ପ୍ରଥମ ଥର ପାଇଁ ଦେଖନ୍ତୁ ଓଲିଉଡ ଅଭିନେତା Debasish ଙ୍କ ଜୀବନୀ ଓ ପରିବାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଓଲିଉଡ ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଦେବାଶିଷ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦେବାଶିଷଙ୍କୁ ଅନେକ ଓଡିଆ ଚଳଚିତ୍ର ଓ ଆଲବମରେ ନିଶ୍ଚୟ ଦେଖିଥିବେ । ଦେବାଶିଷ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।

ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଦେବାଶିଷ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଦେବାଶିଷଙ୍କୁ ଜାଣିଛନ୍ତି ହେଲେ ଆପଣ ମାନେ କଣ ଦେବାଶିଷଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଓଲିଉଡ ଅଭିନେତା ଦେବାଶିଷଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଦେବାଶିଷଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତା ଦେବାଶିଷଙ୍କ ଅନେକ ଓଡିଆ ଫିଲ୍ମ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଦେବାଶିଷଙ୍କ ଅସଲ ନାମ ହେଉଛି ଦେବାଶିଷ ପାତ୍ର । ଦେବାଶିଷ ପ୍ରଥମେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଓଡିଆ ଆଲବମରେ ଅଭିନୟ କରିଥିଲେ । ତାଙ୍କର ଆଲବମ ଗୁଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଆଲବମ କରିବା ପରେ ସେ ଓଡିଆ ଫିଲ୍ମରେ କାମ କରିଥିଲେ ।

ବନ୍ଧୁଗଣ ଦେବାଶିଷ ପାତ୍ରଙ୍କ ପତ୍ନୀଙ୍କ ନାମ ହେଉଛି ମୋନାଲିସା । ମୋନାଲିସାଙ୍କୁ ମଧ୍ୟ ଆପଣ ମାନେ ଅନେକ ଆଲବମରେ ଦେଖିଥିବେ । ମୋନାଲିସା ଓ ଦେବାଶିଷ ଅନେକ ଆଲବମରେ ଏକା ସହ ଅଭିନୟ କରିଛନ୍ତି । ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ ଓ ପରେ ଏମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ବିବାହ ପରେ ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ହୋଇଥିଲା । ବିବାହ ପରେ ମୋନାଲିସା ଅଭିନୟ ଜଗତରୁ ଦୂରେଇ ରହୁଛନ୍ତି ହେଲେ ଦେବାଶିଷ ବର୍ତ୍ତମାନ ମଧ୍ୟ ଓଡିଆ ଫିଲ୍ମରେ କାମ କରୁଛନ୍ତି ।

ଦେବାଶିଷ ଉଭୟ ହିରୋ ଓ ଭିଲିଆନ ଆକ୍ଟିଙ୍ଗ କରି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଦେବାଶିଷଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି ଓ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ମଧ୍ୟ ରହୁଛନ୍ତି । ବନ୍ଧୁଗଣ ଆଗାମୀ ସମୟରେ ଆପଣ ମାନେ କିଛି ଜବରଦସ୍ତ ଫିଲ୍ମରେ ଦେବାଶିଷଙ୍କୁ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଦେବାଶିଷଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *