ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ Silpa Shetty, ପୋଲିସ ଙ୍କ ସାମ୍ନାରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଜୋରସୋର ଝଗଡ଼ା, ଜାଣନ୍ତୁ ପୁରା ଘଟଣା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ପତି ରାଜ୍ କୁନ୍ଦ୍ରା ପର୍ନ ଭିଡିଓ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ବ୍ୟବସାୟୀ ରାଜ୍ କୁନ୍ଦ୍ରା ଙ୍କ ବିରୋଧ ରେ ଅଭିଯୋଗ ଆସିବା ପରେ ଅଭିନେତ୍ରୀ ଶିଳ୍ପା ଙ୍କୁ ବହୁତ ମାତ୍ରାରେ ଟ୍ରୋଲ କରାଯାଉଛି ।

ରାଜ୍ କୁନ୍ଦ୍ରା ଙ୍କ ସହିତ ସେ ଅନେକ କମ୍ପାନୀ ରେ ବ୍ୟବସାୟିକ ସହଯୋଗୀ ମଧ୍ୟ ଅଟନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଙ୍କ ନାମ ରେ ୨୩ ଟି କମ୍ପାନୀ ଅଛି ଏବଂ ତାଙ୍କ ପତି ରାଜ୍ କୁନ୍ଦ୍ରା ୯ ଟି କମ୍ପାନୀ ର ମାଲିକ ଅଟନ୍ତି । ଗତ ଶୁକ୍ରବାର ଦିନ ମୁମ୍ବାଇ କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀ ଏବଂ ରାଜ୍ କୁନ୍ଦ୍ରା ଙ୍କୁ ଜୁହୁ ରେ ଚଢ଼ଉ କରିଥିଲା ଏବଂ ପୋଲିସ ରାଜ୍ କୁନ୍ଦ୍ରା ଙ୍କୁ ନିଜ ସାଙ୍ଗରେ ମଧ୍ୟ ନେଇଥିଲା ।

ସେହି ସମୟ ରେ ଶିଳ୍ପା ଓ ରାଜ୍ ଙ୍କ ମଧ୍ୟରେ ଅନେକ ବିତର୍କ ମଧ୍ୟ ହୋଇଥିଲା । ପୋଲିସ ସେଠାରେ ଦୀର୍ଘ ସମୟ ଧରି ଶିଳ୍ପା ଙ୍କୁ ପଚରାଉଚରା କରିଥିଲା । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ହଟସଟ୍ ଆପ୍ ବିଷୟ ରେ କିଛି ଜାଣି ନାହାନ୍ତି ବୋଲି ସମ୍ପୂର୍ଣ୍ଣ ରୂପରେ ଅସ୍ବୀକାର କରିଥିଲେ ।

ସୂଚନାଯୋଗ୍ୟ, ପୋଲିସ ଯେତେବେଳେ ଶିଳ୍ପା ଙ୍କୁ ପଚରାଉଚରା କରୁଥିଲା ସେତେବେଳେ ସେ ବହୁତ ନର୍ଭସ ହୋଇଯାଇଥିଲେ ଏବଂ ପୋଲିସ ସାମ୍ନା ରେ ଶିଳ୍ପା କାନ୍ଦି ପକାଇଥିଲେ ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯେତେବେଳେ ପୋଲିସ ରାଜ୍ ଙ୍କୁ ଗିରଫ କରିବା ନିମନ୍ତେ ଯାଇଥିଲା ସେତେବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବହୁତ ସମୟ ଧରି ଯୁକ୍ତି ତର୍କ ଚାଲିଥିଲା ।

ଶିଳ୍ପା ନିଜକୁ ସମ୍ଭାଳି ନପାରି ପୋଲିସ ସାମ୍ନା ରେ କାନ୍ଦି ପକାଇଥିଲେ । ପୋଲିସ ଏହି ସମସ୍ତ ବୟାନ କୁ ରେକର୍ଡ କରିଥିଲା ।  ପୋଲିସ ଯେତେବେଳେ ଶିଳ୍ପା ଙ୍କୁ ପଚରାଉଚରା କରିଥିଲା ସେତେବେଳେ ସେ କହିଥିଲେ ଯେ, ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା କୌଣସି ପର୍ନୋଗ୍ରାଫି କଣ୍ଟେଣ୍ଟ ତିଆରି କରି ନାହାନ୍ତି ।

ସେହି କଣ୍ଟେଣ୍ଟ କୁ ଆଡଲ୍ଟ ନୁହେଁ ଏରୋଟିକା ନିଶ୍ଚିତ ଭାବରେ କୁହା ଯାଇପାରେ ଏବଂ ଏହିଭଳି ବିଷୟ ବସ୍ତୁ ଅନେକ OTT ପ୍ଲାଟଫର୍ମ ରେ ୱେବ ସିରିଜ ଆକାର ରେ ଉପଲବ୍ଧ ବୋଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କହିଥିଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *