ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ରେ ଏଭଳି କିଛି ଭିଡିଓ ଭାଇରାଲ ହେବାକୁ ଲାଗୁଛି ଯାହା ଆମକୁ ଆଶ୍ଚର୍ଯ୍ୟ କରି ଦେଉଛି ଏବଂ ଏହାସହିତ ଲୋକ ମାନଙ୍କ ମନରେ ଖୁବ କୌତୁହଳ ସୃଷ୍ଟି କରିଥାଏ । ଏଭଳି ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆ ରେ ଚହଳ ସୃଷ୍ଟି କରିଥାଏ ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ ମଧ୍ୟ କରିଥାଏ । ତେବେ ସେହିପରି ଏକ ଭିଡିଓ ସୋସିଆଲ ମିଡିଆ ରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯାହା ଜନ ସାଧାରଣ ଙ୍କ ମନରେ ଉତ୍କଣ୍ଠା ଉତ୍ପନ୍ନ କରିଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଭାଇରାଲ ହୋଇଥିବା ଭିଡିଓ ସମ୍ବନ୍ଧରେ କହିବୁ ଯାହା ଆପଣ ଜାଣିଲେ ଖୁବ ଏଣ୍ଟରଟେନ୍ ହେବେ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଉକ୍ତ ଭିଡ଼ି ଟି ନିକଟରେ ଭାଇରାଲ ହୋଇଛି । ସେହି ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ବୃଦ୍ଧ ଷ୍ଟ୍ରିଟ କ୍ରିକେଟ ଖେଳୁଛନ୍ତି ।
ଆଉ ସେ ଏହି କ୍ରିକେଟ ଖେଳ ରେ ଏତେ ମାତ୍ରାରେ ମଜି ଯାଇଛନ୍ତି ଯେ, ତାଙ୍କ ଖେଳ ଦେଖି ପିଲାମାନେ ମଧ୍ୟ ଚିଲାଇବାକୁ ଲାଗିଛନ୍ତି । କେବଳ ଏତିକି ନୁହେଁ ବୃଦ୍ଧ ଜଣକ ଯେତେବେଳେ ସଟ୍ ଖେଳି ରନ୍ ନେବାକୁ ଲାଗିଲେ ସେତେବେଳେ ଏହା ଖୁବ ମଜାଦାର ଥିଲା । ସେଥି ମଧ୍ୟ ରୁ ଜଣେ ପିଲା ଏହି ଭିଡିଓ ଟି କୁ ରେକର୍ଡ କରିଥିଲା ଏବଂ ଏହି ଭିଡିଓ ଟି ବର୍ତ୍ତମାନ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।
ବାସ୍ତବରେ ଭିଡିଓ ଟି କୁ ଇଂଷ୍ଟାଗ୍ରାମ ର ଏକ ନ୍ୟୁଜ ଚ୍ୟାନେଲ ଆକାଉଣ୍ଟ ରେ ସେୟାର କରାଯାଇଛି । ଏହାକୁ ଅନେକ ବ୍ୟକ୍ତି ସେୟାର କରିଥିବା ବେଳେ ଅଧିକାଂଶ ଏହାକୁ ଲାଇକ କରିଛନ୍ତି । ତେବେ ବୃଦ୍ଧ ବ୍ୟକ୍ତି ଙ୍କ ଏଭଳି ଷ୍ଟ୍ରିଟ୍ ଖେଳ ଦେଖି ଦର୍ଶକ ମାନେ ଖୁବ ଆନନ୍ଦ ପାଇଛନ୍ତି ଏବଂ ବୃଦ୍ଧ ବ୍ୟକ୍ତି ଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହା ସହିତ କମେଣ୍ଟ ମାଧ୍ୟମରେ ନିଜର ଭଲ ପାଇବା ମଧ୍ୟ ପ୍ରକାଶ କରିଛନ୍ତି । ଆଶା କରୁଛୁ ଏହି ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ତେବେ ଆପଣ ମାନଙ୍କୁ ବୃଦ୍ଧ ବ୍ୟକ୍ତି ଙ୍କ ଏହି ଭିଡିଓ ଟି କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

