ଟ୍ରାକ୍‌ରେ ଆସୁଥିଲା ଟ୍ରେନ୍‌, ହଠାତ୍‌ ପାହାଡ ଉପରୁ ଖସି ପଡ଼ିଲା ବିରାଟ ବିରାଟ ପଥର ଖଣ୍ଡ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଏପରି ଘଟଣା ଏବଂ ଦୁ-ର୍ଘ-ଟ-ଣା ସବୁ ଘ-ଟୁ-ଛି ଯାହା ଦେଖିବା ଏବଂ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଡ-ରି ମଧ୍ୟ ଯାଉଛନ୍ତି । କେତେବେଳେ କେଉଁ ସମୟରେ କେଉଁ ପ୍ରକାରର ଘ-ଟ-ଣା ସବୁ ଘ-ଟି-ଯି-ବ ତାହା କହିବା ବହୁତ ମୁସ୍କିଲ ର କାମ । ତେବେ ଏହା ସହ ଅଧିକାଂଶ ଘ-ଟ-ଣା ରେଳ ଦୁ-ର୍ଘ-ଟ-ଣା କୁ ନେଇ ରହୁଛି ।

ବନ୍ଧୁଗଣ ଆଜି କାଲି ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ଦୁର୍ଘଟଣାରେ କେତେ ଲୋକଙ୍କର ଅକାଳରେ ଜୀବନ ଯାଉଛି ତାହାର ଠିକ ଠିକଣା ନାହିଁ । କେତେବେଳେ ରେଳ ଲାଇନ କ-ଟି ଯିବା ଯୋଗୁଁ ଦୁ-ର୍ଘ-ଟ-ଣା ତ କେତେବେଳେ ଭାରସାମ୍ୟ ହରାଇ ଘ-ଟି ଯାଉଛି ଦୁ-ର୍ଘ-ଟ-ଣା । ତେବେ ବର୍ତ୍ତମାନ ଘ-ଟି ଯାଇଛି ଏକ ବଡ଼ ଦୁ-ର୍ଘ-ଟ-ଣା । ଟ୍ରାକ ରେ ଟ୍ରେନ ଆସୁଥିବା ସମୟରେ ହଠାତ ପାହାଡ଼ ଉପରୁ ଖସି ଟ୍ରେନ କୁ ଅଟକାଇ ଦେଇଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରିନେବା ।

ତେବେ ଶୁକ୍ରବାର ସକାଳୁ ସକାଳୁ ଘ-ଟି-ଛି ଏକ ଭ-ୟ-ଙ୍କ-ର ଦୁ-ର୍ଘ-ଟ-ଣା । ରାତି ପ୍ରାୟଃ ୩:୨୫ ରେ କୋହେନୁର ବାଙ୍ଗାଲୋର ଏକ୍ସପ୍ରେସ ର ପାଞ୍ଚ ଟି ବଗି ଟୋପପୁର ଶିବଦ ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନ ରେ ଥିଲେ ପ୍ରାୟଃ ଦୁଇ ହଜାର ତିନିଶହ ଅଠ ଚାଲିସ ଜଣ ଯାତ୍ରୀ ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କଥା ଜଣା ପଡ଼ିଛି । ଟ୍ରେନ ରେ ଯାଉଥିବା ବେଳେ ହଠାତ ପାହାଡ଼ ରୁ ପଥର ଖସିବା ଆରମ୍ଭ କରିଥିଲା ଏହା ପରେ ପଥର ଗୁଡିକ ରେଲୱେ ଟ୍ରାକ୍ ଉପରେ ପଡିଥିଲା । ରେଲୱେ ଟ୍ରାକ୍ ଉପରେ ପଡିଥିଲା ବଡ଼ ବଡ଼ ପଥର ଖଣ୍ଡ ପଡିବା ଯୋଗୁଁ ଟ୍ରେନ ର ପାଞ୍ଚଟି ବଗି ଲାଇନ ଚ୍ୟୁତ ହୋଇଯାଇଛି ।

ତେବେ ଡ୍ରାଇଭର ର ଉପଯୁକ୍ତ ବୁଦ୍ଧି ଯୋଗୁଁ ସେ ଟ୍ରେନ କୁ ଅଟକାଇ ଦେଇଥିଲେ ଫଳ ରେ ଏକ ବଡ଼ ଧରଣର ଦୁର୍ଘଟଣା ହେବାରୁ ବଂଚି ଯାଇଥିଲା ଏବଂ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଏହି ଖବର ଉପରେ ଆପଣଙ୍କ ମତ କଣ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *