ତହସିଲଦାର ସ୍ବାମୀଙ୍କ ପରକୀୟା ପ୍ରୀତି ! ଧରା ପଡିବା ପରେ ଯାହା ହେଲା ଦେଖିଲେ ଆପଣ ହେଇଯିବେ ତାଯୁବ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସବୁବେଳେ କିଛି ନା କିଛି ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ଧରୁଛି । ତେବେ ସେ ସ୍ୱାମୀ ସ୍ତ୍ରୀ ଝଗଡା ହେଉ କିମ୍ବା ଆଉ କିଛି ତେବେ ବର୍ତ୍ତମାନ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନା କୁ ଆସିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ନିଜର କାର୍ଯ୍ୟ କଳାପ କୁ ନେଇ ଚର୍ଚ୍ଚା ରେ ରହୁଥିବା ବେଳେ

ଆଜି ତାଙ୍କ ଧର୍ମ ପତ୍ନୀ ତାଙ୍କ ନାମରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପ୍ରାପ୍ତ ସୂଚନା ଅନୁଯାୟୀ ରାଜଗାଙ୍ଗପୁର ତହସିଲ ଦାର ଶରତ ଚନ୍ଦ୍ର ବାଗ୍ ଙ୍କ ଧର୍ମ ପତ୍ନୀ ଡ଼ାଲିଆ ଦେବନାଥ ଆଜି ରାଜଗାଙ୍ଗପୁର ଥାନା ରେ ପହଁଚି ତାଙ୍କ ସ୍ୱାମୀ ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କ ଦୁଇ ଝିଅଙ୍କୁ ମାଡ଼ ମାରି ତାଙ୍କ ଠାରୁ ମୋବାଇଲ ନେଇ ଯାଇଛନ୍ତି ।

ଏହି କାରଣରୁ ତାଙ୍କ ଝିଅ ମାନଙ୍କ ସହ କୋଣସି ସମ୍ପର୍କ ହେଉପାରୁନାହିଁ ବୋଲି ଅଭିଯୋଗ ସ୍ତ୍ରୀ । ତେବେ ତାଙ୍କ କହିବା ଅନୁଯାଇ ତାଙ୍କ ସ୍ୱାମୀଙ୍କ ବହୁ ଝିଅଙ୍କ ସହ ସମ୍ପର୍କ ରହିଥିବା ବେଳେ ସେ ଗୋଟେ ଝିଅକୁ ନେଇ ରାଉରକେଲାରେ ଲିଭ ଇନ ରିଲେସନ ସିପରେ ରହୁଥିବା ବେଳେ ତାଙ୍କ ଦୁଇ ଝିଅ ଏ ବିଷୟରେ ଜାଣିଥିଲେ । ଏହା ସହ ତହସିଲ ଦାର ନିଜ ଝିଅଙ୍କୁ ସମ୍ପୃକ୍ତ ଯୁବତିଙ୍କୁ ମା ବୋଲି ଡାକିବାକୁ ବାଧ୍ୟ କରିଥିଲେ ।

ଏ ନେଇ ତାଙ୍କ ଝିଅ ନିଜ ମା ଙ୍କୁ ଖବର ଦେଇଥିଲେ । ଏହା ଜାଣିବା ପରେ ତହସିଲ ଦାର ତାଙ୍କ ଝିଅଙ୍କ ପାଖରେ ଥିବା ମୋବାଇଲକୁ ଛଡାଇ ନେଇ ଥିବା ବେଳେ ଝିଅ ମାନଙ୍କ ସହ କୋଣସି ସମ୍ପର୍କ ହେଉ ପାରୁନାହିଁ । ତେବେ ଯାହା ଫଳରେ ସେ ଚିନ୍ତିତ ଅଛନ୍ତି ଓ ତାଙ୍କ ଝିଅ ମାନଙ୍କ ପ୍ରତି ବିପଦ ରହିଛି ।

ତାଙ୍କ ଝିଅ ସହ ସାକ୍ଷାତ କରାଇଦିଆଯିବା ସହ ତାଙ୍କ ସ୍ୱାମୀ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ନେଇ ଥାନା ରେ ଅଭିଯୋଗ କରିଛନ୍ତି । ରାଜଗାଙ୍ଗପୁର ଥାନାରେ ଅଭିଯୋଗ ଦେବା ପରେ ସେ ବର୍ତ୍ତମାନ ଏସପି ଅଫିସର ଦ୍ୱାରସ୍ଥ ହୋଇ ଥିବା ଜଣା ପଡ଼ିଛି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *