଏବଂ ଯଦି ଅଫର ଦେବା ପରେ ସେମାନେ ରାଜି ହୁଅନ୍ତି ନାହିଁ ସେତେବେଳେ ସେମାନେ ସେହି ଭିଡିଓ ଦେଖାଇ ବ୍ଲାକମେଲ ମଧ୍ୟ କରନ୍ତି । ସେ ନିଜେ ମଧ୍ୟ ଏହା ଅନୁଭବ କରି ସାରିଛନ୍ତି । କେବଳ ଅଭିନେତ୍ରୀ ନୁହେଁ ବରଂ ଅଭିନେତା ମାନଙ୍କ ସହ ମଧ୍ୟ ଏହି ଭଳି ହୋଇଥାଏ ।

ଏହି ସିନେମା ନିର୍ମାତା ମାନେ ନିଜ ରୁମ ରେ କ୍ୟାମେରା ଲଗାଇ ଚୁପ ସେ ଭିଡିଓ ସୁଟିଂ କରନ୍ତି ଏବଂ ପରେ ଏହାକୁ ବ୍ଲାକ ମେଲ ରେ ବ୍ୟବହାର କରନ୍ତି । ତେବେ ସେ ଏହା କହିଛନ୍ତି କି ଆଜି ସେ ରାଜ ଙ୍କ ଦ୍ଵାରା ଅଫର ହୋଇଥିବା ୱେବ ସିରିଜ କୁ ଗ୍ରହଣ ନ କରି ନିଜକୁ ସୁରକ୍ଷିତ ଅନୁଭବ କରୁଛନ୍ତି । ସମସ୍ତେ ରାଜ ଙ୍କୁ ଏକ ବଡ଼ ବ୍ୟବସାୟୀ ଭାବନ୍ତି କିନ୍ତୁ ଅସଲି କଥା ତ ଏବେ ବାହାରକୁ ଆସିଲା ।

ତେବେ ରାଜ ଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସୋମବାର ରାତି ରେ ତାଙ୍କ ଘରୁ ହିଁ ଗିରଫ କରିଛି । ଏହା ପରେ ଅଦାଲତ ଦ୍ୱାରା ତାଙ୍କୁ ୨୩ ଜୁଲାଇ ପର୍ଯ୍ୟନ୍ତ ହିରାସତ ରେ ରଖିବାର ନିର୍ଦ୍ଦେଶ ଦିଆ ଯାଇଥିଲା । ଏହା ପରେ ୨୭ ଜୁଲାଇ ପର୍ଯ୍ୟନ୍ତ ବଢା ଦିଆଯାଇଛି । ତେବେ ଶିଳ୍ପା ଙ୍କୁ ୬ ଘଂଟା ଜେରା ପରେ ସେ କହିଛନ୍ତି କି ରାଜ ପର୍ଣ୍ଣ ସିନେମା ନୁହେଁ ଇରୋଟିକ ସିନେମା ପ୍ରସ୍ତୁତ କରନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *