ଇଏ ତ ଗଜବ ହେଇଗଲା ! ମହିଳା ଲୋନ ନ ସୁଝିବାରୁ ରିକଭରି ଏଜେନ୍ଟ ତା’ତ ଝିଅକୁ ହିଁ ନେଇ ଫେରାର ହେଇଗଲା, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ଆଜିକାଲି ଦୁନିଆରେ ଲୋକ ମାନଙ୍କ ପାଇଁ ବ୍ୟାଙ୍କ ଗୁଡିକ ଅନେକ ସୁବିଧା କରୁଛି ଓ ସେଥିମଧ୍ୟରୁ ଗୋଟେ ହେଉଛି ଲୋନ ସୁବିଧା । ଆମ ଦେଶରେ ଅଧିକାଂଶ ଲୋକ ନେଇଥାନ୍ତି ଓ ସେଥିମଧ୍ୟରୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ପରିସ୍ଥିତିରେ ପଡି ଲୋନ ସୁଜିପାରି ନଥାନ୍ତି । ଯେଉଁ ମାନେ ଲୋନ ସୁଜିପାରନ୍ତି ନାହିଁ ସେମାନଙ୍କ ବି-ରୋ-ଧ-ରେ ବ୍ୟାଙ୍କ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥାଏ ।

ହେଲେ ଲୋନ ସୁଜିନ ପାରିବାରୁ ଜଣେ ମହିଳାଙ୍କ ସହ ଏମିତି ହୋଇଛି ଯାହା ବିଷୟରେ କେହି ବିଶ୍ଵାସ କରିବେ ନାହିଁ ହେଲେ ବନ୍ଧୁଗଣ ଏହା ସତ । ଗତ କିଛି ସମୟ ହେବ ଏହି ଖବରଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବିହାର ପାଟଣାର ଏକ ଲୋନ ରିକଭରି ଏଜେଣ୍ଟକୁ ଲୋନର ଟଙ୍କା ନମିଳିବାରୁ ସେ ଗ୍ରାହକ ଝିଅକୁ ନେଇ ଫେ-ରା-ର ହୋଇ ଯାଇଛି । ରିକଭରି ଏଜେଣ୍ଟରେ ନାମ ଅମର କୁମାର ଅଟେ ଓ ସେ ପାଟଣାର ଏକ ଭଡା ଘରେ ରହୁଥିଲା । ଅମର ଯେଉଁ ଝିଅକୁ ନେଇ ଫେ-ରା-ର ହୋଇଛି ସେ ବିହାରର ହଜାରିବାଗରେ ରୁହନ୍ତି ଓ ତାଙ୍କ ନାମ ହେଉଛି ରିତୁ କୁମାରୀ । ଆ-ରୋ-ପି ଯୁବକ ଅମର କୁମାର ଏକ ଫାଇନାନ୍ସ କମ୍ପାନୀରେ ଲୋ-ନ ରିକୋଭରି ଏଜେଣ୍ଟ ରୂପେ କାମ କରୁଥିଲା ।

ନିଜ କାମ ସମୟରେ ସେ ହଜାରିବାଗରେ ରହୁଥିବା ଏକ ମହିଳାଙ୍କୁ ଲୋନ ଦେଇଥିଲେ । ହେଲେ ପରେ ମହିଳା ଜଣକ ଅମରକୁ ଲୋନର ଟଙ୍କା ଫେରେଇ ପାରୁ ନଥିଲେ ଯାହା ଫଳରେ ଯୁବକ ମହିଳାଙ୍କ ଠାରୁ ଲୋନ ଆଣିବା ପାଇଁ ତାଙ୍କ ଘରକୁ ବାରମ୍ବାର ଯିବାକୁ ଲାଗିଲା । ସେତେବେଳେ ମହିଳାଙ୍କ ଝିଅ ଓ ଅମର ପରସ୍ପରକୁ ପ୍ରେମ କରି ବସିଲେ ।

ପୀଡ଼ିତା ଯୁବତୀ ରିତୁ କୁମାରୀଙ୍କ ମତରେ- ‘ମୋ ମା ଲୋନ ନେଇଥିଲେ ଓ ସେ ଟଙ୍କା ଦେଇ ପାରୁ ନଥିଲେ । ସେତେବେଳେ ଆମର ବହୁତ ଥର ଘରକୁ ଆସୁଥିଲା । ସେ ମୋ ମୋବାଇଲ ନମ୍ବର ନେଇଗଲା ଲୋନ ବିଷୟରେ କଥା ହେବା ପାଇଁ । ହେଲେ ଆମେ ଫୋନରେ କଥା ହୋଇ ପରସ୍ପରକୁ ପ୍ରେମ କରି ବସିଲୁ’ ।

ଆଗକୁ ଯୁବତୀ କହିଛନ୍ତି- ‘ଅମର ମୋତେ ବିବାହ କରିବ ବୋଲି କହି ପାଟଣା ନେଇ ଆସିଲା ହେଲେ ଆସିବା ପରେ ସେ ମୋତେ ବିବାହ କରିବାକୁ ମନା କରିଦେଲା’ । ଏହା ପରେ ଯୁବତୀ ପୋଲିସ ଷ୍ଟେ-ସ-ନ ଯାଇ ଅମରଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ । ପୋଲିସ ଅଧିକାରୀ ଅମରଙ୍କୁ ଆଣି କଥାବାର୍ତ୍ତା ହୋଇଥିଲେ ଓ ସେହି ଦୁଇଜଣଙ୍କର ବିବାହ କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *