ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଏହି ଭିଡିଓରେ ଜଣେ ବୁଢୀ ମାଉସୀ ଇଲେକ୍ସନ ବିଷୟରେ ଏମିତି କହିଛନ୍ତି ଯାହା ସାରା ଓଡିଶାରେ ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ଏହି ବୁଢୀ ମାଉସୀ କଣ କହିଛନ୍ତି ଆସନ୍ତୁ ଜାଣିବା । ବୁଢୀ ମାଉସୀ କହିଛନ୍ତି-‘ବୈଶାଖୀରେ ଆମେ ମାନେ ମରିଗଲୁ ପାଣି ଟୋପେ ବି ମିଳିଲା ନାହିଁ ଆଉ ଭୋଟ ନେବା ବେଳୁ ଗାଁରେ ଲାଇନ ଲାଗୁଛି ସମସ୍ତଙ୍କର । କଣ ସେଥିରେ ଲାଭ ଅଛି କହିଲ ଦେଖି ମତେ’ ।
ଆଗକୁ ବୁଢୀ ମାଉସୀ କହିଛନ୍ତି-‘ତୁ କଣ ଏମିତି ବାଡଉଛୁ ମୁ ପା ଏମିତି ବାଡେଇବି । ଆଇଥିଲେ ଦୁଇଜଣ କାନ ମୋଡି କହିଲେ, ଏ ବୁଢୀଟି ଯାହା କହୁଛି ସତ କହୁଛି । ମୁ କହିଲି ଯା ଆମେ ତ ମରିବୁ ବୟସ ଆସି କେତେ ହେଲାଣି । ଆଉ ଦଉଡି ଆସୁଛନ୍ତି ଭୋଟ ପାଇଁ କିଏ ମରୁଛି ବଞ୍ଚୁଛି କେହି ଦେଖୁ ନାହାନ୍ତି ତାଙ୍କ ପାଇଁ ତ କିଛି ନାହିଁ । ଗ୍ରୁପ କରି ମା ମାନଙ୍କୁ ୫୦୦ ନିଅ ଆଉ ମା ମାନଙ୍କର କଣ ହେବ’ ।

ଆଗକୁ ବୁଢୀ ମାଉସୀ କହିଛନ୍ତି-‘ଆରେ ପିଲା ମାନେ ତ କେରଳ ଗାଁରେ ମଲେଣି ତାଙ୍କ ପାଇଁ କିଛି ଆମ ଓଡିଶାରେ କରୁନ । ଆଉ ଏତିକି ବେଳକୁ ଆସୁଛ ସମସ୍ତେ ଭୋଟ ଦିଅ ନୋଟ ଗଣି ଦେଉଛ କାହାକୁ ୧୦୦, ୨୦୦’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବୁଢୀ ମାଉସୀ ଜଣକ ନିର୍ବାଚନ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ଆପଣ ମାନଙ୍କୁ ବୁଢୀ ମାଉସୀଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

