Sharmistha ଫେରାର୍ ହେବା ପୂର୍ବର ଭିଡିଓ, ଦେଖନ୍ତୁ Manas ଙ୍କ ମୃତ୍ୟୁକୁ ନେଇ ଦେଉଛନ୍ତି କେମିତି ସଫେଇ, ଦେଖନ୍ତୁ Video

ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତ୍ୟାକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ତେବେ ଏହି ମାମଲାର କେତେକ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଅଟକ ରଖିଛି ଓ ଏବେ ତଦନ୍ତ ଜାରି ରଖିଛି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତା ହେଉଛନ୍ତି ଶର୍ମୀଷ୍ଠା । ତେବେ ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଭାଇରାଲ ଭିଡିଓ ପଛରେ ଅନେକ ସତ୍ୟତା ଲୁଚି ରହିଥିଲା ଯାହା ପୂର୍ବରୁ ସାମ୍ନାକୁ ଆସି ନଥିଲା । ଏହି ଭିଡିଓକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକାରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ କୁହାଯାଉଛି ଏହି ଭିଡିଓଟି ଶର୍ମୀଷ୍ଠା ଫେରାର ହେବା ପୂର୍ବର ଭିଡିଓ । ତେବେ ଏହି ଭିଡିଓରେ ଶର୍ମୀଷ୍ଠା ଜଣେ ମହିଳାଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି ।

ଏହି ଭିଡିଓଟିକୁ ମାନସଙ୍କ ସାଙ୍ଗ ଦୀପକ ରେକର୍ଡ କରିଥିବାର ଜଣା ପଡିଛି । ବନ୍ଧୁଗଣ ଏହି ଭିଡିଓରେ ଶର୍ମୀଷ୍ଠା ହତ୍ୟା କରିବା ପରେ ସଫେଇ ଦେଉଥିବାର ନଜର ଆସୁଛନ୍ତି ଯାହାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ବୃଦ୍ଧାଶ୍ରମ ନାଁରେ କଳା କାର୍ଣ୍ଣମା କରୁଥିଲେ ଶର୍ମୀଷ୍ଠା । କେବଳ ଶର୍ମୀଷ୍ଠା ନୁହେଁ ତାଙ୍କ ସହ ନିରଞ୍ଜନ ଓ ଝୁନା ମଧ୍ୟ ସାମିଲ ଅଛନ୍ତି । ତେବେ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

ଗୋଟେ ଚିପ୍ ପାଇଁ ଶର୍ମୀଷ୍ଠା ମାନସ ସ୍ଵାଇଁଙ୍କ ହତ୍ୟା କରିଛନ୍ତି । ସେହି ଚିପ୍ ବିଷୟରେ ଅଧିକ କିଛି ତଥ୍ୟ ସାମ୍ନାକୁ ଆସି ନାହିଁ । ହେଲେ ଗତ କିଛି ଦିନ ତଳେ ମାନସଙ୍କ ସାଙ୍ଗ ସେହି ଚିପ୍ କୁ ନେଇ ଏକ ବଡ ଖୁଲାସା କରିଥିଲେ । ସେ କହିଥିଲେ ସେ ଚିପ୍ ରେ ଗାଧୋଇବା ଭିଡିଓ ଥିଲା । ମାନସ ସେହି ଭିଡିଓ ରେକର୍ଡ କରି ଚିପ୍ ନିଜ ପାଖରେ ରଖିଥିଲେ ।

ଶର୍ମୀଷ୍ଠା ଚାପ ପକାଇବା ସତ୍ବେ ମଧ୍ୟ ମାନସ ସେହି ଚିପ୍ ଦେଇ ନଥିଲେ ଯାହାଫଳରେ ଶର୍ମୀଷ୍ଠା ମାନସଙ୍କ ହତ୍ୟା କରିଥିଲେ । ତେବେ ବର୍ତ୍ତମାନ ଶର୍ମୀଷ୍ଠାଙ୍କ ଏହି ଭିଡିଓକୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *