Punit Pathak ଙ୍କୁ ବିବାହରେ Bollywood ଷ୍ଟାର ମାନଙ୍କ ତରଫରୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ , Prabhu Deva ଦେଲେ ସବୁଠୁ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ବଲିଉଡ ଡ୍ୟାନ୍ସର ଓ କୋରିଓଗ୍ରାଫର ମାନେ ବହୁତ ଚର୍ଚାରେ ରହୁଛନ୍ତି । ଏହିପରି ଜେନ ଫେମସ ଜଜ୍ ବା କୋରିଓଗ୍ରାଫର ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଏହି କୋରିଓଗ୍ରାଫର ଜଣକ ଆଉ କେହି ନୁହନ୍ତି ଏ ହେଉଛନ୍ତି ଟିଭି ରିଆଲିଟି ସୋ ‘ଡ୍ୟାନ୍ସପ୍ଲସ’ର ଜଜ୍ ପୁନୀତ ପାଠକ । ବନ୍ଧୁଗଣ ଆପଣ ମାନେ ସମସ୍ତେ ପୁନୀତ ପାଠକଙ୍କୁ ଫିଲ୍ମ ‘ଏବିସିଡି ଓ ଏବିସିଡି ୨’ରେ ଦେଖିଥିବେ । କିଛି ଫିଲ୍ମରେ ଅଭୟ କରିବା ପରେ ପୁନୀତ ଡ୍ୟାନ୍ସ ରିଆଲିଟି ସୋରେ ଜଜ୍ ରୂପେ ନଜର ଆସୁଛନ୍ତି ।

ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ପୁନୀତ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନିଧି ସିଂହଙ୍କର ବିବାହ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବଲିଉଡ ଓ ଟିଭିର ସମସ୍ତ ଷ୍ଟାର ମାନେ ପୁନୀତଙ୍କୁ ତାଙ୍କ ବିବାହ ପାଇଁ ଶୁଭ କାମନା ଜଣାଇବା ସହିତ କେତେକ ଗିଫ୍ଟ ମଧ୍ୟ ଦେଇଛନ୍ତି, ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପୁନୀତଙ୍କ ବିବାହରେ ମିଳିଥିବା ସମସ୍ତ ଗିଫ୍ଟ ବିଷୟରେ ଜଣାଇବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଗିଫ୍ଟ ବିଷୟରେ ।

ବରୁନ ଧାବନ- ବନ୍ଧୁଗଣ ପୁନୀତ ଅଭିନେତା ବରୁନ ଧାବନ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ଫିଲ୍ମ ‘ଏବିସିଡି’ରେ କାମ କରିଛନ୍ତି । ପୁନୀତ ଓ ବରୁନଙ୍କ ମଧ୍ୟରେ ବହୁତ ନିବିଡ ବନ୍ଧୁତା ରହିଛି । ପୁନୀତଙ୍କ ବିବାହରେ ବରୁନ ଆସିପାରି ନଥିଲେ ହେଲେ ସେ ପୁନୀତଙ୍କୁ ଏକ ଜାଗୁଆର X5 କାର ଗିଫ୍ଟ ଦେଇଛନ୍ତି । ବନ୍ଧୁଗଣ ଏହି ଗାଡିର ଦାମ ହେଉଛି ୫୫ ଲକ୍ଷ ଟଙ୍କା ।

ଶ୍ରଦ୍ଧା କପୁର- ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର । ବନ୍ଧୁଗଣ ଶ୍ରଦ୍ଧା ମଧ୍ୟ ପୁନୀତଙ୍କ ବିବାହରେ ଆସିପାରି ନଥିଲେ ହେଲେ ସେ ପୁନୀତଙ୍କୁ ଏକ ଚକିଲେଟ ବକ୍ସ ସହିତ ବହୁତ ସାରା ଶୁଭ କାମନା ଦେଇଥିଲେ ।

ଆଦିତ୍ୟ ନାରାୟଣ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆଦିତ୍ୟ ନାରାୟଣ । ଟିଭି ରିଆଲିଟି ସୋ ‘ଖତ୍ରୋ କେ ଖିଲାଡ଼ି’ରେ ଆଦିତ୍ୟ ଓ ପୁନୀତ ଏକା ସହ କାମ କରିଥିଲେ । ଆଦିତ୍ୟ ଓ ପୁନୀତଙ୍କ ମଧ୍ୟରେ ବହୁତ ନିବିଡ ବନ୍ଧୁତା ରହିଛି । ପୁନୀତଙ୍କ ବିବାହରେ ଆଦିତ୍ୟ ଏକ ଧଳା ରଙ୍ଗର ଗୋଲ୍ଡ ପ୍ଲେଟେଡ ଭେସ୍ଳେଟ ଗିଫ୍ଟ କରିଛନ୍ତି । ଏହି ଗିଫ୍ଟର ଦାମ ହେଉଛି ୧ ଲକ୍ଷ ଟଙ୍କା ।

ଭାରତୀ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଫେମସ କମେଡିଆନ ଭାରତୀ ସିଂହ । ପୁନୀତଙ୍କ ବିବାହରେ ଭାରତୀ ଉପସ୍ଥିତି ଥିଲେ ଓ ତାଙ୍କୁ ଏକ କାର୍ଟିୟର ବ୍ରାଣ୍ଡ ୱାଚ ସେଟ ଗିଫ୍ଟ କରିଥିଲେ । ଏହି ଗିଫ୍ଟର ଦାମ ହେଉଛି ୨.୫ ଲକ୍ଷ ଟଙ୍କା ।


ଧର୍ମେଶ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଫେମସ ଡ୍ୟାନ୍ସର ଧର୍ମେଶ । ଧର୍ମେଶ ଓ ପୁନୀତ ବହୁତ ଭଲ ସାଙ୍ଗ ଅଟନ୍ତି । ପୁନୀତଙ୍କ ବିବାହରେ ଧର୍ମେଶ ଏକ ୫୦ ହଜାର ଟଙ୍କାର ବ୍ରାଣ୍ଡେଡ ୱାଲେଟ ଦେଇଥିଲେ ।

ପ୍ରଭୁ ଦେବା- ପୁନୀତ ଙ୍କୁ ସବୁଠୁ ମହଙ୍ଗା ଗିଫ୍ଟ ଇଣ୍ଡିଆ ର ସବୁଠୁ ବଡ କୋରିୟଗ୍ରାଫର ପ୍ରଭୁ ଦେବା ଦେଇଛନ୍ତି । ସେ ପୁନୀତ ଙ୍କୁ Audi Q7 କାର ଗିଫ୍ଟ କରିଛନ୍ତି ଯାହାର ଦାମ 85 ଲକ୍ଷ ଟଙ୍କା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *