ଏତଲା ଦେଲେ ପ୍ରେମିକା, ଆଣିଲେ ସାଂଘାତିକ ଅଭିଯୋଗ… ଦେହ ବେପାର ଚଳାଉଛନ୍ତି ବିଧାୟକ ସହ ଜିଲ୍ଲା ପରିଷଦ ଓ ଅନ୍ୟାନ୍ୟ ସହକର୍ମୀ, ଦେଖନ୍ତୁ କଣ କହିଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସେକ୍ସ ରାକେଟ ଚଳାଉଛନ୍ତି ବିଧାୟକ । ବହୁ ନିରୀହ ଯୁବତୀ ଙ୍କ ଜୀବନ ସହିତ ଖେଳୁଛନ୍ତି ଖେଳ । ନିଜ ସ୍ଵାର୍ଥ ପୂରଣ ପରେ ସେକ୍ସ ରାକେଟ ରେ ଭର୍ତ୍ତି କରାଉଛନ୍ତି । ଏବଂ ଯୁବତୀ ମାନଙ୍କୁ ପର ପୁରୁଷ ଙ୍କ ପାଖକୁ ମଧ୍ୟ ପଠାଉଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ଯେ ସେକ୍ସ ରାକେଟରୁ ଅନେକ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି ବିଧାୟକ । ତେବେ ଦିନକୁ ଦିନ ନୂଆ ମୋଡ ନେଉଅଛି ତିପଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ସୋମାଲିକା ଦାସ ଙ୍କର ପ୍ରେମ କାହାଣୀ ।

ବର୍ତ୍ତମାନ କିନ୍ତୁ ସଙ୍ଘିନ ଅଭିଯୋଗ ଆଣିଛନ୍ତି ପ୍ରେମିକା ସୋମାଲିକା । ସୋମାଲିକା ଙ୍କ କହିବା ଅନୁସାରେ ନିଜ ସ୍ଵାର୍ଥ ଚରିତାର୍ଥ ହେବା ପରେ ବିଧାୟକ ଅନେକ ଯୁବତୀ ଙ୍କୁ ସେକ୍ସ ରାକେଟ ରେ ଭର୍ତ୍ତି କରାଉଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ସେସ୍କ ରାକେଟ ରୁ ଅନେକ ଟଙ୍କା ମଧ୍ୟ ଆଦାୟ କରୁଛନ୍ତି ବିଧାୟକ ।

ତେବେ ଏହିଭଳି କିଛି ବିଧ୍ୟାୟକ ବିଜୟ ଙ୍କ ବିରୁଦ୍ଧରେ ସୋମାଲିକା ଶନିବାର ଦିନ ଜଗସିଂହପୁର ଥାନା ରେ ଏତଲା ଦେଇଛନ୍ତି । ଅନଲାଇନ ଏବଂ ଅଫଲାଇନ ରେ ନାନା ସଙ୍ଘିନ ଅଭିଯୋଗ ମଧ୍ୟ ଉଠାଇଛନ୍ତି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଯେ ଏତଲାରେ ସେ ବିଧାୟକ ଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ବେଳେ ସହ ଅଭିଯୁକ୍ତ ରୂପେ ଜଗସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜଭୋଇ ଙ୍କ ସମେତ ବିଧ୍ୟାୟକ ଙ୍କ ମାମୁଁ ମାନସ ଦାସ, ସମ୍ପର୍କୀୟ ଦିଲ୍ଲୀପ ଦାସ, ତୁଷାର ବିଶ୍ଵାଳ ଏବଂ ଅନେକ କିଛି ବ୍ୟକ୍ତି ଙ୍କୁ ମଧ୍ୟ ଯୋଡିଛନ୍ତି ।

ବର୍ତ୍ତମାନ ସୋମାଲିକା କେବଳ ବିୟଧ୍ୟାୟକ ନୁହେଁ, ବିଧାୟକ ଙ୍କ ସହିତ ଅନେକ ବ୍ୟକ୍ତି ଙ୍କୁ ମଧ୍ୟ କାଠଗଡାକୁ ଟାଣିବାକୁ ଚେଷ୍ଟା କରିଛନ୍ତି । ଆଉ ଜଗସିଂହପୁର ଥାନା ରେ ପହଞ୍ଚିବା ପରେ ସୋମାଲିକା ଏତଲାରେ ବିଧାୟକ ଙ୍କ ବିରୋଧରେ କେତେ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ ଆଣିଥିଲେ ।  ଯେମିତିକି ସେକ୍ସ ରାକେଟ ଚଳାଉଛନ୍ତି ବିଧାୟକ ।

ବହୁ ନିରୀହ ଯୁବତୀ ଙ୍କ ଜୀବନ ସହିତ ଖେଳୁଛନ୍ତି ଖେଳ । ନିଜ ସ୍ଵାର୍ଥ ଚରିତାର୍ଥ ହେବା ପରେ ସେକ୍ସ ରାକେଟ ରେ ଭର୍ତ୍ତି କରାଉଛନ୍ତି । ଅପର ପାର୍ଶ୍ଵ ରେ ବିଧାୟକ କହିଛନ୍ତି ଏହିସବୁ ଯାହା ଅଭିଯୋଗ ହେଉଛନ୍ତି ତାହା ହେଉଛି ଭିତ୍ତିହୀନ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *