Interesting Gk Questions- ଉଡାଜାହାଜର ରଙ୍ଗ ଧଳା କାହିଁକି ହୋଇଥାଏ ? କଣ ଆପଣ ଜାଣିଛନ୍ତି ?

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

୧ . ମହାତ୍ମା ଗାନ୍ଧୀଙ୍କର ପୁରା ନାମ କଣ ଅଟେ ?

ଉତ୍ତର- ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

୨– କେଉଁ ଦେଶର ୫ ଜଣ ପ୍ରଧାନମନ୍ତ୍ରୀଙ୍କ ଫଟୋ କେବେ ବି ଉଠାଯାଇ ନାହିଁ ?

ଉତ୍ତର – ଆମେରିକା

୩. ଦୁନିଆର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର- ହମିଙ୍ଗବାର୍ଡ

୪. ମୁଣ୍ଡ ଅଛି ଲାଞ୍ଜ ଅଛି ହେଲେ ପାଦ ନାହିଁ, ପେଟ ଅଛି ଆଖି ଅଛି ହେଲେ କାନ ନାହିଁ ?

ଉତ୍ତର- ସାପ

୫. ସର୍ବପ୍ରଥମେ ପେରାସୁଟ କେଉଁ ଦେଶରେ ବନାଯାଇଥିଲା ?

ଉତ୍ତର- ଫ୍ରାନ୍ସ

୬. ରେଳଗାଡିର ଇଞ୍ଜିନରେ ସୌଚାଳୟ କାହିଁକି ନଥାଏ ?

ଉତ୍ତର- ୨୦୧୬ ପର୍ଯ୍ୟନ୍ତ ନଥିଲା ହେଲେ ବର୍ତ୍ତମାନ ଅଛି ।

୭. ଭାରତର ଏମିତି କେଉଁ ରେଳ ଷ୍ଟେସନ ଅଛି ଯେଉଁଠି କେବଳ ମହିଳାମାନେ କାମ କରୁଛନ୍ତି ?

ଉତ୍ତର- ମାଟୁଙ୍ଗା ରେଲୱେ ଷ୍ଟେସନ

୮. wi-fi କେତେ ଦୂର ପର୍ଯ୍ୟନ୍ତ କନେକ୍ଟ ହୋଇପାରିବ ?

ଉତ୍ତର- ୯୨ ମିଟର

୯. ରାଷ୍ଟ୍ରୀୟ ଗୀତ ଗାନ କରିବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର- ୫୨ ସେକେଣ୍ଡ

୧୦. ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷ ବନବାସ କରିଥିଲେ ?

ଉତ୍ତର- ୧୪ ବର୍ଷ

୧୧. ଭାରତରେ ସବୁଠୁ ଅଧିକ ସେବନ କରୁଥିବା ଖାଦ୍ୟସାମଗ୍ରୀର ନାମ କଣ ?

ଉତ୍ତର – ଚାଉଳ

୧୨. ଏମିତି କେଉଁ ଜୀବ ଅଛି ଯିଏ ଜୋତା ପିନ୍ଧି ଶୋଇଥାଏ ?

ଉତ୍ତର- ଘୋଡା ନିଜର ନାଲ ପିନ୍ଧି ଶୋଇଥାଏ ।

୧୩. ସଂସାରର ସବୁଠୁ ବୃହତ କଇଁଚ କେଉଁଠି ମିଳିଥାଏ ?

ଉତ୍ତର- ଅଷ୍ଟ୍ରେଲିଆ ଦେଶରେ ୧୨ ଫୁଟର କଇଁଚ ଦେଖିବାକୁ ମିଳିଥାଏ ।

୧୪. ଭାରତର କେଉଁ ରାଜ୍ୟରେ ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରନ୍ତି ?

ଉତ୍ତର- ସିକ୍କିମ ରାଜ୍ୟର ମେରା ଗାଁର ଲୋକମାନେ ସାପର ତେଲରେ ଖାଦ୍ୟ ତିଆରି କରିଥାନ୍ତି ।

୧୫. ଏମିତି କେଉଁ ଜୀବ ଅଛି ଯାହାର ହାର୍ଟ ତା,ର ମୁଣ୍ଡରେ ରହିଥାଏ ?

ଉତ୍ତର – ଚିଙ୍ଗୁଡି , ଆଜ୍ଞା ହଁ, ଚିଙ୍ଗୁଡି ର ହାର୍ଟ ତା’ ମୁଣ୍ଡରେ ଥାଏ ଏମିତି କି ତାହାର ପେଟ ଓ ଅଣ୍ଡାଶୟ ବି ତା’ର ମୁଣ୍ଡରେ ଥାଏ ।

୧୬. କେଉଁ ଗ୍ରହରେ ମାନେ କେଉଁ ପ୍ଲାନେଟ ରେ ୧ ଦିନ ୧ ବର୍ଷ ସହିତ ସମାନ ହେଇଥାଏ ?

ଉତ୍ତର – ଶୁକ୍ର ଗ୍ରହ ଅର୍ଥାତ Venus, ଯେଉଁଠି ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ହେଇଥାଏ ।

୧୭. ଲିଚୀର ସବୁଠାରୁ ବଡ ଉତ୍ପାଦକ ଦେଶର ନାମ କଣ ?

ଉତ୍ତର- ଭାରତ

୧୮. କ୍ଷୀରରେ କେଉଁ ଭିଟାମିନ ରହିଥାଏ ?

ଉତ୍ତର- ଭିଟାମିନ ଡି

୧୯. ଏଲଜି କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ସାଉଥ କୋରିଆ

୨୦. ଉଡାଜାହାଜର ରଙ୍ଗ ଧଳା କାହିଁକି ହୋଇଥାଏ ?

ଉତ୍ତର- ଉଡାଜାହାଜକୁ ଥଣ୍ଡା ରଖିବା ପାଇଁ ଏହାର ରଙ୍ଗ ଧଳା କରାଯାଇଥାଏ ।

Leave a Reply

Your email address will not be published. Required fields are marked *