ଏତେ ବର୍ଷ ପରେ ଆଜି କିଛି ଏମିତି ଦେଖା ଯାଉଛନ୍ତି ଶ୍ରୀ କ୍ରୀଷ୍ଣା ସିରିଏଲ ର ଯଶୋଦା, ଦେଖିଲେ ବିଶ୍ଵାସ ବି କରି ପରିବେନି

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସିରିଏଲ ଗୁଡିକ ମଧ୍ୟରେ କେତେକ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିଥାଏ ତ ଅନ୍ୟ କେତେକ ସିରିଏଲକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ବନ୍ଧୁଗଣ ଆପଣ ମାନେ ସାମସ୍ତେ ରାମାନନ୍ଦ ସାଗରଙ୍କ ଦ୍ଵାରା ରହିଛି ‘ଶ୍ରୀ କୃଷ୍ଣ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ  । ସେଇ ସମୟରେ ‘ରାମାୟଣ’ ଯେପରି ପ୍ରସିଦ୍ଧି ହାସଲ କରିଥିଲା ସେହିପରି ‘ଶ୍ରୀ କୃଷ୍ଣ’ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା । ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ନିଜର ସୁନ୍ଦର ଭୂମିକା ପଦର୍ଶନ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରିଥିବା ସାମସ୍ତା କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସିରିଏଲରେ ସବୁଠାରୁ ଅଧିକ ଚର୍ଚିତ ଭୂମିକା ଥିଲା ମାତା ଯଶୋଦାଙ୍କର ।

ବନ୍ଧୁଗଣ ସେହି ସମୟରେ ଏହି ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ସିରିଏଲଟି ଶେଷ ହେବାର ବହୁତ ବର୍ଷ ହୋଇସାରିଛି ଓ ଯଶୋଦାର ଭୂମିକା କରିଥିବା ଅଭିନେତ୍ରୀ ଜଣକ ମଧ୍ୟ ବହୁତ ବଦଳି ଯାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ନାମ ହେଉଛି ଦାମିନୀ କନୱାଲ ସେଟି । ବନ୍ଧୁଗଣ ଦାମିନୀଙ୍କୁ ଏହି ସିରିଏଲ ପାଇଁ ବହୁତ ଲୋକପ୍ରିୟତା ହାସିଲ ହୋଇଥିଲା । ସେ ଏହି ସିରିଏଲରେ ମାତା ଯଶୋଦାଙ୍କର ସୁନ୍ଦର ଭୂମିକା ପଦର୍ଶନ କରି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଥିଲେ । ବନ୍ଧୁଗଣ ସେହି ସମୟରେ ସେ ଘରେ ଘରେ ପରିଚିତ ଥିଲେ । ସେ ମାତା ଯଶୋଦାଙ୍କର ଭୂମିକା ବହୁତ ସୁନ୍ଦର ଭାବରେ ପଦର୍ଶନ କରିଥିଲେ, ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ ।


ବନ୍ଧୁଗଣ ଦାମିନୀଙ୍କ ଜନ୍ମ ୧୨ ଡିସେମ୍ବର ୧୯୭୯ରେ ହୋଇଥିଲା । ବନ୍ଧୁଗଣ ଦାମିନୀଙ୍କର ନିଜର ପ୍ରଡ଼କ୍ସନ ହାଉସ ଅଛି ଓ ଏହାର ନାମ ହେଉଛି ‘ଏନ୍ଟରନାଲ ଫେମ ପ୍ରଡ଼କ୍ସନ’ । ଦାମିନୀଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ରହିଥିଲା । ସେ ଶ୍ରୀ କୃଷ୍ଣ ବ୍ଯତୀତ ‘ଆଲିଫଲେଲା ଓ ପରମ୍ପରା’ ପରି କେତେକ ସିରିଏଲରେ ନଜର ଆସିଛନ୍ତି । ଆଜି ସେ ଜଣେ ସଫଳ ଅଭିନେତ୍ରୀ ହେବା ସହିତ ସଫଳ ପ୍ରଡ୍ୟୁସର ମଧ୍ୟ ଅଟନ୍ତି ।

ବନ୍ଧୁଗଣ ଶ୍ରୀ କୃଷ୍ଣ ସିରିଏଲଟିକୁ ବହୁତ ବର୍ଷ ହୋଇସାରିଛି ଓ ଦାମିନୀ ମଧ୍ୟ ପୂର୍ବ ଅପେକ୍ଷା ବହୁତ ଅଧିକ ବଦଳିଯାଇଛନ୍ତି । ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଦାମିନୀଙ୍କ ଅଭିନୟ ଭଲ ଲାଗିଥାଏ ଆମକୁ କମେନ୍ଟ କରନ୍ତୁ ଓ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *