ଯଦି ସୁମିତଙ୍କ ପରିବାରକୁ ଆମେ ତାଲା ମାରିଛୁ, ତାହେଲେ ସେମାନେ…’ Tapaswini ଙ୍କ ଉପରେ ଲାଗିଥିବା ଗୃହବନ୍ଦୀ ଆରୋପ ଉପରେ Pramila ମା’ ଯାହା କହିଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କେବେ ସରିବ ବ୍ରହ୍ମପୁର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ । କେଉଁଠି ରହିବେ ତପସ୍ୱିନୀ ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ । ଏଥିପାଇଁ ଉଭୟ ପରିବାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । କୋର୍ଟଙ୍କ ଆଦେଶ ସ୍ୱାମୀ-ସ୍ତ୍ରୀଙ୍କ ସପକ୍ଷରେ ଆସିବ ବୋଲି ତପସ୍ୱିନୀ ଆଶାବ୍ୟକ୍ତ କରିଛନ୍ତି । ତେବେ ପୂର୍ବରୁ ଜିଲ୍ଲା କୋର୍ଟରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି ହୋଇଛି ।

ଏସଡିଜେଏମ କୋର୍ଟଙ୍କ ୨ ଓ ୯ତାରିଖ ଆଦେଶ ବିରୋଧରେ ସୁମିତଙ୍କ ପକ୍ଷରୁ ପିଟିସନ ଫାଇଲ ହୋଇଥିବା ବେଳେ ୨୦ ତାରିଖ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ ତପସ୍ୱିନୀଙ୍କ ଓକିଲ । ଘରୋଇ ହିଂସା ମାମଲା ରୁଜୁ ପୂର୍ବରୁ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସୁମିତଙ୍କ ଘରେ ତପସ୍ୱିନୀ ରହିଲେ ବହୁ ଅସୁବିଧା ହେବ ବୋଲି କହିଛନ୍ତି ସୁମିତଙ୍କ ଓକିଲ ।

ତପସ୍ୱିନୀଙ୍କୁ ଘରଭଡ଼ା ଦେବାକୁ ସୁମିତ ରାଜି ଥିବା ସେ କହିଛନ୍ତି । ତେବେ ଇଣ୍ଟେରିମ୍‌ ମେଣ୍ଟେନାନ୍‌ସ ସଂପର୍କରେ ଦାବି ରଖିଛନ୍ତି ତପସ୍ୱିନୀଙ୍କ ଓକିଲ । ସେପଟେ ଏବେ ଘର ବାରଣ୍ଡା ତାଙ୍କ ପାଇଁ ଭରସା ପାଲଟିଛି । ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ତପସ୍ୱିନୀ । ତେବେ ବର୍ତ୍ତମାନ ସୁମିତ ଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି କି ତପସ୍ୱିନୀ ସେମାନଙ୍କୁ ଗୃହ ବନ୍ଦୀ କରି ରଖିଛନ୍ତି ।

ତେବେ ଏହାକୁ ନେଇ ସମାଜ ସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି କି ଏହା ସମ୍ପୂର୍ଣ୍ଣ ଭାବରେ ମିଛ କଥା । ଆମେ କାହାକୁ ବି ବନ୍ଦୀ କରି ରଖି ନାହୁଁ । ଆଉ ଯଦି ଆମେ ଗୃହ ବନ୍ଦୀ କରି ରଖିଥାନ୍ତୁ ତେବେ ସେମାନେ କେଶ କାହିଁ କରୁ ନାହାନ୍ତି । ଏହା ଛଡା ଗୃହ ବନ୍ଦୀ ଭାବରେ ସେ କେଉଁ ଭଳି ଭାବରେ ନିଜ ର ଗେଟ ଖୋଲି ଗ୍ୟାସ ନେଇ କି ଯାଇଥିଲେ ଏବଂ ଦସ୍ତଖତ ମଧ୍ୟ କରିଥିଲେ ।

