Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ବହି, ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ? ଜୀବନର ପୁରା କାହାଣୀ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଆପଣଙ୍କ ଭାଗ୍ୟରେ କ’ଣ ଲେଖା ହୋଇଛି ? ଆପଣଙ୍କ ଜୀବନର କାହାଣୀ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଆପଣଙ୍କ ଫାଷ୍ଟ କିଭଳି ଥିଲା ପ୍ରେଜେଣ୍ଟ କିଭଳି ଅଛି ଏବଂ ଫିଉଚରରେ ଆପଣଙ୍କ ସହିତ କଣ ହେବାକୁ ଯାଉଅଛି । କ୍ୟାରିୟରରେ ଆପଣଙ୍କୁ କେଉଁ କେଉଁ ନୂତନ ଅବସର ମାନ ମିଳିବାକୁ ଯାଉଅଛି ? ତଥା ଆପଣ କଣ କରିବାକୁ ଯାଉଛନ୍ତି ଆଗକୁ ଯାଇ ରିଲେସନସିପ ସମ୍ବନ୍ଧରେ ମଧ୍ୟ କହିବାକୁ ଯାଉଅଛୁ ଯେ ତାହା କିଭଳି ରହିବ ।

ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏଠାରେ ଦୁଇଟି ବହି ଦିଆଯାଇଅଛି ଏଥି ମଧ୍ୟରୁ ଆପଣ ଗୋଟିଏ ବହି କୁ ବାଛି ନିଅନ୍ତୁ । ୧;- ଯଦି ଆପଣ ପ୍ରଥମ ବହି କୁ ବାଛିଛନ୍ତି ତେବେ, ଆପଣ ବହୁତ ଭଲ ମଣିଷ ଅଟନ୍ତି । ଆପଣ ବହୁତ ଦୟାଳୁ ଅଟନ୍ତି ।

ଆପଣଙ୍କୁ ଅତିଶୀଘ୍ର ଦୟା ଅନ୍ୟ ଉପରେ ଆସିଯାଇଥାଏ । ଯଦି କୌଣସି ମନୁଷ୍ୟ ଦୁଃଖୀ ଅଛି ତେବେ ଆପଣ ତାଙ୍କ କଥାରେ ବହୁତ ଜଲ୍ଦି ଆସିଯାଇଥାନ୍ତି । ମାତ୍ର ଆପଣଙ୍କ ଏହି ଦୟାଳୁ ସ୍ଵଭାବ ଦ୍ଵାରା ଆପଣ ଅନେକ ଥର ଧୋକା ର ଶିକାର ହୋଇସାରିଛନ୍ତି । ଆପଣ ଚାହୁଁଥିବା ଜିନିଷ ଆପଣଙ୍କୁ ମିଳିନଥାଏ ।

ମାତ୍ର ଆପଣଙ୍କ କ୍ୟାରିୟର ବହୁତ ଉଜ୍ଵଳ ଅଟେ । ଆପଣଙ୍କୁ ଉତ୍ତମ ଅପର୍ଚୁନିଟି ନିଜ ଜୀବନରେ ମିଳିବାକୁ ଯାଉଅଛି । ଆପଣଙ୍କ ଜୀବନରେ ଆପଣଙ୍କ ସମ୍ପର୍କ ମଧ୍ୟ ଭଲ ରହିବ ଏବଂ ଯେଉଁ ବ୍ୟକ୍ତି ସାଙ୍ଗରେ ଆପଣ ରିଲେସନସିପରେ ରହିବେ ସେ ମଧ୍ୟ ଏକ ପ୍ରଫେସନାଲ ଲେବଲରେ ରହିବ । ପଶୁ ମାନଙ୍କୁ ଆପଣ ବହୁତ ଭଲ ପାଇଥାନ୍ତି । ଆପଣ ବହୁତ ଧାର୍ମିକ ପ୍ରବୃତିର ବ୍ୟକ୍ତି ଅଟନ୍ତି ।

୨;- ଯେଉଁମାନେ ଦ୍ଵିତୀୟ ବହି କୁ ବାଛିଛନ୍ତି, ତେବେ ଆସନ୍ତୁ ଜାଣିନେବା ଆପଣଙ୍କ ଜୀବନରେ କଣ ଲେଖା ହୋଇଛି । ଆପଣ ବହୁତ ଅଧିକ ଚିନ୍ତିତ ଅଟନ୍ତି । ଆପଣ ନିଜ ଜୀବନରେ ବହୁତ ଧୋକା ଖାଇଛନ୍ତି । ମାତ୍ର ସବୁବେଳେ ଆପଣ ଅନ୍ୟ ସାଙ୍ଗରେ ଭଲ କରିବା ନିମନ୍ତେ ପ୍ରୟାସ କରିଥାନ୍ତି । ଯଦି ଆପଣ କାହାର ସାହାର୍ଯ୍ୟ କରିଛନ୍ତି ତେବେ ସେଠାରେ ମଧ୍ୟ ଲୋକେ ଆପଣଙ୍କୁ ଭୁଲ ବୁଝିଛନ୍ତି । ଗୋଟିଏ ଦିନ ଆପଣ ନିଜର ଆର୍ଥିକ ସ୍ଥିତି ଠିକ କରିପାରିବେ । ଆପଣ ନିଜ ମନ ଭିତରେ କୌଣସି କଥା କୁ ଲୁଚାଇ ରଖି ପାରି ନଥାନ୍ତି ।

ମାତ୍ର ଗୋଟିଏ କଥା ଆପଣ ମନେ ରଖନ୍ତୁ ଯଦି ଆପଣଙ୍କ ବିଜନେସ ଭଲ ଚାଲୁଅଛି ତଥା କିଛି ଏଭଳି କାର୍ଯ୍ୟ ଅଛି ଯେଉଁଥିରେ ବହୁତ ଅଧିକ ପ୍ରୋଫିଟ ଆପଣଙ୍କୁ ହେଉଥାଏ, ତେବେ ଏହି ବିଷୟ କୁ ଆପଣ ଯେତେ ସିକ୍ରେଟ ରଖିବେ ତାହା ଆପଣଙ୍କ ନିମନ୍ତେ ଲାଭ ଦାୟକ ହେବ ।

ଆପଣ ବହୁତ ଭଲ ମଣିଷଟିଏ ଅଟନ୍ତି । ମାତ୍ର ଲୋକମାନେ ଆପଣଙ୍କୁ ବୁଝିବାରେ ବହୁତ ବିଳମ୍ବ କରିଦେଇଥାନ୍ତି । ଆପଣ ନିଜ କ୍ୟାରିୟରରେ ବହୁତ ଆଗକୁ ଯିବେ ପରିବାର ଲୋକେ ମଧ୍ୟ ଆପଣଙ୍କ ଉପରେ ସନ୍ତୁଷ୍ଠ ରହିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *