ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କାହାକୁ ଏସିଆର ଆଲୋକ କୁହାଯାଏ ?
ଉତ୍ତର- ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ କୁହାଯାଏ ।
୨. କେଉଁ ଦେଶକୁ ୟୁରୋପର ଭାରତ କୁହାଯାଏ ?
ଉତ୍ତର- ଇଟାଲୀ ଦେଶକୁ ୟୁରୋପର ଭାର କୁହାଯାଏ ।
୩. ଗୌତମ ବୁଦ୍ଧଙ୍କ ମୃତ୍ୟୁ କେଉଁଠି ହୋଇଥିଲା ?
ଉତ୍ତର- କୁଶିନଗର ଠାରେ ହୋଇଥିଲା ।

୪. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କେତେ ବର୍ଷ ?
ଉତ୍ତର- ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଥାଏ ।
୫. ତାଜମହଲ ନିର୍ମାଣ ପାଇଁ କେତେ ବର୍ଷ ଲାଗିଥିଲା ?
ଉତ୍ତର- ତାଜମହଲ ନିର୍ମାଣ ପାଇଁ ଦୀର୍ଘ ୨୨ ବର୍ଷ ଲାଗିଥିଲା ।
୬. ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର-ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଓଡିଶା ରାଜ୍ୟର ପୁରୀ ଜିଲ୍ଲାରେ ଅବସ୍ଥିତ ।

୭. କେଉଁ ଦେଶ ସର୍ବାଧିକ କାଚ ବା ଗ୍ଳାସ ଉତ୍ପାଦନ କରିଥାଏ ?
ଉତ୍ତର- ଚୀନ ଦେଶ ସର୍ବାଧିକ ଗ୍ଳାସ ଉତ୍ପାଦନ କରିଥାଏ ।
୮. କେଉଁ ଦେଶ ସର୍ବାଧିକ ଚିନାବାଦାମ ଉତ୍ପାଦନ କରିଥାଏ ?
ଉତ୍ତର- ଚୀନ ଦେଶରେ ସର୍ବାଧିକ ଚିନାବାଦାମ ଉତ୍ପାଦନ କରାଯାଏ ।
୯. ତାମିଲନାଡୁ ରାଜ୍ୟର ରାଜଧାନୀ ନାମ କଣ ?
ଉତ୍ତର- ତାମିଲନାଡୁ ରାଜ୍ୟର ରାଜଧାନୀ ହେଉଛି ଚେନ୍ନାଇ ।

୧୦. ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀର ନାମ କଣ ?
ଉତ୍ତର- ଉତ୍ତର ପ୍ରଦେଶ ରାଜ୍ୟର ରାଜଧାନୀ ନାମ ହେଉଛି ଲକ୍ଷ୍ନୌ ।
୧୧. କେଉଁ ସ୍ଥାନକୁ ଇଶ୍ଵରଙ୍କ ବାସସ୍ଥାନ ବୋଲି କୁହାଯାଏ ?
ଉତ୍ତର- ପ୍ରୟାଗରାଜ ସ୍ଥାନକୁ ଇଶ୍ଵରଙ୍କ ବାସସ୍ଥାନ ବୋଲି କୁହାଯାଏ ।

୧୨. ”ଇନକିଲାବ୍ ଜିନ୍ଦାବାଦ” ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର- ଭଗତ ସିଂହ ଦେଇଥିଲେ ।
୧୩. INDIA ର ଫୁଲଫର୍ମ କଣ ?
ଉତ୍ତର- I-Independent,N-Nation,D-Declared,I-In,A-August

