ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧଟି ଏକ ମାସରୁ ଅଧିକ ଦିନ ହେବ ଲାଗି ରହିଛି । ବନ୍ଧୁଗଣ ଉଭୟ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା ଚାଲିଛି । ତେବେ ବନ୍ଧୁଗଣ ଏହି ଯୁଦ୍ଧର ପ୍ରଭାବ ମଧ୍ୟ ଏବେ ସାରା ବିଶ୍ଵରେ ପଡିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଭାରତକୁ ଆମେରିକାର ଧମକ । ଋଷ ଠାରୁ ତୈଳ କ୍ରୟ କଲେ ପରିଣାମ ଭଲ ହେବ ନାହିଁ ଉତ୍ତରରେ ଭାରତ ଦେଇଛି ବଡ ଜବାବ । ୟୁକ୍ରେନ-ଋଷ ଯୁଦ୍ଧରେ ଭାରତର ନୀରବତା ଓ ଋଷ ଠାରୁ ତୈଳ କିଣିବାକୁ ନେଇ ଭାରତକୁ ଧମକ ଦେଇଛି ଆମେରିକା ।
ଆମେରିକାର ଡେପ୍ୟୁଟି ଏନଏସଏ ତଥା ଜାତୀୟ ସୁରକ୍ଷା ଉପ ପରାମର୍ଶ ଦାତ୍ତା ଗଲିବ ସିଂହ ଭାରତ ଗ୍ରସ୍ତକୁ ଆସିଥିବା ବେଳେ ଋଷ ସହ ଭାରତର ବାଣିଜିକ ସମ୍ପର୍କକୁ ନେଇ ଚେତାବନୀ ଦେଇଥିବା ଜଣା ପଡିଛି । ୟୁକ୍ରେନ ଉପରେ ଆକ୍ରମଣ କରିଥିବାରୁ ପାଶ୍ଚାତ୍ୟ ଦେଶ ଗୁଡିକ ଋଷ ଉପରେ କଟକଣା ଲାଗୁ କରି ସାରିଛନ୍ତି । ଏହି ପରିପକ୍ଷେ ଯଦି କୌଣସି ରାଷ୍ଟ୍ର ଏଭଳି କଟକଣାକୁ ଖାତିର ନକରି ଋଷ ଠାରୁ ତୈଳ କିଣନ୍ତି ତେବେ ପରିଣାମ ଭୟାବହ ହେବ ବୋଲି ଗଲିବ କହିଛନ୍ତି ।
ଏପରି ଭାରତ ମଧ୍ୟ ଆମେରିକାର ଆକ୍ରଶରୁ ବର୍ତ୍ତିବ ନାହିଁ ବୋଲି ସେ କହିଛନ୍ତି । ଭାରତ ଭଳି ଏକ ବିକଶିତ ଦେଶ ସହ ସୁସମ୍ପର୍କ ରଖିବା ପାଇଁ ଆମେରିକା ସବୁବେଳେ ଆଗ୍ରହୀ ହେଲେ ଏଭଳି ଏକ ଘଡି ସନ୍ଧି ମୂହୁର୍ତ୍ତରେ ଭାରତ ସମେତ ଯଦି ଅନ୍ୟ କୌଣସି ରାଷ୍ଟ୍ର ଋଷ ନିକଟରୁ ତୈଳ କିଣନ୍ତି ତେବେ ସେମାନେ ଏହି କଟକଣାର ଗୁରୁତ୍ଵକୁ ଅପମାନିତ କରୁଛନ୍ତି ବୋଲି ଗଲିବ କହିଛନ୍ତି ।ହେଲେ ଭାରତ ବି ଚୁପ ରହି ନାହିଁ ଗଲିବଙ୍କ ସବୁ ଚେତାବନୀର କଡା ଜବାବ ଦେଇଛନ୍ତି ଭାରତୀୟ ଜାତିସଂଘ ସ୍ଥାୟୀ ଅଧିକାରୀ ।
ଗଲିବ ଯେପରି ଭାରତ ପ୍ରତି ଭାଷା ପ୍ରୟୋଗ କରିଛନ୍ତି ତାହା କେତେ ଦୂର ଗ୍ରହଣୀୟ । ଏହା କଣ ଭାରତ ପ୍ରତି ଆମେରିକାର ବନ୍ଧୁତା । ଏହା କୂଟନୀତିର ଭାଷା ନୁହେଁ ଏହା ଜବରଦସ୍ତି ଚାପ ପ୍ରୟୋଗର ଭାଷା । ଗଲିବଙ୍କର ବୋଧେ ଜ୍ଞାନ ନାହିଁ ଯେ, ଏକ ତରଫା ଥଣ୍ଡାତ୍ମକ ପ୍ରତିବନ୍ଧକ ଅନ୍ତରାଷ୍ଟ୍ରୀୟ ଆଇନର ଉଲଂଘନ ବୋଲି ଏପରି କହିଛନ୍ତି ଭାରତୀୟ ଜାତିସଂଘର ସ୍ଥାୟୀ ସଦସ୍ୟ ସହିଦ ଆକବର ଉଦେନ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।