TV ଇଣ୍ଡଷ୍ଟ୍ରି ରେ ସବୁଠୁ ଗେଡା ଅଟନ୍ତି ଏହି 4 ଜଣ ଫେମସ Actress, ନମ୍ବର 4 ତ ସମସ୍ତଙ୍କ ଫେବରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଏଭଳି କିଛି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସବୁଠାରୁ କମ ହାଇଟ ର ଅଟନ୍ତି। ବନ୍ଧୁଗଣ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯିଏ ନିଜର ହାଇଟ କୁ ନେଇ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥାନ୍ତି ଏବଂ କିଛି ଏଭଳି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ କମ ହାଇଟ ର ଅଟନ୍ତି। କିନ୍ତୁ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ହାଇଟରେ କମ ଏହା ସତ କିନ୍ତୁ ଟ୍ୟାଲେଁଟେ ରେ ଏହି ଅଭିନେତ୍ରୀ ମାନେ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ବ ରେ ଅଛନ୍ତି।

ତେବେ ଆଜି ଆମେ ଆପଣଂକୁ କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ହାଇଟ ରେ ଅନ୍ୟ ଅଭିନେତ୍ରୀ ମାନଙ୍କ ଅପେକ୍ଷା କମ ଅଟନ୍ତି।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ରଶ୍ମି ଦେଶାଇ’। ବନ୍ଧୁଗଣ ଟିଭି ରିଆଲିଟି ସୋ ‘ବିଗ ବସ’, ‘ନାଗିନ ୪’ ଏବଂ ‘ଉତ୍ତରନ’ ଭଳି ସିରିଆଲ ରେ ଅଭିନୟ କରି ଏହି ଅଭିନେତ୍ରୀ ଜଣକ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ ମୋହିତ କରିଛନ୍ତି। ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ ସମ୍ବନ୍ଧରେ କହିବା ତେବେ ତାଙ୍କ ହାଇଟ ୫.୩ ଇଂଚ ଅଟେ। ଏହା ଅଧିକ କମ ତ ନୁହେଁ କିନ୍ତୁ ଏହି ଅଭିନେତ୍ରୀ କମ ହାଇଟ ର ଅଟନ୍ତି।

୨. ବନ୍ଧୁଗଣ ଦ୍ବିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଟିନା ଦତ୍ତା’। କଲର୍ସ ଚ୍ୟାନେଲ ର ପପୁଲାର ସୋ ଉତ୍ତରନ ରେ ‘ଇଚ୍ଛା’ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଟିନା ଦତ୍ତା ବର୍ତ୍ତମାନ ଯଦିଓ ଟିଭି ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ଦର୍ଶକ ମାନେ ତାଙ୍କ ଅଭିନୟ କୁ ଭୁଲି ପାରି ନାହାନ୍ତି। ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ ସମ୍ବନ୍ଧରେ କହିବା, ତେବେ ଏହି ଅଭିନେତ୍ରୀ ଙ୍କ ହାଇଟ ୫.୧ ଇଂଚ ଅଟେ।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଜନ୍ନତ ଜୁବେର’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଟିଭି ସିରିଆଲ ‘ଫୁଲବା’ ରେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ କେବଳ ଟିଭି ସିରିଆଲ ର ଆକଟ୍ରେସ ହିଁ ନୁହେଁ ବରଂ ପପୁଲାର ଟିକଟକ ଷ୍ଟାର ଅଟନ୍ତି। ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ ସମ୍ବନ୍ଧରେ କହିବା ତେବେ ତାଙ୍କ ହାଇଟ ୫.୧ ଇଂଚ ଅଟେ। କିନ୍ତୁ ସେ ନିଜର ସୁନ୍ଦରତା ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

୪. ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଦୀପିକା କକ୍କର’। ଟିଭି ରିଆଲିଟି ସୋ ‘ବିଗ ବସ’, ଟିଭି ସିରିଆଲ ‘ସସୁରାଲ ସିମର କା’, ‘କାହଁ ହମ କାହଁ ତୁମ’ ରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ଧ୍ୟାନ ନିଜ ଆଡ଼େ ଆକର୍ଷିତ କରିଥିବା ଅଭିନେତ୍ରୀ ଦୀପିକା ଙ୍କ ହାଇଟ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ ୫.୧ ଇଂଚ ଅଟେ। କିନ୍ତୁ ଦର୍ଶକ ମାନେ ତାଙ୍କ ହାଇଟ କୁ ନୁହେଁ ତାଙ୍କୁ ପସନ୍ଦ କରନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *