ଦେଖନ୍ତୁ ଲୋକପ୍ରିୟ ସିରିଏଲ ‘ସିନ୍ଦୁରର ଅଧିକାର’ ର ଦାମିନୀ (Chui Riya) ଙ୍କ ପରିବାର ଓ ଜୀବନୀ, ଆଗରୁ କେବେ ବି ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଚୂନି ରିୟା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଚୂନିଙ୍କୁ ବେସ ଭଲ ଭାବରେ ଜାଣିଥିବେ ଆଉ ତାଙ୍କ ଜବରଦସ୍ତ ଅଭିନୟ ବି ନିଶ୍ଚୟ ଦେଖିଥିବେ । ଚୂନି ଏବେ ଲୋକପ୍ରିୟ ଟିଭି ଧାରାବାହିକ   ‘ସିନ୍ଦୁରର ଅଧିକାର’ରେ ନଜର ଆସୁଛନ୍ତି । ଏହି ସିରିଏଲରେ ସେ ଦାମିନୀ ଭୂମିକାରେ ବହୁତ ଜବରଦସ୍ତ ଅଭିନୟ କରୁଥିବାର ନଜର ଆସୁଛନ୍ତି ।

ଏହି ସିରିଏଲରେ ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଓଡିଶା ବାସୀ ବେସ ପସନ୍ଦ କରିଛନ୍ତି  । ଖୁବ କମ ସମୟ ମଧ୍ୟରେ ଚୂନି  ନିଜ ଚମତ୍କାର ଅଭିନୟ ପଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚୂନିଙ୍କ ରିଅଲ ଲାଇଫ ଫ୍ୟାମିଲି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଚୂନି ରିୟାଙ୍କ ପ୍ରକୃତ ଘର ହେଉଛି ଭଞ୍ଜ ନଗର ଗଞ୍ଜାମରେ । ତେବେ ପିଲା ଦିନରୁ ଚୂନିଙ୍କର ପାଠ ପଢିବା ସହିତ ଅଭିନୟ ମଧ୍ୟ ରୁଚି ଥିଲା । ଚୂନି ନିଜ ଅଭିନୟ ଜୀବନୀର ଆରମ୍ଭ 2008 ମସିହାରେ କରିଥିଲେ । ଚୂନି ନିଜ ଚମତ୍କାର ଅଭିନୟ ଦ୍ଵାରା ଅତି କମ ସମୟ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରି ଛନ୍ତି । ନିଜ ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନାୟତ ମଧ୍ୟ କରାଯାଇଛି ।

ଚୂନିଙ୍କର ବାପା ଜଣେ ଆର୍ମି ଅଫିସର ଅଟନ୍ତି ଆଉ ତାଙ୍କ ମା ଜଣେ ହାଉସ ୱାଇଫ ଅଟନ୍ତି । ତେବେ ଚୂନି 2016 ମସିହାରେ ଭଲ ପାଇ ବିବାହ କରିଥିଲେ । ଚୂନିଙ୍କର ଗୋଟେ କୁନି ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି ଅଂସ । ତା ହେଲେ ବନ୍ଧୁଗଣ ଏହା ଥିଲା ଚୂନିଙ୍କର ପ୍ରକୃତ ଫ୍ୟାମିଲି । ଆପଣ ମାନଙ୍କୁ ଅଭିନେତ୍ରୀ ଚୂନି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *