ଆଖି ବନ୍ଦ କରି ବାଛନ୍ତୁ କୌଣସି ଗୋଟିଏ ଶଙ୍ଖ କିମ୍ବା ସଂଖ୍ୟା ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ଆପଣ ଯଦି ଆପଣଙ୍କର କୌଣସି ଏକ ପ୍ରିୟ ମଣିଷର ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ ତାହା ଆଜି ଏହି ଚୁଜିଙ୍ଗ ନମ୍ବର ମାଧ୍ୟମରେ ଜାଣି ପାରିବେ । ଆପଣଙ୍କୁ ଏଠାରେ ଶଙ୍ଖ ଉପରେ 1, 2 ଓ 3 ଏହିଭଳି 3ଟି ସଂଖ୍ୟା ଦିଆ ଯାଇଛି । ତେବେ ଏହି ସଂଖ୍ୟା ମାନଙ୍କ ମଧ୍ୟରୁ କୌଣସି ନମ୍ବର ଆପଣ ବାଛିକି ରଖନ୍ତୁ । ଆପଣ ଭାବୁଥିବା ବ୍ୟକ୍ତିଙ୍କ ମନରେ ଆପଣଙ୍କ ପାଇଁ କଣ ରହିଛି । ଆମେ ଆପଣଙ୍କୁ ଆଜି କହିବୁ ।

1- ଯଦି ଆପଣ ପ୍ରଥମ ସ୍ନାଖ କୁ ବାଚିଛନ୍ତି ତେବେ ଜାଣି ରଖନ୍ତୁ ମନ୍ଦ ଦଶା ଆପଣଙ୍କର ଖୁବ ସମୟ ମଧ୍ୟରେ ଦୂର ହେବ । ଚନ୍ଦ୍ରଙ୍କର ଫଳ ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଚନ୍ଦ୍ରକାନ୍ତି ରତ୍ନ ଧାରଣ କରନ୍ତୁ । ଯେଉଁ କଥାକୁ ନେଇ ଚିନ୍ତାରେ ରହୁଛନ୍ତି ତାହାର ଫଳ ଡେରି ରେ ମିଳିବ । କୌଣସି ସ୍ଥାନରୁ ଆପଣଙ୍କୁ ଗୁପ୍ତ ଧନ ମିଳୁ ଏହା ଆପଣ ଭାବୁଛନ୍ତି । ଆପଣ ନିଜ ହାତରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଆୟ ର ସଠିକ ବ୍ୟବହାର କରନ୍ତୁ । ଏଥିପାଇଁ ଆପଣ ଚିନ୍ତା କରୁଛନ୍ତି । ଏବେ ଆପଣ ନିଜର ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି । ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇ ସାରିଛି । 

2- ଯଦି ଆପଣ ଦ୍ଵିତୀୟ ଶଙ୍ଖ କୁ କାହାକୁ ଧ୍ୟାନ କରି ଭବିଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ମନରେ ଅନେକ ପ୍ରଶ୍ନ ରହିଛି । କାରଣ ଆପଣ ଦୁଶ୍ଚିନ୍ତା ରେ ଅଛନ୍ତି । ଏମିତି ବୋଝ ରହିଛି କି କେଉଁ କାମରେ ହାତ ଦେବେ ଜଣାଇପାରୁ ନାହାନ୍ତି । ଗୁପ୍ତ ଶତ୍ରୁ ଅଧିକ ହେଉଛନ୍ତି । କିନ୍ତୁ ଚିନ୍ତାକୁ ପରିହାର କାରଣରୁ । ଯଦି ମନର କଥା କହିବା ତେବେ ଆପଣ ଏକ ବଡ ଦୁଶ୍ଚିନ୍ତା ରେ ପଡିଛନ୍ତି । ଧର୍ମ ସଙ୍କଟରେ ପଡି ଯାଇଛନ୍ତି । କିନ୍ତୁ ଏହା କ୍ଷଣସ୍ଥାୟୀ । ଆଗକୁ ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି । 

3- ଆପଣ ତୃତୀୟ ଶଙ୍ଖ କୁ ଯଦି ଚୟନ କରିଛନ୍ତି ତେବେ ବର୍ତ୍ତମାନ ଆପଣ ଚିନ୍ତାରେ ଅଛନ୍ତି । ସନ୍ତାନ କୁ ନେଇ ଚିନ୍ତା ରେ ଅଛନ୍ତି । ମନ ମଧ୍ୟରେ ନାନା ଉଦବେଗ ଜାତ ହେଉଛି । ଯାହା ଭାବୁଛନ୍ତି ସେହି କାମ କରିପାରୁ ନାହାନ୍ତି । ଅନ୍ୟ ପାଇଁ ଚିନ୍ତା କରୁଛନ୍ତି । ଆସା ଅନୁଯାୟୀ ଫଳ ମିଳୁ ନାହିଁ । ପରିବାର ଅସାନ୍ତି ଓ ଗୃହ ଶାନ୍ତିରେ ବ୍ୟତିକ୍ରମ ଘଟୁଛି । ଏହି ସମୟକୁ ଆପଣ ଯିବାକୁ ଦିଅନ୍ତୁ । ଆଉ ଏକ ବର୍ଷ ଆପଣ ଧନୀ ହୋଇ ପାରନ୍ତି । ଆପଣ ସର୍ବଦା ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଆପଣଙ୍କ ପାଇଁ ଶ୍ରେଷ୍ଠ ରହିବ । ପଣ୍ଡିତ ଙ୍କୁ ଜାତକ ଦେଖନ୍ତୁ । ଅର୍ଥ ଅଭାବ ରହୁଛି । ଏହାର ବହୁତ ଜଲ୍ଦି ସମାଧାନ ହୋଇଯିବ । 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟି ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *