ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବଲିଉଡ କଳାକାରଙ୍କ ପରି ମୋଦୀ ମଧ୍ୟ ଦେଶ ବିଦେଶରେ ଚର୍ଚାରେ ରୁହନ୍ତି । ମୋଦୀଙ୍କ ସଚଟ ପଣିଆ ଓ ତାଙ୍କ କର୍ତ୍ତବ୍ୟକୁ ସମସ୍ତ ଲୋକ ବେସ ପ୍ରଶଂସା କରନ୍ତି । ଗତ କିଛି ସମୟ ହେବ ମୋଦୀଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଭାରତ ନୁହେଁ ବରଂ ଇସ୍ରାଏଲରୁ ନିର୍ବାଚନ ଲଢିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ହୁଏ ତ ଏହି କଥା ଜାଣିବା ପରେ ଆପଣ ମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ମୋଦୀ ସରକାର ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜୟ ହାସଲ କରୁଛନ୍ତି ଓ ଅଧା ଭାରତରେ ବର୍ତ୍ତମାନ ବିଜେପି ଶାସନ ରହିଛି । ବନ୍ଧୁଗଣ ଏହା ସହିତ ମୋଦୀଙ୍କ ଲୋକପ୍ରିୟତା ମଧ୍ୟ ଦେଶରେ ବହୁତ ଅଧିକ ରହିଛି ।
ତେବେ ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ତାହା ହେଉଛି ଦେଶ ଛାଡିବା ପାଇଁ କାହିଁକି ଚିନ୍ତା କରିଲେ ମୋଦୀ ସରକାର । ଦେଶ ଛାଡି ବିଦେଶରେ ନିର୍ବାଚନ ଲ-ଢି-ବା ପାଇଁ ମୋଦୀଙ୍କୁ ଆସିଲା ଅଫର । ବନ୍ଧୁ ରାଷ୍ଟ୍ର ଇସ୍ରାଏଲରୁ ଆସିଛି ଏମିତି ଏକ ଅଫର । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ସିଓପି ୨୬ ପାଇଁ ସ୍କଟଲ୍ୟାଣ୍ଡର ବୃହତ୍ତମ ନଗରି ଗ୍ଲାସବୋ ଠାରେ ରହିଥିଲେ ।
ସେହି ସମୟରେ ପ୍ରଧାନ ମନ୍ତ୍ରୀ ମୋଦୀ ଓ ଇସ୍ରାଏଲ ପ୍ରଧାନ ମନ୍ତ୍ରୀ ନକ୍ତାଲି ବିନାତଙ୍କ ମଧ୍ୟ ହୋଇଥିବା ଆଲୋଚନାକୁ ନେଇ ଏବେ ଚର୍ଚା ଚାଲିଛି । କୁହା ଯାଇଛି ସେଠାକାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରଙ୍କୁ କହିଛନ୍ତି, ଆପଣ ଆମ ଦେଶରେ ଏବେ ଲୋକପ୍ରିୟ ଅଛନ୍ତି ତେଣୁ ଆପଣ ଭାରତରେ ନୁହେଁ ବରଂ ଆମ ଦେଶରେ ନିର୍ବାଚ୍ଚନ ଲ-ଢ-ନ୍ତୁ ।
ଏହା ସହ ତାଙ୍କ ଦଳରେ ମୋଦୀଙ୍କୁ ମିଶିବା ପାଇଁ ଅଫର ଦେଇଛନ୍ତି ଇସ୍ରାଏଲ ପ୍ରଧାନ ମନ୍ତ୍ରୀ । ଭାରତ ଓ ଇସ୍ରାଏଲ ମିତ୍ର ରାଷ୍ଟ୍ର ବୋଲି ଆମେ ସମସ୍ତେ ଜାଣିଛୁ କିନ୍ତୁ ଇସ୍ରାଏଲର ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଏହି ଅଫର ଦେବା ସାରା ବିଶ୍ଵକୁ ଆଶ୍ଚର୍ଜିତ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଇ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।