ଆମେ ଆପଣଙ୍କର lover ଙ୍କ ନାମ କହିପାରିବୁ ! ଆପଣ ଥରେ ଖେଳି ଦେଖନ୍ତୁ ଏହି Love rapid game!

ଏହି ଦୁନିଆରେ କାହା ପାଇଁ କେହି ନାକେହି ଜୀବନସାଥିଟିଏ ଗଢା ହୋଇଥାନ୍ତି । ଯଦି ଆପଣଙ୍କୁ ବି ଆପଣଙ୍କର ଲଭର ବା ଜୀବନସାଥି ମିଳିସାରିଛନ୍ତି । ତେବେ ଆପଣଙ୍କ ଲଭ ପାର୍ଟନରଙ୍କ ନାମ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ଆମ ପାଖରୁ ଆପଣଙ୍କର ଲଭରଙ୍କ ନାମ ଜାଣିବା ପାଇଁ ଚାହୁଁଥିଲେ । ଆପଣଙ୍କୁ ଆମ ସହ ଏହି ରାପିଡ଼ ମାଇଣ୍ଡ ଗେମ୍ ଟି ଖେଳିବାକୁ ପଡିବ । ଏହାପରେ ଯାଇ ଆପଣ ଆପଣଙ୍କର ଲଭରଙ୍କ ନାମ ଜାଣିବାକୁ ପାଇବେ ।

ସ୍ଟେପ 1-ଆପଣଙ୍କ ଲଭରର ନାମର ପ୍ରଥମ ଅକ୍ଷର ଯେଉଁ ବି ଲେଟରରୁ ଆରମ୍ଭ ହେଉଛି । ସେହି ଲେଟର ସାମ୍ନାରେ ଥିବା ନମ୍ବରକୁ ମନେ ରଖନ୍ତୁ । ସ୍ଟେପ 2- ଆପଣଙ୍କ ଲଭରଙ୍କ ନାମ ଆଗରେ ଥିବା ନମ୍ବରରେ 20 ମିଶାନ୍ତୁ । ସ୍ଟେପ 3- ସେଥିରେ 20 ମିଶାଇବା ପରେ ଯେଉଁ ମଧ୍ୟ ନମ୍ବର ଆସିଥିବ । ସେଥିରୁ 1 ନମ୍ବର ଫେଡି ଦିଅନ୍ତୁ ।

ସ୍ଟେପ 4- 1 ଫେଡି ସାରିବା ପରେ ଯେଉଁ ନମ୍ବର ଆସିବ । ସେଥିରେ 3 ସହ ଗୁଣନ କରି ଦିଅନ୍ତୁ । ସ୍ଟେପ 5- ଆପଣଙ୍କ ଯାହା ବି ଉତ୍ତର ଆସିଥିବ । ସେଥିରେ 2 ଗୁଣୀ ଦିଅନ୍ତୁ । ଏହାପରେ ଆମେ ଏବେ ଆପଣଙ୍କ ଲଭରଙ୍କ ନାମର ପ୍ରଥମ ଅକ୍ଷର ଆପଣଙ୍କୁ କହିବା ପାଇଁ ଯାଉଛୁ । ଯେଉଁ ମାନଙ୍କର ଯାହା ବି ଉତ୍ତର ଆସିଥିବ । ସେହି ଉତ୍ତର ଅନୁସାରେ ହିଁ ନିଜ ଲଭରଙ୍କ ନାମ ଜାଣିପାରିବେ ।

120-r, 126-n,132-u, 138-g, 144-j, 150-d, 156-c, 162-q, 168-p, 174-o, 180-x, 186-l, 192-h, 198-m, 204-b, 210-e, 216-a, 222-f, 228-i, 234-k, 240-y, 246-v, 252-z, 258-s, 264-t, 270-w । ଆପଣଙ୍କ ପାଖରେ ଏବେ ସଂପୂର୍ଣ୍ଣ ଭାବେ ରେଜଲ୍ଟ ରହିଛି । ଆପଣଙ୍କର ରାପିଡ଼ ଗେମ୍ ରେ ଯାହାବି ସଠିକ ଉତ୍ତର ଆସିଛି । ସେହି ଉତ୍ତର ଅନୁସାରେ ଆମେ କହିଥିବା ଆପଣଙ୍କ ଲଭରର ନାମ ମିଶାଇ ଦେଖନ୍ତୁ । ଆପଣ ଭାବିଥିବା ଲଭରଙ୍କ ନାମ ଆମେ କହିଥିବା ଲଭରଙ୍କ ନାମ ନିହାତି ଭାବେ ମିଶିବ ।

ଯଦି ଏହି ରାପିଡ଼ ଗେମ୍ ର ପୋଷ୍ଟଟି ଭଲ ଲାଗିଥାଏ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଚାହୁଁଥିଲେ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏଥିସହ ଆମେ କହିଥିବା ଆପଣଙ୍କ ଲଭରର ନାମ ଆମକୁ କମେଣ୍ଟ ଦ୍ଵାରା ନିହାତି ଭାବେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *