କଳିଯୁଗ ରେ ଭାଇ ! ଲୋକ ବିଚ ବଜାର ରେ କଣ କଣ କାମ କରିଯାନ୍ତି, ଶୁଣିଲେ ଆପଣ ବିଶ୍ଵାସ ବି କରି ପାରିବେନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ କଳିଯୁଗ ଚାଲିଛି ଏବଂ ଏହି କଳିଯୁଗ ରେ କେହି କାହାର ନୁହେଁ ଏବଂ ସମସ୍ତେ ପ୍ରଥମେ ନିଜ କଥା ହି ଭାବନ୍ତି ନିଜ ଫାଇଦା ଦେଖିବା ତାଙ୍କର କାମ । ତେବେ ସେହି ଭଳି ବଜାର ରେ ବିକ୍ରି ହେଉଥିବା ସବୁ ଜିନିଷ ରେ ମଧ୍ୟ ଘୋ-ଟା-ଲା କରାଯାଏ ଯାହାକି ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପ୍ରତି ଖୁବ ଅସୁସ୍ଥ ହୋଇପଡେ । ତେବେ ଆସନ୍ତୁ ସେହିଭଳି କିଛି ଲୋକମାନଙ୍କ ବିଷୟ ରେ ଜାଣିବା ଯେଉଁମାନେ ଖାଦ୍ୟ ପଦାର୍ଥ ରେ ଗୋ-ଳ-ମା-ଳ କରିଥାନ୍ତି ।

୧- ପ୍ରଥମ ରେ ହେଉଛି ଜଣେ ଲୋକ ଏକ ମଇଁଷି ର କ୍ଷୀର ବାହାର କରୁଥିଲା ତେବେ କ୍ଷୀର ବାହାର କରିବା ସମୟରେ ତାକୁ କ୍ଷୀର ପିଇବାକୁ ଇଚ୍ଛା ହେଲା ଏବଂ ସେ ନିଜର ମଗ ରେ କ୍ଷୀର କୁ ପିଇଲା ଏବଂ ବଳକା କ୍ଷୀର କୁ ସେହି ବାଲ୍ଟି ରେ ପକାଇଦେଲା ଏବଂ ଏହା ପରେ କ୍ଷୀର କମିବା ଯୋଗୁଁ ସେହି ପାଖରେ ଥିବା ଯେଉଁଥିରେ ଗାଈ ମଇଁଷି ମାନେ ପାଣି ପିଅନ୍ତି ସେହି ଥିରୁ ପାଣି ଆଣି ମିଶାଇ ଦିଆଗଲା ।

ତେବେ ଏହି ସବୁ ର ଭିଡିଓ ଛାତ ଉପରେ ଠିଆ ହୋଇ ଜଣେ ବ୍ୟକ୍ତି ବନାଇ ଥିଲା ଏବଂ ପରେ ସେ ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ-ରେ ଭା-ଇ-ରା-ଲ ହୋଇଗଲା ଏବଂ ଖାଦ୍ୟ ବିଭାଗର ଅଧିକାରୀ ଏହାକୁ ସିଲ କରିଦେଇଥିଲେ ଏବଂ କର୍ମଚାରୀ ଙ୍କୁ ଗି-ର-ଫ ମଧ୍ୟ କରାଗଲା ।

୨- ଦ୍ଵିତୀୟ ରେ ଆପଣ ବହୁତ ଢ଼ାବା କୁ ଯାଉଥିବେ ଏବଂ ସେଠାରେ ଖାଦ୍ୟ ମଧ୍ୟ ଖାଉଥିବେ କିନ୍ତୁ ଆପଣ କଣ ଜାଣିଛନ୍ତି କି ସେହି ଢ଼ାବା ଏବଂ ହୋଟେଲ ର ରହସ୍ୟ ତେବେ ଘଟଣା ହେଉଛି ଦିଲ୍ଲୀ ର ଏକ ଢ଼ାବା ର ତେବେ ମହମ୍ମଦ ଇବ୍ରାହିମ ନାମକ ଜଣେ ବ୍ୟକ୍ତି ତନ୍ଦୁର ରେ ରୁଟି କୁ ସେକୁଥିଲା କିନ୍ତୁ ସେ ଯେତେଥର ରୁଟି ସେକୁଥାଏ ସେତେଥର ସେହି ରୁଟି ରେ ଛେପ ପକାଉଥାଏ ତେବେ ଜଣେ ବ୍ୟକ୍ତି ଏହାର ଏକ ଭିଡିଓ ବନାଇ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଛାଡ଼ିଦେଇଥିଲା ଏବଂ ଏହାପରେ ଇବ୍ରାହିମ ଏବଂ ତା ସାଥି କୁ ଗି-ର-ଫ ମଧ୍ୟ କରାଯାଇଥିଲା ।

୩- ତୃତୀୟ ରେ ହେଉଛି ଆପଣ ମାନେ ସବୁଜ ପନିପରିବା ଖାଇବାକୁ ପସନ୍ଦ କରୁଥିବେ ନିଶ୍ଚୟ ତେବେ ସମସ୍ତେ ଭାବନ୍ତି କି ଏହି ପରିବା ସବୁ ସିଧାସଳଖ ଖେତ ରୁ ଆସେ ତେବେ ଏହା ଠିକ କିନ୍ତୁ ଖେତ ରୁ ଆସିବା ପରେ ଏହି ପରିବା କୁ ସେମାନେ ଧୋଇବା ପାଇଁ ନଳା ପାଣି ର ସାହାର୍ଯ୍ୟ ନେଇଥାନ୍ତି ଏବଂ ସବୁଜ ପନିପରିବା କୁ ଅଧିକ ସବୁଜ ଦେଖେଇବା ପାଇଁ ରଙ୍ଗ ମଧ୍ୟ ବୋଳା ଯାଇଥାଏ ।

୪- ଚତୁର୍ଥ ରେ ଜଣେ ଲୋକ ଏକ ହୋଟେଲ କୁ ଖାଦ୍ୟ ଖାଇବା ପାଇଁ ଯାଇଥିଲା କିନ୍ତୁ ତା ଖାଦ୍ୟ ରେ ଏକ ଅସରପା ବାହାରି ଥିଲା ତେବେ ବ୍ୟକ୍ତି ଜଣଙ୍କ ଏହାର ଅଭିଯୋଗ ମ୍ୟାନେଜର କୁ କରିବା ପରେ ସେ ବ୍ୟକ୍ତି ଙ୍କ ସହିତ ଯୁ-କ୍ତି-ତ-ର୍କ କରିବା ସହ ଗା-ଳି ଗୁ-ଲ-ଜ ମଧ୍ୟ ଆରମ୍ଭ କରିଥିଲେ । ତେବେ ଯେତେବେଳେ ବି ହୋଟେଲ କୁ ଖାଇବା ପାଇଁ ଯିବେ ତେବେ ଭଲ ଭାବରେ ଦେଖିକରି ଖାଇବେ । ତେବେ ଏହି ସବୁ ଘଟଣା କୁ ନେଇ ଆପଣ ମାନଙ୍କ ମତାମତ ଆମକୁ କମେନ୍ଟ କରି ଜଣେଇବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *