ବନ୍ଧୁଗଣ ଏହି ସମାଜରେ ଆମେ କାହା ସହ ନା କାହା ସହ କୌଣସି ଏକ ସମ୍ପର୍କର ଡୋରୀରେ ବନ୍ଧା ହୋଇ ରହିଥାଉ । ସେ ପରିବାରର କୌଣସି ସଦସ୍ୟ ହେଉ, ବନ୍ଧୁତା ବା ପ୍ରେମ ସମ୍ପର୍କ ହେଉ । ଯଦି ଆପଣ କୌଣସି ଏକ ସମ୍ପର୍କକୁ ନେଇ କାହା କଥା ମନରେ ଭାବି ଏହି ସମ୍ପର୍କର ଆଗାମୀ ମୋଡ କଣ ହେବା ପାଇଁ ଯାଉଛି ? ଏହା ଜାଣିବା ଆପଣ 1 କିମ୍ବା 2 କୌଣସି ଏକ ନମ୍ବରକୁ ବାଛିବାକୁ ପଡିବ ।
1- ଆପଣ ଯାହାଙ୍କ କଥା ଭାବିକି ଏହି ନମ୍ବରକୁ ବାଛିଛନ୍ତି । ତାଙ୍କ ସହ ଆପଣଙ୍କର ପ୍ରେମ ସମ୍ପର୍କ ରହିଛି । ଆପଣ ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି । ଯଦି ବି ଏହି ବ୍ୟକ୍ତି ଜଣଙ୍କର ଆପଣର ଫ୍ରେଣ୍ଡ ମଧ୍ୟ ହୋଇଥାନ୍ତି । ତଥାପି ଆପଣ ଦୁହିଙ୍କ ମଧ୍ୟରେ ଗଭୀର ବନ୍ଧୁତାର ସମ୍ପର୍କ ରହିଛି । ହେଲେ ଏଠାରେ ଆପଣ ଲଭ ରିଲେସନର ଚାନ୍ସ ଅଧିକ ଦେଖାଯାଉଛି । ଯଦି ଆପଣ ଦୁହିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଖିଟପିଟ ରହିଥାଏ ।
ତେବେ ତାହା ବହୁତ ଶୀଘ୍ର ଦୂର ହେବାକୁ ଯାଉଛି । ଆପଣ ଯାହା ଯାହା ବି ଆପଣଙ୍କର ଏହି ସମ୍ପର୍କକୁ ନେଇ ଭାବିଛନ୍ତି । ସବୁ ଗୋଟି ଗୋଟି କରି ଆଗାମୀ ସମୟରେ ପୂରଣ ହେବାକୁ ଯାଉଛି । ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କର ଜଣେ ସୋଲମେଟ ଅଛନ୍ତି । ତେଣୁ ଉଭୟଙ୍କର ମଧ୍ୟରେ ବହୁତ ନିବିଡ ସମ୍ପର୍କ ରହିଛି ।
2- ଆପଣ ଯାହାଙ୍କ କଥା ଭାବିକି ଏହି ନମ୍ବରକୁ ବାଛିଛନ୍ତି । ତେବେ ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେ ଆପଣଙ୍କ ମଧ୍ୟରେ ଲଭ ବା ବନ୍ଧୁତା ଯେଉଁ ସମ୍ପର୍କ ରହିଥାଉ । ହେଲେ ବର୍ତ୍ତମାନ ସମୟରେ ଆପଣ ଦୁହିଙ୍କ ମଧ୍ୟରେ ଆଗ ଭଳି କିଛି ଭଲ କଥାବାର୍ତ୍ତା ନାହିଁ । ଏହି ସମ୍ପର୍କରେ ଆପଣ ଦୁହିଙ୍କ ମଧ୍ୟରେ ବହୁତ ଦ୍ଵନ୍ଦ ଥିବାର ଦେଖିବାକୁ ପାଉଛନ୍ତି । କଣ କରିବେ କଣ ନାହିଁ । ଏହି ସବୁ କଥାକୁ ନେଇ ବହୁତ ଭାବୁଛନ୍ତି ।
ତେଣୁ ଆଗାମୀ ଭବିଷ୍ୟତରେ ଏହି ସମ୍ପର୍କକୁ ନେଇ ଆପଣଙ୍କ ତରଫରୁ କଣ ପଦକ୍ଷେପ ରହିବ । ତାହା ଭଲ ଭାବେ ଆପଣ ନିଷ୍ପତ୍ତି ନେଇପାରୁନାହାନ୍ତି । ତେବେ ଏଠାରେ କୌଣସି ଏକ ଥାର୍ଡପାର୍ଟିର ବହୁତ ହସ୍ତକ୍ଷେପ ରହୁଛି । ଯାହା ଦ୍ଵାରା ଆପଣଙ୍କ ସମ୍ପର୍କରେ ଘନିଷ୍ଠତା ଆସିପାରୁନାହିଁ । ଯଦି ଏହି ସମ୍ପର୍କକୁ ବଞ୍ଚାଇ ରହିବାକୁ ଚାହୁଁଥାନ୍ତି । ତେବେ ଏଠାରେ ଆପଣ ଦୁହିଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ । ଯାହା ଦ୍ଵାରା ଆପଣ ଦୁହିଙ୍କ ମଧ୍ୟରେ ଥିବା ସବୁ ଦ୍ଵନ୍ଦ ଧୀରେ ଧୀରେ ଦୂର ହେବାକୁ ଲାଗିବ ।
ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