ଆଶା ସିରିଏଲ ହିରୋଇନ Sweety Pattnaik (ଆଶା) ଙ୍କ ରିଅଲ ଲାଇଫ ସ୍ଵାମୀ ଓ ପରିବାର 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନ ରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସ୍ଵିଟି ପଟ୍ଟନାୟକ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସ୍ଵିଟିଙ୍କୁ ତରଙ୍ଗ ଟିଭିର ଲୋକପ୍ରିୟ ଧାରାବାହିକ ‘ଆଶା’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସ୍ଵିଟି ମୁଖ୍ୟ ଅଭିନେତ୍ରୀ ତଥା ଆଶା ଭୂମିକାରେ ନଜର ଆସୁଛନ୍ତି । ବନ୍ଧୁଗଣ ଆଶାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି ।

ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସ୍ଵିଟିଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସ୍ଵିଟିଙ୍କ ପ୍ରକୃତ ଘର ହେଉଛି ମୟୂରଭଞ୍ଜରେ । ସେ ପିଲା ଦିନରୁ ପାଠ ପଢିବା ସହ ଅଭିନୟରେ ରୁଚି ରଖିଥିଲେ ।

ଆଉ ନିଜ ପାଠ ପଢା ସାରିବା ପରେ ସେ ଅଭିନୟ କାରିୟରର ଆରମ୍ଭ କରିଥିଲେ । ସେ ପ୍ରଥମେ ଅନେକ ଆଲବମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଏହା ପରେ ସ୍ଵିଟି ଅନେକ ସିନେମା ଓ ଟିଭି ସିରିଏଲରେ କାମ କରି ବହୁତ କମ ସମୟ ମଧ୍ୟରେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ସ୍ଵିଟିଙ୍କ ମାଙ୍କ ନାମ ହେଉଛି ଜୟନ୍ତୀ ପଟ୍ଟନାୟକ ।

ସ୍ଵିଟି 2016 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାଙ୍କ ସ୍ଵାମୀଙ୍କ ନାମ ହେଉଛି ଚନ୍ଦନ ମହାପାତ୍ର । ଚନ୍ଦନ ହେଉଛନ୍ତି ଜଣେ ଓଡିଆ ଫିଲ୍ମ ଡାଇରେକ୍ଟର । ସ୍ଵିଟି ନିଜ ସ୍ଵାମୀଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ସ୍ଵିଟିଙ୍କର ଏକ କୁନି ପୁଅ ମଧ୍ୟ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ସ୍ଵିଟି ପଟ୍ଟନାୟକ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *