ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ମା ବାପା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିସାରିଛନ୍ତି । ହେଲେ ସୋନାଲି ନନ୍ଦ ଏହାକୁ ନେଇ କୌଣସି ବୟାନ ଦେଇ ନାହାନ୍ତି ।
ବର୍ତ୍ତମାନ ସୋମ୍ୟଙ୍କ ପରିବାର ଲୋକ ଜନସାଧାନ ଓ ପୋଲିସ ପ୍ରଶାସନକୁ ନ୍ୟାୟ ପାଇବା ପାଇଁ ଅନୁରୋଧ କରୁଛନ୍ତି । କାରଣ ଏହି ମାମଲାରେ ଅଧିକାଂଶ ପ୍ରମାଣ ସୋନାଲିଙ୍କ ବିରୋଧରେ ରହିଛି ଓ ସୋମ୍ୟଙ୍କ ମୃତ୍ୟୁ ପାଇଁ କେବଳ ସୋନାଲି ଦାୟୀ ବୋଲି ସେ ନିଜ ସୁସାଇଡ ନୋଟରେ ଲେଖି ଯାଇଛନ୍ତି ।
ଆତ୍ମହତ୍ୟା ପୂର୍ବରୁ ମଧ୍ୟ ସୋମ୍ୟ ନିଜ ପ୍ରେମିକା ସୋନାଲିଙ୍କୁ ଅନେକ ଥର ଫୋନ କଲ୍ ଏବଂ ମେସେଜ କରିଥିଲେ ହେଲେ ସୋନାଲି ଏହାକୁ ଅଣଦେଖା କରିଦେଇଥିଲେ । ଯଦି ସୋନାଲି ସେତେବେଳେ ସୋମ୍ୟଙ୍କ ସହ କଥା ହୋଇଯାଇଥାନ୍ତେ ତା ହେଲେ ବୋଧେ ସୋମ୍ୟ ଆଜି ଆମ ମାନଙ୍କ ମଧ୍ୟରେ ଥାନ୍ତେ । ନଚେତ ଯଦି ସୋନାଲି ତାଙ୍କ ବାପା ମାଙ୍କୁ ଏହା ବିଷୟରେ ସୂଚନା ଦେଇଥାନ୍ତେ ତା ହେଲେ ମଧ୍ୟ ଆଜି ତାଙ୍କ ବାପା ମା କୋଳ ଶୂନ୍ୟ ହୋଇନଥାନ୍ତେ ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓଟି ଦେଖିଲେ ଆପଣ ମାନଙ୍କ ଆଖି ମଧ୍ୟ ଲୁହରେ ଭରିଯିବ । ଏହି ଭିଡିଓରେ ସୋମ୍ୟଙ୍କ ଭଣଜା ନିଜ ମାମୁ ଫଟୋ ଉପରେ ଫୁଲ ପକାଉ ଥିବାର ନଜର ଆସୁଛି । ଏହା ସହିତ ସେ ନିଜ ମାମୁ ଫଟୋକୁ ଆଉଁସି ଦେଉଛି । ବନ୍ଧୁଗଣ ଏହି ଛୋଟ ପିଲାଟି ମଧ୍ୟ ଏବେ ଜାଣି ସାରିଛି ତା ମାମୁ ଆଉ ତା ସହ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

