ଏମାନେ ହେଲେ ଆପଣଙ୍କ ପ୍ରିୟ Ollywood ହୀରୋ ମାନଙ୍କ ବାପା, ପ୍ରଥମ ଥର ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଲିଉଡ ଜଗତର କିଛି ଲୋକପ୍ରିୟ ଅଭିନେତା ଏବଂ ତାଙ୍କ ବାପା ଙ୍କ ବିଷୟରେ ଜାଣିନେବା ।


୧- ପ୍ରଥମ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି । ଓଲିଉଡ କିଙ୍ଗ ଭାବେ ପରିଚିତ ଅନୁଭବ ମହାନ୍ତି ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ର ପ୍ରିୟ ଅଭିନେତା । ସେ ନିଜର ସୁନ୍ଦର ଅଭିନୟ ଏବଂ ସଫଳ ସିନେମା ରେ ଅନେକ ଲୋକ ମାନଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି । ଅନୁଭବ ମହାନ୍ତି ଙ୍କ ବାପା ହେଉଛନ୍ତି ଅଭୟ କୁମାର ମହାନ୍ତି ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ । ତେବେ ସେ ଜଣେ ଲେକ୍ଚର ।


୨- ଦ୍ୱିତୀୟ ଅଭିନେତା ହେଉଛନ୍ତି ବାବୁଶାନ ମହାନ୍ତି । ବାବୁଶାନ ନିଜ କମେଡି ସିନେମା କୁ ନେଇ ଅଧିକ ଲୋକ ପ୍ରିୟ ତାଙ୍କ ର ଅନେକ ସିନେମା ସୁପର ହିଟ ହୋଇଛି । ବାବୁଶାନ ଙ୍କ ବାପା ଙ୍କ ନାମ ହେଉଛି ଉତ୍ତମ ମହାନ୍ତି । ସେ ଜଣେ ଓଲିଉଡ ର ସଫଳ ଅଭିନେତା ।


୩- ତୃତୀୟ ଅଭିନେତା ହେଉଛନ୍ତି ସମ୍ବିତ । ସମ୍ବିତ ମଧ୍ୟ ଓଲିଉଡ ଜଗତର ଜଣେ ସଫଳ ଅଭିନେତା । ସେ ମଧ୍ୟ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ବାପା ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।


୪- ଚତୁର୍ଥ ଅଭିନେତା ହେଉଛନ୍ତି ସବ୍ୟସାଚୀ । ଓଲିଉଡ ର ଚକଲେଟ ହିରୋ ଭାବେ ସେ ପରିଚିତ । ତାଙ୍କ ବାପା ହେଉଛନ୍ତି ସୁରେନ୍ଦ୍ର ପ୍ରସାଦ ମିଶ୍ର ଯାହାଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।


୫- ପଞ୍ଚମ ଅଭିନେତା ହେଉଛନ୍ତି ଅର୍ଧେନ୍ଦୁ । ଓଲିଉଡ ରେ ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅର୍ଧେନ୍ଦୁ । ତେବେ ସେ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ବାପା ଙ୍କୁ ଆପଣ ମାନେ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ସେ ନିଜ ବାପା ଙ୍କୁ ଖୁବ ଭଲ ପାଆନ୍ତି ।


୬-ଷଷ୍ଠ ଅଭିନେତା ହେଉଛନ୍ତି ସ୍ୱରାଜ । ତେବେ ସ୍ୱରାଜ ଜଣେ ବାଲ୍ୟ କଳାକାର ରୁ ନିଜର କ୍ୟାରିଅର ଆରମ୍ଭ କରିଛନ୍ତି ତେବେ ତାଙ୍କ ବାପାଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।

୭- ସପ୍ତମ ଅଭିନେତା ହେଲେ ଜ୍ୟୋତି ରଞ୍ଜନ ନାୟକ । ସେ ମଧ୍ୟ ଜଣେ ଓଲିଉଡ ର ସଫଳ ଅଭିନେତା । ତାଙ୍କ ବାପା ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ । ତାଙ୍କ ବାପାଙ୍କ ନାମ ହେଉଛି ରମେଶ ନାୟକ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *