ଦେଖନ୍ତୁ EXCLUSIVE ଭିଡିଓ: କ୍ୟାମେରା ସାମ୍ନାକୁ ଆସିଲେ ଫେରାର ବୋହୂ ନନ୍ଦିନୀ, କହିଲେ ‘ବାହାଘରର ପ୍ରଥମ ରାତିରେ ମୋ ସ୍ଵାମି ମୋ ସହ….’

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଜଣେ ନବବଧୂ ଚମ୍ପଟ ମାରିବା ଘଟଣା ଧିରେ ଧିରେ ଅଧିକ ରହସ୍ୟପୂର୍ଣ ହେବାରେ ଲାଗିଛି । ନିକଟରେ ଘଟିଥିବା ନବବଧୂ ଚମ୍ପଟ ମାରିଥିବା ଘଟଣା ର ଖବର ରେ ସମୟକ୍ରମେ ନୂଆ ମୋଡ଼ ନେବାରେ ଲାଗିଛି । ଧୋକେବାଜ ବୋହୂର କଳା କାରନାମା ରେ ଫିଟୁଛି ନୂଆ ନୂଆ ଗୁମର । ଏହି ଘଟଣା ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ କିପରି ବିବାହ କରି ଆସି ତାଙ୍କ ପ୍ରେମିକ ଭିଣୋଇ ଙ୍କ ସହିତ ଅଶ୍ଳୀଇଳ ଭାବରେ ଭିଡିଓ କଲ୍ କରି ସ୍ୱାମୀଙ୍କୁ ମରଣାତ୍ମକ ଆକ୍ରମଣ କରି ଘରୁ ଟଙ୍କା ସୁନା ଗହଣା ଲୁଟ କରି ଫେରାର ହୋଇ ଯାଇଛନ୍ତି ।

ପୋଲିସ୍ ତାଙ୍କୁ ଧରିବା ପରେ ଛାଡି ଦେଇଛି । ତେବେ ବର୍ତ୍ତମାନ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଏହି ଘଟଣାକୁ ନେଇ । ଅନେକ ସମୟରେ ଦୁଇ ପରିବାରର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି । ତେବେ ଧିରେ ଧିରେ ଅନେକ ଗୁଡ଼ିଏ ରହସ୍ୟ ମଧ୍ୟ ଖୋଲିବାରେ ଲାଗିଛି । ଏହି ଘଟଣାରେ ନିକଟରେ ସାମ୍ନାକୁ ଆସିଥିଲା ତାଙ୍କ ଭିଣୋଇ ଙ୍କ ଚେହେରା ଯାହାଙ୍କ ସହିତ ଦେହ ଖୋଲା କରି ଗପୁଥିଲା ନନ୍ଦିନୀ ।

ଏହାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହେଲା । ଆଉ ଏହାପରେ ନନ୍ଦିନୀ ଏହି ଘଟଣା ସଂପର୍କରେ ଏବଂ ତାଙ୍କ ନାମରେ ହୋଇଥିବା ଅଭିଯୋଗ ସଂପର୍କରେ ନିଜେ ମୁହଁ ଖୋଲି କହିଛନ୍ତି ଯେ ଚଉଠି ରାତି ଦିନ ସେ ନ୍ୟୁଡ଼ ଭିଡିଓ କଲ୍ କରିବା କଥା ସମ୍ପୂର୍ଣ୍ଣ ମିଛ ଅଟେ । ତେବେ ଏହାଛଡା ସେ ତାଙ୍କ ସ୍ବାମୀଙ୍କ ବିରୋଧରେ କହିଛନ୍ତି ଯେ ସେ ଜଣେ ଓଲା ଅଟନ୍ତି । ସେ ତାଙ୍କ ପରିବାର କଥାରେ ହିଁ ବିବାହ କରିଥିଲେ । ତାଙ୍କର ନିଜର କୌଣସି ମତ ନାହିଁ ।

ନିଜେ ସେ କିଛି କହି ପାରନ୍ତି ନାହିଁ । ତାଙ୍କୁ ତାଙ୍କ ବାପା ମାଆ ଯାହା ଶିଖାନ୍ତି ସେ କେବଳ ସେଇଆ ହିଁ କୁହନ୍ତି । ଏହା ହେଉଛି ତାଙ୍କ ଘରର ଚାଲ । ଏଭଳି କହିବାକୁ ତାଙ୍କ ଘର ପକ୍ଷରୁ ତାଙ୍କୁ କୁହା ଯାଇଛି । ତେବେ ବନ୍ଦିନୀ ଏପରି କହିଥିବା ବେଳେ ଏବେ ତାଙ୍କର ପ୍ରତ୍ୟକ୍ଷ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଗଣମାଧ୍ୟମ କୁ ତାଂକର ପ୍ରତିକ୍ରିୟା ଦେଇ କହିଛନ୍ତ ଯେ ଏସବୁ ମିଛ ଯାହା ତାଙ୍କ ନାମରେ କୁହା ଯାଉଛି ।

ତେବେ ବର୍ତ୍ତମାନ ଆହୁରି କହିଛନ୍ତି କି ତାଙ୍କ ସ୍ଵାମୀ ଚତୁର୍ଥୀ ଦିନ ହିଁ ତାଙ୍କ ସହିତ ଶାରିରୀକ ସଂପର୍କ ରଖିବା ପାଇଁ କହୁଥିଲେ । ଆମେ ଯେହେତୁ ଗରିବ ଲୋକ ତେଣୁ ଆମକୁ ସେ ବାହାଘର ବିଷୟରେ କିଛି ବି କହି ନଥିଲେ । ହଠାତ ଏସବୁ କିଛି ହେଲା । ଏବେ ମୋ ନାମରେ ଏବଂ ମୋ ପରିବାର ନାମରେ ଭୁଲ କଥା କୁହା ଯାଉଛି ।

ବାହାଘର ପରେ ତାଙ୍କୁ ଧମକ ଦିଆ ଯାଇଥିଲା ଏବଂ ମାନସିକ ଅତ୍ୟାଚାର କରା ଯାଉଥିଲା ଯୌତୁକ ଟଙ୍କା ଦେବାକୁ ନେଇ ବୋଲି ନନ୍ଦିନୀ ଏଠାରେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ।ତେବେ କିଏ ସତ କିଏ ମିଛ ତାହା ବର୍ତ୍ତମାନ ରହସ୍ୟ ହୋଇ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *