ଆଉ ଗେଟ୍ ଖୋଲନି ନହେଲେ ଆମେ ଭାସିଯିବୁ, 12 ଟି ଗେଟ୍ ଖୋଲିବ ପରେ ମହାନଦୀ ପାଣି ଟୁଳୁ ଟୁଳୁ, ଭୟରେ ମୁଣ୍ଡୁଳି ଲୋକେ…

ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ଆଉ ଗେଟ୍ ଖୋଲନି ନହେଲେ ଆମେ ଭାସିଯିବୁ ଭୟରେ ମୁଣ୍ଡୁଳି ଲୋକେ । ହଁ ଦର୍ଶକବନ୍ଧୁ ମହାନଦୀର ବନ୍ଧ ଭାଙ୍ଗିବାର ଅବସ୍ଥା ହେଲାଣି ଲୋକେ ତାହା ଦେଖି ଡରୁଛନ୍ତି ଏବଂ କାମକୁ  ନ ଯାଇ ଜଗୁଛନ୍ତି । ଆପଣମାନେ ଜାଣିଛନ୍ତି କି ହୀରାକୁଦ ନଦୀବନ୍ଧ କର୍ତ୍ତୁପକ୍ଷ ନିଷ୍ପତି ଜାରି କରିଥିଲା କି 5 ଟି ଗେଟ୍ ଖୋଲିବ । ମାତ୍ର ହୀରାକୁଦରେ ପାଣି ଅସମ୍ଭାଳ ହେବା ଯୋଗୁଁ ଅଧିକାରୀମାନେ 12 ଟି ଗେଟ୍ ଜଳ ନିଷ୍କାସନ କରିଥିଲେ ।

ଯାହାଫଳର୍ରେ ମହାନଦୀର ପାଣି  ବଢୁଛି ଯଦି ଏଭଳି ପରିସ୍ଥିତି ହୁଏ ତେବେ ମହାନଦୀ ପାଣି ସ୍ଥାନୀୟ ଅଞ୍ଚଳ ବାସୀକୁ ବୁଢାଇ ନେଇଯିବ । ଏହାକୁ ନେଇ ମୁଣ୍ଡୁଳିବାସୀ ଭୟ ପ୍ରକାଶ କରିଛନ୍ତି ଏବଂ ହୀରାକୁଦ କର୍ତ୍ତୁପକ୍ଷକୁ ନିବେଦନ କରୁଛନ୍ତି ଆଉ ଗେଟ୍ ଖୋଲନ୍ତୁ ନାହିଁ ନହେଲେ ଆମେ ଭାସିଯିବୁ । ଉପର ମୁଣ୍ଡରେ ବର୍ଷା  ହେବା ଦ୍ଵାରା ତଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ଅଛନ୍ତି ।

ଅପର ପକ୍ଷରେ ଉପର ମୁଣ୍ଡରେ ଲଗାତାର ବର୍ଷା ହେତୁ ବନ୍ୟାହେବାର ସମ୍ଭବନା ପରିଲକ୍ଷିତ ହେଉଛି । ଏବେ ହୀରାକୁଦ ପାଣି ରହିଛି ଛଅ ଶହ ନଅ ଦଶମିକ ଏକାଅଶି ଫୁଟ୍ ମାତ୍ର ନିଷ୍କାସିତ ହୋଇଛି 2 ଲକ୍ଷ 19 ହଜାର 800 ଶହ କ୍ୟୁସେଜ ଜଳ ସେଥିପାଇ ମହାନଦୀର ପାଣି ବଢୁଛି । ତେବେ ଲୋକମାନଙ୍କ କହିବା ଅନୁସାରେ ଯେତିକି ଗେଟ୍ ଖୋଲାଯାଇଛି ସେଥିକିରେ ହୁଏ ତେବେ ଭଲ କଥା ଯଦି ଆହୁରି ଗେଟ୍ ଖୋଳାଗଲା ।

ତେବେ ମହାନଦୀ ପାଖରେ ବାସ କରୁଥିବା ଲୋକମାନଙ୍କ ସ୍ଥିତି ସାଙ୍ଗାତିକ ହୋଇଯିବ । ସେମାନେ ଖାଇବାକୁ ପାଇବେ ନା ରହିବାକୁ । ତେଣୁ କରି ହୀରାକୁଦ ଆଉ ଗେଟ୍ ନ ଖୋଲି ବୋଲି ଲୋକେ ବିନୟ କରୁଛନ୍ତି ଦିନରାତି ମହାନଦୀକୁ ଦେଖି ଜଗି ରହୁଛନ୍ତି ଲୋକେ । ମାତ୍ର ଅପର ପକ୍ଷରେ ହୀରାକୁଦ ଜଳସ୍ତରକୁ ନିୟନ୍ତ୍ରଣ  କରିକି ରଖିବା ଅସମ୍ଭବ ହେଇଯାଉଛି ।

ସୂଚନା ମିଳୁଛି କି ଆଗାମୀ ଦିନରେ ହୀରାକୁଦ ତାହାର 15 ଟା ଗେଟ୍ ଖୋଳିପାରେ । ତେବେ କଣ ହେବ ମୁଣ୍ଡୁଳି ଲୋକେ ଯାହା ନିବେଦନ କରୁଛନ୍ତି     ହୀରାକୁଦ କଣ ତାହାକୁ ଶୁଣିବ ? ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *