ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରଜ୍ଞାନ ଖଟୁଆ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ପ୍ରଜ୍ଞାନ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ପ୍ରଜ୍ଞାନ ସଫଳତା ପାଇଛନ୍ତି ।
ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରଜ୍ଞାନ ନିଜ ପ୍ରେମିକା ସୁନ୍ଦନ୍ଦାଙ୍କ ସହ ପ୍ରେମ ବିବାହ କରିଛନ୍ତି । ବିବାହ ପରଠାରୁ ପ୍ରଜ୍ଞାନ ବହୁତ ଚର୍ଚ୍ଚାରେ ରହିଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରଜ୍ଞାନଙ୍କର ଏକ ସ୍ଟେଜ ପର୍ଫରମାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ପ୍ରଜ୍ଞାନ ନିଜ ସ୍କୁଲ ବେଳର କଥା କହୁଛନ୍ତି ଯାହା ଶୁଣିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ବନ୍ଧୁଗଣ ପ୍ରଜ୍ଞାନ କହୁଛନ୍ତି-‘ମୁଁ ଯେତେବେଳେ ସ୍କୁଲରେ ପାଠ ପଢୁଥିଲି ସେତେବେଳେ ମୁଁ ଏକ ନମ୍ବର ଟପର ଗଧ ଥିଲି । ତା କାରଣ କଣ ମୋତେ ସ୍କୁଲ ଯିବାକୁ ବହୁତ ବିରକ୍ତ ଲାଗେ କଣ ସ୍କୁଲ ଯିବ ସବୁଦିନ ସେଠି ପ୍ରାର୍ଥନା । ସବୁଦିନ ସେହି ଗୋଟିଏ ସାର ଗୋଟିଏ ଦିଦି ମୋତେ ଭାରି ବିରକ୍ତିଆ ଲାଗେ ।
ପ୍ରାର୍ଥନା ବେଳେ ମୋତେ ବିରକ୍ତିଆ କାହିଁକି ଲାଗେ ନା ୮୫ ପିଲାଙ୍କ ମଧ୍ୟରୁ ମୁ ସଭା ଲାଷ୍ଟରେ ଛିଡା ହେଇଥିବି ମୋ ହାଇଟ ଅଧିକ ଥିବାରୁ ମୁ ଲାଷ୍ଟରେ ଛିଡା ହୁଏ’ । ଏଭଳି ଭାବରେ ପ୍ରଜ୍ଞାନ ନିଜ ସ୍କୁଲ ବେଳର ଅନେକ କଥା କହିଛନ୍ତି । ତା ହେଲେ ଆପଣ ମାନଙ୍କୁ ପ୍ରଜ୍ଞାନଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।