ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକ ଭିତରେ ମାଡ଼ ! ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ତେବେ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଯେଉଁ କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି ସେହି ସ୍ଥାନରେ ଥିବା ଲୋକମାନେ ଘଟଣାର ଭିଡିଓ କ୍ୟାମେରାରେ ରେକର୍ଡ କରିଦେଉଛନ୍ତି ଓ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଘଟଣା ବିଷୟରେ ଆପଣ ମାନେ ଜାଣିଲେ ଆପଣଙ୍କ ହୋସ ଉଡିଯିବ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଆପଣ ମାନେ ନିଜ ଜୀବନରେ କେବେ ନା କେବେ ନିଶ୍ଚୟ ପ୍ରେମ କରିଥିବେ । ପ୍ରେମର କୌଣସି ସୀମା ନାହିଁ ନିଜ ପ୍ରେମକୁ ପାଇବା ପାଇଁ ମଣିଷ କିଛି ବି କରିପାରେ । ତେବେ ବର୍ତ୍ତମାନର ଘଟଣା ମଧ୍ୟ ପ୍ରେମ ସହ ଜଡିତ ।

ଭାଇରାଲ ହେଉଥିବା ଭିଡିଓରେ ଦୁଇଟି ପ୍ରେମୀ ଗୋଟିଏ ପ୍ରେମିକା ପାଇଁ ପ୍ରଥମେ ଝଗଡା କରୁଥିବାର ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଚର୍ଚା ବହୁତ ମାତ୍ରାରେ ହେଉଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଉତ୍ତର ପ୍ରଦେଶର ଏକ ଗ୍ରାମରେ ଘଟିଛି ।

ଏଠାରେ ଜଣେ ମହିଳା ଦୁଇଟି ପୁରୁଷଙ୍କ ସହ ପ୍ରେମ ସମ୍ବନ୍ଧ ରଖିଥିଲା ହେଲେ ଶେଷ ସମୟରେ ସେ ଦୁଇଟି ପୁରୁଷଙ୍କ ମଧ୍ୟରୁ ଗୋଟିଏ ପୁରୁଷକୁ ବାଛି ଥିଲା ଓ ତା ସହ ଫେରାର ହେବାକୁ ଯାଉଥିଲା । ହେଲେ ସେହି ସମୟରେ ଦ୍ଵିତୀୟ ପ୍ରେମିକ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଏହା ପରେ ଉଭୟ ପ୍ରେମିକଙ୍କ ମଧ୍ୟରେ ପ୍ରଥମେ ଗୋଟିଏ ପ୍ରେମିକାକୁ ନେଇ ଯୁକ୍ତି ତରକ ହୋଇଥିଲା ତା ପରେ ଉଭୟ ଝଗଡା କରିଥିଲେ ।

ସେହି ସ୍ଥାନରେ ଥିବା ଲୋକମାନେ ଏହି ଘଟଣାଟିକୁ କ୍ୟାମେରାରେ ରେକର୍ଡ କରିଥିଲେ ଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ବର୍ତ୍ତମାନ ଏହି ଭିଡିଓଟି ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *