ଜେଲ ଭିତରେ କଏଦୀଙ୍କ ଭୟଙ୍କର କାଣ୍ଡ, ଡରିଲେ ପୋଲିସ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଉତ୍ତରପ୍ରଦେଶର ଫତେଗଡ ଜିଲ୍ଲା ଜେ-ଲ-ରେ ୨ ଜଣଙ୍କର ମୃ-ତ୍ୟୁ ଘ-ଟି-ବା ନେଇ ବିଚାରବିଭାଗୀୟ ତ-ଦ-ନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ସାଇଫାଇ ମେଡିକାଲ କଲେଜରେ ଡେଙ୍ଗୁରେ ଜଣେ କ-ଏ-ଦୀ-ଙ୍କ ମୃ-ତ୍ୟୁ ଘ-ଟି-ଥି-ବା ବେଳେ ଆଉ ଜଣେ ଜେ-ଲ-ରେ ସଂ-ଘ-ର୍ଷ ଘ-ଟି ପ୍ରାଣ ହରାଇଛନ୍ତି । କ-ଏ-ଦୀ-ମାନେ ସୁରକ୍ଷା କର୍ମୀଙ୍କ ଉପରକୁ ପ-ଥର ଫି-ଙ୍ଗି-ବା ସହ ଫତେଗଡ ଜେ-ଲରେ ନି-ଆଁ ଲ-ଗାଇ ଦେଇଥିଲେ । ଏଥିରେ ୩୦ ଜଣ ଆ-ହ-ତ ହୋଇଥିବା ସୂଚନା ମିଳିଛି ।

ସାଇଫାଇ ମେଡିକାଲ କଲେଜରେ ଡେଙ୍ଗୁରେ ଜଣକର ମୃ-ତ୍ୟୁ ଖବର ଆସିବ ପରେ ଜେ-ଲ ଅନ୍ତବାସୀ ଉ-ତ-କ୍ଷି-ପ୍ତ ହୋଇ ପଡ଼ିଥିଲେ । ପରେ କ-ଏ-ଦୀ-ମାନେ ପ-ଥ-ର ଫି-ଙ୍ଗି-ବା ଆରମ୍ଭ କରିଥିଲେ । ଏଥି ସହ ଜେ-ଲ-ରେ ନି-ଆଁ ମଧ୍ୟ ଲଗାଇ ଦେଇଥିଲେ । ଅ-ଗ୍ନି-ଶ-ମ ବାହିନୀ ଆସି ନି-ଆଁ-କୁ ଆ-ୟ-ତ୍ତ କରିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫୋ-ର୍ସ ନିୟୋଜିତ କରା ଯାଇଥିଲା ।

ତେବେ ପୋଲିସ ଅଧୀକ୍ଷକ ଅଶୋକ କୁମାର ମୀନା କହିଛନ୍ତି ଯେ ଜିଲା ଜେ-ଲ-ରେ ପରିସ୍ଥିତି ସମ୍ପୂର୍ଣ୍ଣ ନି-ୟ-ନ୍ତ୍ର-ଣରେ ରହିଛି । ସକାଳ ୭ଟା ୪୫ରେ ଜେ-ଲ-ରେ କ-ଏ-ଦୀ-ମାନଙ୍କ ମଧ୍ୟରେ ଉ-ତ୍ତେ-ଜ-ନା ଦେଖା ଦେଇଥିଲା । ଜେ-ଲ-ର କ-ଏ-ଦୀ ସନ୍ଦୀପ ଯାଦବଙ୍କୁ ଡେଙ୍ଗୁ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ସୈଫାଇ ହସ୍ପିଟାଲକୁ ପଠା ଯାଇଥିଲା । ଶନିବାର ସେଠାରେ ତାଙ୍କର ମୃ-ତ୍ୟୁ ଘ-ଟି-ଥି-ଲା ।

ଏ ସୂଚନା ମିଳିବା ପରେ ଜେ-ଲ-ରେ ରବିବାର ସକାଳେ ବ୍ୟାରେକ ନମ୍ବର ୯ ଏବଂ ୨ ରେ କ-ଏ-ଦୀ-ଙ୍କ ମଧ୍ୟରେ ଉ-ତ୍ତେ-ଜ-ନା ପ୍ରକାଶ ପାଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରାଯିବା ପରେ କ-ଏ-ଦୀ ମାନଙ୍କୁ ଖାଦ୍ୟ ଦିଆଯାଇଛି । ଡେପୁଟି ଜେ-ଲ-ର ଶୈଲେଶଙ୍କ ସମେତ ୩୦ ଜଣ ପୋଲିସ ଏହି ଘ-ଟ-ଣାରେ ଆ-ହ-ତ ହୋଇଛନ୍ତି । ଘଟ-ଣାରେ ଜଣେ କ-ଏ-ଦୀ ଶିବମ ଆ-ହ-ତ ହୋଇଛନ୍ତି । ସମସ୍ତ ଆ-ହ-ତ-ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜେ-ଲ୍‌ରେ ଏଭଳି ଉ-ତ୍ତେ-ଜ-ନା ସୃଷ୍ଟି କରିଥିବା କ-ଏ-ଦୀଙ୍କ ବି-ରୋ-ଧ-ରେ କ-ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏକ ମା-ମ-ଲା ମଧ୍ୟ ପଞ୍ଜିକୃତ ହେବ । ଏହା ସହ କ-ଏ-ଦୀ-ମାନେ ଜେ-ଲ-ରେ ଅ-ଗ୍ନି-କା-ଣ୍ଡ ଓ ଭ-ଙ୍ଗା-ରୁ-ଜା କରିଥିବା ପୋଲିସ ଅଧୀକ୍ଷକ ସ୍ବୀକାର କରିଛନ୍ତି । ଉ-ତ୍ତେ–ଜିତ କ-ଏ-ଦୀ-ମାନେ ଜେ-ଲ-ର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସିଥିବା ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *