ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ ତେବେ ଏହି ଅଭିନେତ୍ରୀ ମାନେ ନିଜ ଲଭ ଅଫେୟାର ହେଉ କି ନିଜ ବିବାହ ଚର୍ଚ୍ଚାରେ ତ ନିଶ୍ଚୟ ରୁହନ୍ତି । ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ଆମର ଜଣେ ଓଡିଆ ଅଭିନେତ୍ରୀ ନିଜ ବିବାହ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ତା ହେଲେ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲିପ୍ସା ମିଶ୍ର ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟେଲିଭିଜନ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ । ଲିପ୍ସା କେବଳ ଟିଭି ଅଭିନେତ୍ରୀ ନୁହନ୍ତି ସେ ଅନେକ ଚଳଚିତ୍ରରେ ମଧ୍ୟ ନିଜ ଅଭିନୟର ଜାଦୁ ଦେଖାଇ ଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ହେଉ କି ତାଙ୍କ ସୁନ୍ଦରତା ସାରା ଓଡିଶାବାସୀ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।
ଲିପ୍ସା ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କାଲି ଆପଣଙ୍କ ପ୍ରିୟ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଆକାଶ ନାମକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବିବାହ କରିଛନ୍ତି । ଗତ କାଲି ଅତି ଧୁମଧାମର ସହ ଲିପ୍ସା ଏବଂ ଆକାଶଙ୍କ ବିବାହ ହୋଇଥିଲା । ଏହି ବିବାହଟି ବହୁତ ସ୍ପେଇଶାଲ ଥିଲା ଏବଂ ବିବାହରେ ଅନେକ ଓଲିଉଡ କଳାକାର ମାନେ ଯୋଗ ଦେଇଥିଲେ ।
ତେବେ ଗତ କାଲି ଲିପ୍ସାଙ୍କର ସାଙ୍ଗ ଗଣମାଧ୍ୟମ ସାମ୍ନାରେ କିଛି ଏପରି କଥା କହିଥିଲେ ଯାହାକୁ ନେଇ ସେ ସାରା ଓଡିଶାରେ ଏବେ ଚର୍ଚ୍ଚାରେ ଅଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଲିପ୍ସାଙ୍କ ସାଙ୍ଗ କହିଛନ୍ତି-‘ଆମେ ବହୁତ ବର୍ଷ ଜାଣେ ସାଙ୍ଗ ଅଛୁ ଆମେ ସବୁବେଳେ କଥା ହେଉ ଆମେ ବାହା ହେବୁନି ଆମେ ଏମିତି ଏଞ୍ଜୋଏ କରିବା ।
ହେଲେ ଫାଇନାଲି ସେ ବାହା ହେଇଗଲା ମୁଁ ତାକୁ ସବୁବେଳେ କୁହେ ଆଛା ଆମେ ବାହା ହେବାନି ଆମେ ବାହା ହେବାନି ହେଲେ ସେ ମୋତେ ଧୋକା ଦେଇ ବାହା ହେଇଗଲା । ମୁଁ ବହୁତ ବହୁତ ଖୁସି ଅଛି କାହିଁକି ନା ସେ ବହୁତ ଖୁସି ଅଛି ତା ପାଇଁ ମୁଁ ଖୁସି ଅଛି । ଆକାଶ ବହୁତ ଭଲ ସେ ବହୁତ ଭାଦ୍ର ମଣିଷ ଟିଏ ଯେମିତି ଲିପ୍ସାକୁ ଦରକାର ଥିଲା ସେମିତି ପୁଅ ସେ ପାଇଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।