ଯଦି ତପସ୍ୱିନୀ ଚାହିଁ ଥାଆନ୍ତା ତେବେ ସେତେବେଳେ ଜୋର ଜବରଦସ୍ତ ପଶି ଯାଇଥାନ୍ତା କିନ୍ତୁ ଆମେ ଏଭଳି କରିବୁ ନାହିଁ କାରଣ କୋର୍ଟ ର ନିଷ୍ପତ୍ତି କୁ ଆମେ ସମ୍ମାନ ଦେଉଛୁ । କୋର୍ଟ ଯାହା କହିବ ଆମେ ତାହା ମାନିବୁ ଏବଂ ଆମେ ଜାଣିଛୁ ସତ୍ୟ ର ହିଁ ଜିତ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୂର୍ବରୁ ଜିଲ୍ଲା କୋର୍ଟରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି ହୋଇଛି ।

ଏସଡିଜେଏମ କୋର୍ଟଙ୍କ ୨ ଓ ୯ତାରିଖ ଆଦେଶ ବିରୋଧରେ ସୁମିତଙ୍କ ପକ୍ଷରୁ ପିଟିସନ ଫାଇଲ ହୋଇଥିବା ବେଳେ ୨୦ ତାରିଖ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ ତପସ୍ୱିନୀଙ୍କ ଓକିଲ । ଘରୋଇ ହିଂସା ମାମଲା ରୁଜୁ ପୂର୍ବରୁ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସୁମିତଙ୍କ ଘରେ ତପସ୍ୱିନୀ ରହିଲେ ବହୁ ଅସୁବିଧା ହେବ ବୋଲି କହିଛନ୍ତି ସୁମିତଙ୍କ ଓକିଲ । ତପସ୍ୱିନୀଙ୍କୁ ଘରଭଡ଼ା ଦେବାକୁ ସୁମିତ ରାଜି ଥିବା ସେ କହିଛନ୍ତି ।

ତେବେ ଇଣ୍ଟେରିମ୍‌ ମେଣ୍ଟେନାନ୍‌ସ ସଂପର୍କରେ ଦାବି ରଖିଛନ୍ତି ତପସ୍ୱିନୀଙ୍କ ଓକିଲ । ସେପଟେ ଏବେ ଘର ବାରଣ୍ଡା ତାଙ୍କ ପାଇଁ ଭରସା ପାଲଟିଛି । ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ତପସ୍ୱିନୀ । ପୂର୍ବରୁ ଜିଲ୍ଲା କୋର୍ଟରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି ହୋଇଛି । ଏସଡିଜେଏମ କୋର୍ଟଙ୍କ ୨ ଓ ୯ତାରିଖ ଆଦେଶ ବିରୋଧରେ ସୁମିତଙ୍କ ପକ୍ଷରୁ ପିଟିସନ ଫାଇଲ ହୋଇଥିବା ବେଳେ ୨୦ ତାରିଖ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ତପସ୍ୱିନୀଙ୍କ ଓକିଲ ।

ଘରୋଇ ହିଂସା ମାମଲା ରୁଜୁ ପୂର୍ବରୁ ବିବାହ ବିଚ୍ଛେଦ ମାମଲା ଚାଲିଥିବାରୁ ସୁମିତଙ୍କ ଘରେ ତପସ୍ୱିନୀ ରହିଲେ ବହୁ ଅସୁବିଧା ହେବ ବୋଲି କହିଛନ୍ତି ସୁମିତଙ୍କ ଓକିଲ । ତପସ୍ୱିନୀଙ୍କୁ ଘରଭଡ଼ା ଦେବାକୁ ସୁମିତ ରାଜି ଥିବା ସେ କହିଛନ୍ତି । ତେବେ ଇଣ୍ଟେରିମ୍‌ ମେଣ୍ଟେନାନ୍‌ସ ସଂପର୍କରେ ଦାବି ରଖିଛନ୍ତି ତପସ୍ୱିନୀଙ୍କ ଓକିଲ । ସେପଟେ ଏବେ ଘର ବାରଣ୍ଡା ତାଙ୍କ ପାଇଁ ଭରସା ପାଲଟିଛି । ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ତପସ୍ୱିନୀ ।

Leave a Reply

Your email address will not be published. Required fields are marked *