ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଆଉ ବଳ ନାହିଁ । ବଞ୍ଚିବାର ଆଶା ମଧ୍ୟ ଧୀରେ ଧୀରେ ସରିବାକୁ ବସିଲାଣି । ତେବେ ଏବେ କେବଳ ସେଇ ଜଗତ ଚଲାଉଥିବା ଭଗବାନଙ୍କ ଉପରେ ସବୁ ଆଶା ଓ ଭରଷା ! ତେବେ ହଁ ବନ୍ଧୁ ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଦିନକୁ ଦିନ ଅତି ଗୁରୁତର ହେବାରେ ଲାଗିପଡିଛି । ହେଲେ ପିନ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଳାନଟେସନ କରିବା ପାଇଁ ଲିଭର ଡୋନରର ସନ୍ଧାନ ମିଳିପରିନାହିଁ ।
ତେବେ ଯଦି ଅତି ଶୀଘ୍ର ଲିଭର ଡୋନର ମିଳିଯାଏ । ତେବେ ପିନ୍ଟୁ ନନ୍ଦଙ୍କ ଠାରେ ସେହି ଲିଭର ଟ୍ରାନ୍ସପ୍ଲାନେଟେସନ କରାଯାଇ ତାଙ୍କର ଜୀବନର ସୁରକ୍ଷା କରାଯାଇପାରିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାହାର ମଧ୍ୟ ଡୋନେଟ କରିବା ପାଇଁ କିଛି ମ୍ଯାଚ ହୋଇପାରୁନାହିଁ । ତେବେ ପିନ୍ଟୁଙ୍କ ପରିବାର ସଦସ୍ୟଙ୍କ ମଧ୍ୟରୁ ମଧ୍ୟ ଲିଭର ଡୋନେଟ କରିବାକୁ ରାଜି ଥିଲେ । ହେଲେ ବ୍ଲଡ଼ଗୃପ ମ୍ଯାଚ ନହେବାରୁ ଲିଭର ଡୋନେଟ କାର୍ଯ୍ୟ ହୋଇପାରିନଥିଲା ।
ତେବେ ଏବେ ପର୍ଯ୍ୟନ୍ତ ବି ଲିଭର ଡୋନେଟ କରିବା ପାଇଁ ଲିଭର ଡୋନରର ସନ୍ଧାନ ଖୋଜା ଚାଲିଛି । ତେବେ ଏହାରି ଭିତରେ ପିନ୍ଟୁ ନନ୍ଦ ଦିଲ୍ଲୀ ହସ୍ପିଟାଲରୁ ସ୍ତାନାନ୍ତରଣ ହୋଇ ହାଇଦ୍ରାବାଦ ସ୍ଥିତ ହସ୍ପିଟାଲକୁ ଆସିଗଲେଣି । ତେବେ ହାଇଦ୍ରାବାଦ ଠାରେ ଏବେ ପିନ୍ଟୁ ନନ୍ଦଙ୍କର ଚିକିତ୍ସା କାର୍ଯ୍ୟ ଜାରୀ ରହିଛି । ତେବେ ଏହାରି ମଧ୍ୟରେ ଚିକିତ୍ସା କାର୍ଯ୍ୟରେ ଯୋଗାଡ ହୋଇଥିବା ଅର୍ଥ ମଧ୍ୟ ଧୀରେ ଧୀରେ ସରିବାକୁ ବସିଲାଣି ।
ତେବେ ଏହି ସବୁ ଦୁଃଖନୀୟ ପରିସ୍ଥିତି ସହ ମୁକାବିଲା କରି କରି ପିନ୍ଟୁ ନନ୍ଦ ମଧ୍ୟ ଥକି ପଡିଲେଣି । ସେଥିପାଇଁ ନିଜ ଜୀବନ ବଞ୍ଚିବାର ଆଶା ମଧ୍ୟ ସେ କୋଊଠୁ ନା କୋଊଠି ମନ ମଧ୍ୟରୁ ହରାଇ ବସି ସଂପୂର୍ଣ୍ଣ ଭାବରେ ନିରାଶାୟୀ ହୋଇ ପଡିଛନ୍ତି । ତେବେ ଏହି ସବୁ ଦୁଃଖନୀୟ ପରିସ୍ଥିତି ମଧ୍ୟରେ ଏବେ କେବଳ ସେହି ଭଗବାନ ହିଁ ସବୁ କିଛି ସମସ୍ଯାର ସମାଧାନ ବାଟ ଖୋଜି ପିନ୍ଟୁ ନନ୍ଦଙ୍କର ସହାୟକ ହୋଇପାରିବେ ।
ତେବେ ଆମେ ମାନେ ମଧ୍ୟ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥର ଆରୋଗ୍ଯ ନିମନ୍ତେ ଠାକୁରଙ୍କ ନିମନ୍ତେ ପ୍ରାଥନା କରୁଛୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରନ୍ତୁ । ଏହା ସହିତ ଏହି ପୋଷ୍ଟକୁ ଅନ୍ୟ ମାନଙ୍କ ସହିତ ନିହାତି ବହୁ ମାତ୍ରାରେ ଶେୟାର କରିଦିଅନ୍ତୁ । ଧନ୍ୟବାଦ