ତାଳିରୁ ଆରମ୍ଭ ତାଳିରୁ ଶେଷ ! ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ଜୀବନ ହାରିଥିବା କିନ୍ନରଙ୍କ ଚାଲିଛି ଶେଷ ଯାତ୍ରା, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ବାଜୁଛି ତାଳି ଆଉ ଶୁଭୁଚି ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ।

କୋକେଇ ଉପରେ ସୋଇଛି ଶବ ଆଉ କୋକେଇକୁ କାନ୍ଧରେ କାନ୍ଧେଇ ବଡଦାଣ୍ଡ ଦେଇ ସ୍ଵର୍ଗ ଦ୍ଵାରକୁ ନେଇଯାଉଛନ୍ତି ପରିବାରର ସଦସ୍ୟଙ୍କ ସହ ଆଉ କିଛି କିନ୍ନର ।ଶ୍ରୀମନ୍ଦିର ସିଂହ ଦ୍ଵାର ଗୁମୁଟରୁ ଡେଇଁ ମୃତ୍ୟୁ ବରଣ କରିଥିବା କିନ୍ନରଙ୍କର ଚାଲିଛି ଶେଷ ଯାତ୍ରା ଆଉ ଏହି ସମୟରେ କିନ୍ନର ମାନଙ୍କ ତାଳିରେ ଫାଟି ଉଠୁଛି ବଡ ଦାଣ୍ଡ । ପ୍ରକମ୍ପିତ ହେଉଛି ଗଗନ ଆଉ ପବନ ।

ଭଲ କରି ଦେଖି ନିଅନ୍ତୁ ଜୀବନ ସାରା ତାଳି ମାରି ପେଟ ପୋଷୁଥିବା କିନ୍ନର ମାନଙ୍କର କେମିତି ଚାଲିଛି ଶେଷ ଯାତ୍ରା । ଯେଉଁ ତାଳି ମାରି ଦିନେ ନିଜ ପେଟ ପୋଷୁ ଥିଲେ ସେହି ତାଳି ମାରି ତାଙ୍କୁ ଆଜି ଶେଷ ବିଦାୟ ଦିଆଯାଉଛି । ଏହି କିନ୍ନର ଜଣକ ହେଉଛନ୍ତି ନିମାପଡା ଥାନା ବଡ ପୋଖରୀ କୋଠ ସାହିର କିନ୍ନର ବଳରାମ । ଗତ କାଲି ଅପରାହ୍ନରେ କିନ୍ନର ବଳରାମ ଶ୍ରୀମନ୍ଦିର ଗୁମୁଟ ଉପରୁ ଡେଇଁ ପଡିଥିଲେ  ।

ଆଉ  ପୋଲିସ ତାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବଳରାମଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବନ୍ଧୁଗଣ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସବୁ ଆଡେ ଏହି ଭିଡିଓକୁ ନେଇ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *