ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଣବ ପକାସ ଦାସ କହିଛନ୍ତି ଯେ ଡ୍ୟାନୀ ଭାଇ ଆମ୍ଭର ମନ୍ତ୍ରୀ ହୋଇଅଛି ଆପଣ ମାନେ ବହୁତ ଖୁସି ଅଛନ୍ତି ଆମ୍ଭେ ଜାଣିଅଛୁ । ୧୯୯୯ ମସିହା ମହାବାତ୍ୟା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାଇତ୍ଵ ନେଲେ ଯେ ସବୁ ଝଡଝଞ୍ଜା ଭିତରେ ୨ ହଜାର କୋଟି କୁ ଲକ୍ଷେ ୭୦ ହଜାର କୋଟି କରିଲେ । ବିଜୁ ଜନତା ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ତାଙ୍କୁ କେହି ଅଟକାଇ ପାରିବେ ନାହିଁ ସେ ସବୁକୁ ପ୍ରତିରୋଧ କରିକି ଯିବେ ।
ବନ୍ୟା ବାତ୍ୟା ହେଲେ ମଧ୍ୟ ସୁକିନ୍ଦା ବାସି ତାଙ୍କ ଲିଡର ଙ୍କ ସହିତ ରହିବେ ଏବଂ ଅଛନ୍ତି ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ଯେ ସୁଜକୀୟ ପିତା ର ସୁଜକୀୟ ପୁତ୍ର । ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ଵ ରେ ଓଡିଶା ଗୋଟିଏ ବଳକା ରାଜ୍ୟ ହେଲା ଫାଇନାନ୍ସ କ୍ଷେତ୍ରରେ । ଯାହା ଆଜି ପର୍ଯ୍ୟନ୍ତ କଣ୍ଟିନିଉ କରୁଛି । ଏବଂ ନିଶ୍ଚିତ ଡ୍ୟାନୀ ରୁରାଲ ଡେଭଲୋପ କୁ ସେ ନେଷ୍ଟ ଲେବଲ କୁ ନେବେ ।
କାରଣ ସେ ଜଣେ ଇଞ୍ଜିନିୟର ଅଟନ୍ତି । ଯେ ହେତୁ ସେ ଜଣେ ଇଞ୍ଜିନିୟର ତେଣୁ ସେଠାରେ କିଛି ଭାଙ୍ଗିଲେ ମଧ୍ୟ ସେ ତାହାକୁ ଗଢି ପାରିବେ । ପ୍ରଣବ କହିଛନ୍ତି ଯେ ଜନତା ଙ୍କ ଶକ୍ତି ଦ୍ଵାରା ଆମ୍ଭର ପର ଲାଗିଛି ଯାହାକି ଆମ୍ଭେ ମାନେ ଅନ୍ୟ ଜିଲ୍ଲା ର ନେତୃତ୍ଵ ନେଇ ତାହାକୁ ସଠିକ ଭାବରେ କାର୍ଯ୍ୟକାରୀ କରି ସଫଳ ହେବାରେ ସକ୍ଷମ ହୋଇଅଛୁ ।
ପ୍ରମିଳା ମାଡାମ ମଧ୍ୟ ୧୬ ବର୍ଷ ଧରି ମହିଳା ବିଜୁ ଜନତା ଦଳର ପ୍ରେସିଡେନ୍ଟ ରହିଅଛନ୍ତି । ଏହି ମାଟି ନେତୃତ୍ଵ ଦେଇଛି । ତେବେ ଏହି ମାଟି କୁ ପ୍ରଣାମ ଏହି କର୍ମଯ କୁ ପ୍ରଣାମ । ମାତ୍ର ଯାଜପୁର ବାସୀ ଙ୍କ ଭରୋଷା କାରଣରୁ ଆମ୍ଭେମାନେ ଏତେ ଦୂରକୁ ଆସିପାରିଛୁ ।
ସେ ଏହା ମଧ୍ୟ କହିଛନ୍ତି ଯେ ଯାଜପୁର ବାସୀ ଙ୍କ ସନ୍ନମାନ ଏବଂ ଭରୋଷା ଉପରେ ଆମ୍ଭେ ନିଶ୍ଚୟ ତିଷ୍ଟି ରହିବୁ ତଥା ଆମ୍ଭେ ଯାଜପୁର ବାସୀ ଙ୍କ ଟେକ ନିଶ୍ଚୟ ରଖିବୁ । ଏହା କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଏହା ସହିତ ସେ ପ୍ରୀତି ରଞ୍ଜନ ଦାସ ଙ୍କ ର ମଧ୍ୟ ବହୁତ ଭାବରେ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।