ଓଡିଆ ଅଭିନେତ୍ରୀ Lipi Mohapatra ଙ୍କ ଜୀବନର 20 ଟି ଏମିତି କଥା ଯାହା ଆଗରୁ କେବେ ବି ଶୁଣି ନଥିବେ, କାହିଁକି ଏ ପର୍ଯ୍ୟନ୍ତ ସେ କରି ନାହାଁନ୍ତି ବିବାହ ? 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଦମଦାର ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲିପି ମହାପାତ୍ର । ଆପଣ ମାନେ ସମସ୍ତେ ଲିପିଙ୍କୁ ଅନେକ ଆଲବମ, ଓଡିଆ ଫିଲ୍ମ ଓ ସିରିଏଲରେ ନିଶ୍ଚୟ ଦେଖିଥିବେ । ଲିପି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଲିପିଙ୍କ ବିଷୟରେ କିଛି ଅଜଣା କଥା କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଲିପି ବ୍ରହ୍ମପୁରରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେଇଠି ତାଙ୍କ ସ୍କୁଲ କଲେଜ ପାଠ ପଢା ଶେଷ କରିଥିଲେ । ତାଙ୍କ ବାପାଙ୍କ ଘର ହେଉଛି ସମ୍ବଲପୁର ଲିପି କିଛି ବର୍ଷ ସମ୍ବଲପୁର ମଧ୍ୟ ରହିଥିଲେ । ତାଙ୍କ ଘରେ ତାଙ୍କ ବାପା, ମା, ଭାଇ, ଭାଉଜ ଓ ପୁତୁରା ରହୁଛନ୍ତି । ଏମାନଙ୍କ ଛଡା ଲିପିଙ୍କ ଘରେ ଏକ କୁକୁର ମଧ୍ୟ ଅଛି ଓ ତାର ନାମ ହେଉଛି ଜ୍ୟାକି ।

ଲିପି ତାକୁ ବହୁତ ଭଲ ପାନ୍ତି ସେ ଯେତେବେଳେ ଘରେ ଥାନ୍ତି ସେତେବେଳେ ତାଙ୍କ କୁକୁର ତାଙ୍କ ସାଙ୍ଗରେ ହିଁ ରହିଥାଏ । ତାଙ୍କ ବାପା ପୋଲିସ ବିଭାଗରେ ପୂର୍ବତ୍ତମ ଏସପି ଥିଲେ । ଲିପିଙ୍କ ମାଙ୍କର ନାମ ହେଉଛି ବନ୍ଦନା ମହାପାତ୍ର । ବନ୍ଦନା ଅନେକ ଚଳଚିତ୍ର ଓ ଧାରାବାହିକରେ ଅଭିନୟ କରିଛନ୍ତି । ଲିପିଙ୍କ ଭାଇ ହେଉଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିୟର ଓ ତାଙ୍କ ଭାଉଜ ହେଉଛନ୍ତି ଜଣେ ହାଉସୱାଇଫ ।

ବନ୍ଧୁଗଣ ଲିପି ନିଜ ବାପାଙ୍କ ଭଳି ପୋଲିସ ହେବାକୁ ଚାହୁଁ ଥିଲେ ତାଙ୍କର ଅଭିନୟ ପ୍ରତି କୌଣସି ରୁଚି ନଥିଲା । ହେଲେ ଯେହେତୁ ତାଙ୍କ ମା ଜଣେ ଅଭିନେତ୍ରୀ ଥିଲେ ମା ଚାହୁଁ ଥିଲେ ଲିପି ଅଭିନୟରେ ନିଜ କାରିୟର କରନ୍ତୁ । ଲିପିଙ୍କ ଉପରେ ତାଙ୍କ ମା ଚାପ ପକାଉ ଥିଲେ ଓ ଲିପି ତାଙ୍କ ମାଙ୍କ ଠାରୁ ମାଡ ମଧ୍ୟ ଖାଇଛନ୍ତି । ମାଡ ଖାଇବା ପରେ ସେ ରାଗିକି ନିଜ ମାଇଁଙ୍କ ଘରକୁ ଏକ ମାସ ପାଇଁ ଚାଲି ଯାଇଥିଲେ ତାଙ୍କ ବାପା ତାଙ୍କୁ ବୁଝାଇ ଘରକୁ ଆଣିଥିଲେ ।

ଏହା ପରେ ଲିପି ଓଡିଆ ଇଣ୍ଡଷ୍ଟ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତେବେ ଆଜି ଲିପି ଜଣେ ସଫଳ ଅଭିନେତ୍ରୀ ରୂପେ ପରିଚିତ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ଲିପି ମହାପାତ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *