ନର୍ସ ମା’ ଆଖି ଆଗରେ ଆଖି ବୁଜିଦେଲେ ତା’ର 2 କଅଁଳା ଶିଶୁ, ଇଚ୍ଛା ଥାଇ ବି ପାରିଲେନି ବଞ୍ଚେଇ…କାନ୍ଦୁଛନ୍ତି ବୁକୁ ଫଟେଇ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନର୍ସ ମା’ ଆଖି ସାମ୍ନାରେ ଆଖି ବୁଝିଲେ ୨ ସନ୍ତାନ ! ଯେତେ ବୁକୁ ଫାଟାଇ କାନ୍ଦିଲେ ମଧ୍ୟ ସେଇ ଅଫେରା ରାଇଜରୁ ଆଉ ନିଜର କୁନି କୁନି ସନ୍ତାନକୁ ପରିବାରକୁ ଫେରାଇ ହେବ ନାହିଁ । ବାପା ଓ ମାଆ ନିଜ ସନ୍ତାନ ମାନଙ୍କୁ ଏପରି ଭାବରେ ଭଲ ପାଇଥାନ୍ତି । ଯେ ନିଜ ସନ୍ତାନ ମାନଙ୍କର କୌଣସି ପ୍ରକାର କଷ୍ଟ କିମ୍ବା ଜନ୍ତ୍ର ସେ ବରଦାସ୍ତ କରିପାରନ୍ତି ନାହିଁ । ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଠାରେ ସେପରି କିଛି ଘଟି ଯାଇଛି ।

ତେବେ ପ୍ରତ୍ଯେକ ଦିନ ଭଳି ସେଦିନ ମଧ୍ୟ ସକାଳୁ ନିଜ ନର୍ସ ଡ୍ଯୁଟି ପାଇଁ ଅଳକା ଡାକ୍ତରଖାନା ବାହାରିପଡିଥିଲେ । ତାପରେ ନିଜର ପ୍ରତ୍ଯେକ ଦିନ ଭଳି ରୋଗୀ ମାନଙ୍କର ସେବା କରିବା ନିଜର କର୍ତ୍ତବ୍ୟ ବୋଲି ସେ ନିଜ କାମ ଜାରୀ ରଖିଥିଲେ । ହଟାତ ନର୍ସ ଅଳକା ଶୁଣିବାକୁ ପାଇଥିଲେ । ଯେ ୨ ଛୋଟ ପିଲା ଡାକ୍ତରଖାନାରେ ଗୁରୁତର ହୋଇ ଆଡମିସନ ହୋଇଛନ୍ତି । ତମେ ଅଳକା ତାଙ୍କ ପାଖକୁ ଜାଅ ।

ଅଳକା ୨ ଗୁରୁତର ପିଲାଙ୍କ ପାଖକୁ ଯାଇ ଦେଖିଲା ବେଳକୁ ସେ ୨ ପିଲା ଅନ୍ୟ କାହାର ନଥିଲା । ବଂର ନିଜର ୧ ମାତ୍ର କନ୍ୟା ସନ୍ତାନ ଇତିଶ୍ରୀ ଓ ଅନ୍ୟ ଜଣଙ୍କ ହେଉଛି ନିଜର ବଡ ଭାଇର ଝିଅ ଦିସା । ତାପରେ ନିଜ ଆଖି ଆଗରେ ନିଜର ୨ ପିଲାଙ୍କୁ ଏଭଳି ଭାବରେ ଗୁରୁତର ଅବସ୍ଥାରେ ଦେଖି ନର୍ସ ଅଳକାଙ୍କର ପାଦ ତଳୁ ମାଟି ଖସିଯାଇଥିଲା । ତେବେ ୨ ପିଲା ଜଣଙ୍କ ଖେଳୁଥିବା ସମୟରେ କୂଅରେ ପଡି ଏଭଳି ଭାବରେ ଗୁରୁତର ହୋଇଯାଇଥିଲେ ।

ତାପରେ ଡାକ୍ତର ଓ ନର୍ସ ଅଳକା ମିଶି ପିଲା ଦୁହିଙ୍କର ପ୍ରାଣ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଏତେ ସବୁ କରି ସତ୍ବେ ନିଜ ଚେଷ୍ଟାରେ ଡାକ୍ତର ସଫଳ ହୋଇପାରି ନଥିଲେ । ତାପରେ ୨ କୁନି ପିଲା ସବୁ ଦିନ ପାଇଁ ନିଜ ମା’ ଙ୍କ ଆଖି ସାମ୍ନାରେ ଆଖି ବୁଝି ଦେଇଥିଲେ ।

ନିଜେ ଜଣେ ନର୍ସ ମା’ ହୋଇ ନିଜ ପିଲା ଦୁହିଙ୍କୁ ବଞ୍ଚାଇ ପାରିଲେ ନାହିଁ ବୋଲି ଅଳକା ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇବା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *