ଗର୍ଭବତୀ ମହିଳାଙ୍କ ସହ ଡାକ୍ତର କଲେ ଏମିତି କାମ…ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଝିଅଙ୍କ ପାଇଁ ମା ହେବା ଏକ ଶୋଭାଗ୍ୟ ଅଟେ । ଦୁନିଆର ସମସ୍ତ ମହିଳା ମା ହେବାକୁ ଇଛା କରିଥାନ୍ତି । ମା ହେବାର ଖୁସି ହେଉଛି ଦୁନିଆର ସବୁଠାରୁ ବଡ ଖୁସି । ବିବାହ ପରେ ମହିଳା ମାନେ ଗ-ର୍ଭ-ବ-ତୀ ହୋଇଥାନ୍ତି । ଗ-ର୍ଭ-ବ-ତୀ ହେବା ସମୟରେ ପରିବାର ଲୋକ ମହିଳାଙ୍କର ଧ୍ୟାନ ବହୁତ ଭଲ ଭାବରେ ରଖିଥାନ୍ତି । ଗ-ର୍ଭ-ବ-ତୀ ହେବା ସମୟରେ ମହିଳା ମାନଙ୍କ ପାଇଁ କିଛି ବିଶେଷ ନୀତି ନିୟମ ରହିଛି ଯାହା ଡାକ୍ତରଙ୍କ ପରାମର୍ଶରେ କରାଯାଏ ।

ଗ-ର୍ଭ-ବ-ତୀ ସମୟରେ ମହିଳା ମାନେ କୌଣସି ଅଧିକ ଓଜନିଆ ଜିନିଷ ଟେକି ପାରିବେ ନାହିଁ । ମହିଳାଙ୍କୁ ଭଲ ଡାଏଟ ସହ ବାୟମ ମଧ୍ୟ କରିବା ଉଚିତ । ମହିଳା ଗ-ର୍ଭ-ବ-ତୀ ସମୟରେ ଖୁସି ରହିବା ଉଚିତ । ବନ୍ଧୁଗଣ ଗ-ର୍ଭ-ବ-ତୀ ସମୟରେ ଏକ ବିଶେଷ ବାୟମ ରହିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ବାୟମ କରିବା ଦ୍ଵାରା ଶିଶୁ ସୁସ୍ଥ ରହିଥାଏ ଓ ମହିଳା ମଧ୍ୟ ସୁସ୍ଥ ଅନୁଭବ କରନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ବାୟମ ବିଷୟରେ କହିବାକୁ ଯାଉଛୁ ଯାହା ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବୟାମ ବିଷୟରେ । ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଜଣେ ମହିଳା ନିଜ ହାତକୁ ଡେକ୍ସ ଉପରେ ରଖି ହାତ ସାହାରାରେ ଝୁଲୁ ଛନ୍ତି । ତାଙ୍କର ଦୁଇ ଗୋଡକୁ ଜଣେ ମହିଳା ଆବଶ୍ୟକତା ଅନୁଯାଇ ଷ୍ଟ୍ରେଚ କରୁଛନ୍ତି ।

ସେହି ସମୟରେ ମହିଳାଙ୍କୁ ଲମ୍ବା ନିଶ୍ଵାସ ନେବା ପାଇଁ କୁହା ଯାଉଛି । ବନ୍ଧୁଗଣ ଏହି ବାୟମ କମ ସେ କମ ୫ ମିନିଟ ପ୍ରତ୍ୟକ ଗ-ର୍ଭ-ବ-ତୀ ମହିଳାଙ୍କୁ କରିବା ଉଚିତ । ଏହି ବାୟମ କରିବା ଦ୍ଵାରା ଛୁଆ ଜନ୍ମ ହେବା ସମୟରେ ମଧ୍ୟ ମହିଳାଙ୍କୁ କମ କଷ୍ଟ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବାୟମଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *