ନମସ୍କାର ବନ୍ଧୁଗଣ ତେବେ ଅନେକ ସମୟରେ ଏମିତି କୁହାଯାଏ କି ଆମେ ଯେଉଁ ଜିନିଷକୁ ଯେଉଁ ହିସାବରେ ଦେଖିଥାଉ ତାହା ଆମକୁ ସେମିତି ହିଁ ଦେଖାଯାଏ । କିନ୍ତୁ ଆମେ ଯେଉଁ ଫଟୋ ଗୁଡିକ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତାହା ବିଲକୁଲ ଓଲଟା ଅଟେ । କହିବାକୁ ଗଲେ ଆପଣ ଏହି ଫଟୋ ଗୁଡିକ ଦେଖି ଜାଣି ପାରିବେ, ଏହି ଫଟୋ ଗୁଡିକୁ ବୁଝିବା ପାଇଁ ଆପଣଙ୍କୁ ଏହାକୁ ଥରେ କିମ୍ବା ଦୁଇ ଥର ନୁହେଁ ବାରମ୍ବାର ଦେଖିବାକୁ ପଡିବ ।
କହିବାକୁ ଗଲେ ଏହି ଫଟୋ ଗୁଡିକୁ ଏମିତି ଏକ ଆଙ୍ଗେଲରୁ ଉଠା ଯାଇଛି କି କେହି ବି କଂଫ୍ଯୂଜ ହୋଇଯିବେ । ତେବେ ଏହି ଫଟୋରେ ଆପଣ ଦେଖିପାରୁଥିବେ କି ଚେୟାର ଉପରେ ଏକ ଯୁବକ ବସିଛି ନା ଯୁବତୀ । କିନ୍ତୁ ଯଦି ଆପଣ ଜୁମ କରି ଦେଖିବେ ତେବେ ଆପଣ ଜାଣିଯିବେ କି ଗୋଟିଏ ଯୁବକ ଚେୟାର ଉପରେ ବସିଛି ଓ ତାହାର ପଛରେ ଏକ ଯୁବତୀ ଛିଡା ହୋଇଛି ।
ତେବେ ବର୍ତ୍ତମାନ ଏହି ଫଟୋକୁ ଦେଖି ନିଅନ୍ତୁ । ଏହାକୁ ଦେଖିବା ପରେ ଆପଣ ବି ବୁଝି ପାରିବେ ନାହିଁ ଆପଣ କଣ ଦେଖୁଛନ୍ତି । କହିବାକୁ ଗଲେ ଏହି ଫଟୋରେ ଦୁଇ ଜଣ ଯୁବତୀ ଅଛନ୍ତି ଓ ଏଥିରେ ଜଣେ ଯୁବତୀ ଅନ୍ୟ ଏକ ଯୁବତୀକୁ ଏହିଭଳି ଭାବରେ ଉଠାଇଛି କି ଏହାକୁ ବୁଝିବା ବହୁତ କଷ୍ଟ ଅଟେ । ସେଥିପାଇଁ ଏହାକୁ ଜୁମ କରି ଦେଖନ୍ତୁ ।
ତେବେ ଯଦି ଆପଣ ଏହି ଫଟୋକୁ ଠିକ ସେ ଦେଖିବେ ତେବେ ଆପଣ ଜାଣି ପାରିବେ କି ଦୁଇ ଜଣ ଯୁବତୀ ଏକ୍ସରସାଇଜ କରୁଛନ୍ତି । ଯଦି ଆପଣ ଏହି ଫଟୋକୁ ସାମାନ୍ୟ ରୂପରେ ଦେଖିବେ ତ ଆପଣଙ୍କୁ ଲାଗିବ କି ଦୁଇ ଜଣ ଯୁବତୀ ପରସ୍ପର ସହିତ ଯୋଡି ହୋଇ ଅଛନ୍ତି । କିନ୍ତୁ ଜୁମ କରି ଦେଖିଲେ ଆପଣଙ୍କୁ ଅଲଗା ନଜାରା ଦେଖାଯିବ।
ତେବେ ଏହି ଫଟୋରେ ଗୋଟିଏ ଗାଡିରେ ପୋଷ୍ଟର ଲାଗିଛି କିମ୍ବା ସେଠି କୌଣସି ଅଲଗା ଗାଡି ଅଛି । ଏହା ଆପଣଙ୍କୁ ଜୁମ କରିବା ପରେ ହିଁ ଜଣା ପଡିବ ।
ତେବେ ଯଦି ଆପଣ ଏହି ଫଟୋକୁ ଯଦି ଆପଣ ଜୁମ୍ କରି ଦେଖିବେ ତ ଝିଅଟିର କାନରେ କିଛି ଲାଗି ଥିବା ଭଳିଆ ଜଣ ପଡୁଥିବ ହେଲେ ପ୍ରକୃତରେ ଏହା ଝିଅଟିର ପଛ ପଟ ରେ ଥିବା ପୈଁଟିଙ୍ଗର ରେଫ୍ଲେକ୍ସନ।
ତେବେ ଏହା ସହ ଯଦି ଆପଣ ଏହି ଫଟୋକୁ ଭଲ ଭାବରେ ଦେଖୁଛନ୍ତି ତେବେ ଆପଣଙ୍କୁ ଲାଗିବ କି ଖରା ଯୋଗୁ ବିଲେଇର ଛାଇ କାନ୍ଥରେ ପଡୁଛି । କିନ୍ତୁ ଜୁମ କରି ଦେଖିଲେ ଜାଣି ପାରିବେ କି ତାହା ତାହାର ଛାଇ ନୁହେଁ ତାହା କାନ୍ଥରେ ପ୍ରସ୍ତୁତ ଏକ ଚିତ୍ର ଅଟେ । କିନ୍ତୁ ବାସ୍ତବିକତା କିଛି ଅଲଗା ହିଁ ଅଟେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।