ଆଜି ବହୁତ ବଡ ହେଇ ସାରିଛନ୍ତି TV ର ଏହି Child Actress, 3 ନମ୍ବର ତ ଲାଗନ୍ତି ସବୁଠୁ ଅଧିକ ହଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନଙ୍କୁ ଆଜି ଆମେ କହିବାକୁ ଯାଉଛୁ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀର କିଛି ବାଲ୍ୟ କଳାକାର ଙ୍କ ବିଷୟରେ । ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ର କିଛି କଳାକାର ଯିଏ ନିଜର ଛୋଟ ବେଳେ ସିରିଏଲ ରେ ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ । ଏହି ଅଭିନେତା/ଅଭିନେତ୍ରୀ ମାନେ ବର୍ତ୍ତମାନ ବଡ଼ ହୋଇ ସାରିଛନ୍ତି ଏବଂ ସୋସିଆଲ ମିଡ଼ିଆ ରେ ତାଙ୍କ ଚର୍ଚ୍ଚା ବହୁ ମାତ୍ରାରେ ହେଉଛି । ବର୍ତ୍ତମାନ ସେମାନଙ୍କ ରଙ୍ଗ,ରୂପ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । କିଛି କଳାକାର ଏଭଳି ମଧ୍ୟ ଅଛନ୍ତି ଯିଏ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁ ନାହାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ/ଅଭିନେତା ଙ୍କ ସମ୍ବନ୍ଧରେ ।

୧. ଜନ୍ନତ ଜୁବେର ରେହମାନୀ – ପ୍ରଥମେ ଆସନ୍ତୁ ଜାଣିବା ୨୦୧୯ ମସିହାର ସିରିଆଲ ‘ଫୁଲବା’ ନିଜର କ୍ୟାରିଅର ର ଆରମ୍ଭ କରିଥିବା ‘ଜନ୍ନତ ଜୁବେର’ ଙ୍କ ବିଷୟରେ । ଜନ୍ନତ ନିଜର ଅଭିନୟ ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ମନକୁ କିଣି ନେଇଥିଲେ ଏବଂ ସଫଳତା ହାସଲ କରିଥିଲେ ।

ବର୍ତ୍ତମାନ ସମୟରେ ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ମଧ୍ୟ ଟିଭି ସିରିଏଲ ରେ ତାଙ୍କୁ ମୁଖ୍ୟ ଚରିତ୍ର ଭାବେ ଅଭିନୟ କରୁଥିବା ର ଦେଖୁବାକୁ ମିଳୁଛି ।

୨. ଆପଣ ମାନେ ‘ଅବନିତ କୌର’ ଙ୍କୁ ତ ଜାଣିଥିବେ ଯିଏ ନିଜର କ୍ୟାରିଅର ଡ଼ି.ଆଇ.ଡ଼ି ମଞ୍ଚରୁ ଆରମ୍ଭ କରିଥିଲେ । ବର୍ତ୍ତମାନ ସମୟରେ ଅବନିତ ସୋସିଆଲ ମିଡ଼ିଆ ରେ କୁଇନ ଭାବରେ ପରିଚିତ । ସେ ଡାନ୍ସ ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀରେ ଅଭିନୟ କରୁଥିବାର ତାଙ୍କୁ ଦେଖୁବାକୁ ମିଳୁଛି । ବର୍ତ୍ତମାନ ଅବନିତ ସିରିଏଲ ‘ଆଲହାଦିନ’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ।

୩. ସିରିଆଲ ‘ମୀରା’ ରୁ ଅଭିନୟ କ୍ଷେତ୍ରରେ ପାଦ ରଖି ନିଜ କ୍ୟାରିଅର ଆରମ୍ଭ କରିଥିବା ‘ଆସିକା ଭାଟିଆ’ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି । ସେ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସଲମାନ ଖାନ ଙ୍କ ସହ ମଧ୍ୟ କାମ କରିଛନ୍ତି । ଆସିକା ଅଭିନେତା ବରୁଣ ଧାବନ ଙ୍କ ବହୁତ ବଡ଼ ଫ୍ୟାନ ଅଟନ୍ତି ।

୪. ‘ଏହସାସ’ ନିଜର କ୍ୟାରିଅର ବହୁତ ଛୋଟ ବେଳୁ ହିଁ ଆରମ୍ଭ କରିଦେଇଥିଲେ । ‘କଭି ଅଲବିଦା ନା କେହେନା’ ଫିଲ୍ମ ରେ ତାଙ୍କୁ ଦେଖିବାକୁ ମିଳିଥିଲା ଏବଂ ‘ଓ ମାଈ ଫ୍ରେଣ୍ଡ ଗଣେଶା’ ଫିଲ୍ମ ରେ ତାଙ୍କୁ ପୁଅ ଚରିତ୍ର ରେ ଅଭିନୟ କରୁଥିବାର ଦେଖୀବାକୁ ମିଳିଥିଲା । ବର୍ତ୍ତମାନ ଏହସାସ ଛୋଟ ପରଦାର ଟିଭି ସିରିଏଲ ରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଛନ୍ତି । ବର୍ତ୍ତମାନ ସେ ସୋସିଆଲ ମିଡ଼ିଆ ରେ ଧମାଲ ମଚାଉ ଥିବାର ଦେଖିବାକୁ ମିଳୁଛି।

୫. ବନ୍ଧୁଗଣ ଆପଣ ମାନେ ‘ହଂସୀକା ମୋଟବାନି” ଙ୍କ ନାଁ ତ ଶୁଣିଥିବେ। ହଂସୀକା ନିଜ କ୍ୟାରିଅର ର ଆରମ୍ଭ ସିରିଆଲ ‘ସାକାଲାକା ବୁମ୍ ବୁମ୍’ ରୁ ଆରମ୍ଭ କରିଥିଲେ ଏବଂ ତାଙ୍କୁ ଫିଲ୍ମ ‘କୋଈ ମିଲ ଗୟା’ ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଛୋଟ ବେଳେ ଦେଖିବାକୁ ବହୁତ ସୁନ୍ଦର ଥିଲେ। ସେ ଇଂଜେକସନ ମାଧ୍ୟମରେ ନିଜକୁ ବହୁତ ମାତ୍ରା ରେ ବଦଳାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଏହା ତାଙ୍କ ପାଇଁ ହାନିକାରକ ହୋଇଥିଲା । ଇଂଜେକସନ ର ପ୍ରଭାବ ଦ୍ୱାରା ବର୍ତ୍ତମାନ ସେ ମୋଟା ହୋଇଯାଇଛନ୍ତି।ବର୍ତ୍ତମାନ ସେ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ରେ ଆସୁଛନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ କିଏ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *