ଅଭିନେତ୍ରୀ Jessy କହିଲେ ‘ମତେ ଧୋକା ଦେଇ ଲିପ୍ସା ବାହା ହେଇଗଲା, ଆମେ ଦୁଇଜଣ ସବୁ ବେଳେ କଥା ହେଉ….’

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ ତେବେ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ହେଉ କି ନିଜ ବିବାହ ଚର୍ଚ୍ଚାରେ ତ ନିଶ୍ଚୟ ରୁହନ୍ତି । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ଆମର ଜଣେ ଓଡିଆ ଅଭିନେତ୍ରୀ ନିଜ ବିବାହ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ତା ହେଲେ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲିପ୍ସା ମିଶ୍ର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟେଲିଭିଜନ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ । ଲିପ୍ସା କେବଳ ଟିଭି ଅଭିନେତ୍ରୀ ନୁହନ୍ତି ସେ ଅନେକ ଚଳଚିତ୍ରରେ ମଧ୍ୟ ନିଜ ଅଭିନୟର ଜାଦୁ ଦେଖାଇ ଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ହେଉ କି ତାଙ୍କ ସୁନ୍ଦରତା ସାରା ଓଡିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

ଲିପ୍ସା ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କାଲି ଆପଣଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଆକାଶ ନାମକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବିବାହ କରିଛନ୍ତି । ଗତ କାଲି ଅତି ଧୁମଧାମର ସହ ଲିପ୍ସା ଏବଂ ଆକାଶଙ୍କ ବିବାହ ହୋଇଥିଲା । ଏହି ବିବାହଟି ବହୁତ ସ୍ପେଇଶାଲ ଥିଲା ଏବଂ ବିବାହରେ ଅନେକ ଓଲିଉଡ କଳାକାର ମାନେ ଯୋଗ ଦେଇଥିଲେ ।

ତେବେ ଗତ କାଲି ଲିପ୍ସାଙ୍କର ସାଙ୍ଗ ଗଣମାଧ୍ୟମ ସାମ୍ନାରେ କିଛି ଏପରି କଥା କହିଥିଲେ ଯାହାକୁ ନେଇ ସେ ସାରା ଓଡିଶାରେ ଏବେ ଚର୍ଚ୍ଚାରେ ଅଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଲିପ୍ସାଙ୍କ ସାଙ୍ଗ କହିଛନ୍ତି-‘ଆମେ ବହୁତ ବର୍ଷ ଜାଣେ ସାଙ୍ଗ ଅଛୁ ଆମେ ସବୁବେଳେ କଥା ହେଉ ଆମେ ବାହା ହେବୁନି ଆମେ ଏମିତି ଏଞ୍ଜୋଏ କରିବା ।

ହେଲେ ଫାଇନାଲି ସେ ବାହା ହେଇଗଲା ମୁଁ ତାକୁ ସବୁବେଳେ କୁହେ ଆଛା ଆମେ ବାହା ହେବାନି ଆମେ ବାହା ହେବାନି ହେଲେ ସେ ମୋତେ ଧୋକା ଦେଇ ବାହା ହେଇଗଲା । ମୁଁ ବହୁତ ବହୁତ ଖୁସି ଅଛି କାହିଁକି ନା ସେ ବହୁତ ଖୁସି ଅଛି ତା ପାଇଁ ମୁଁ ଖୁସି ଅଛି । ଆକାଶ ବହୁତ ଭଲ ସେ ବହୁତ ଭାଦ୍ର ମଣିଷ ଟିଏ ଯେମିତି ଲିପ୍ସାକୁ ଦରକାର ଥିଲା ସେମିତି ପୁଅ ସେ ପାଇଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *